"ଆରତୀ ସାହା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
 
'''ଆରତୀ ଗୁପ୍ତା କିମ୍ବା ସାହା'''(୨୪ ସେପ୍ଟେମ୍ବର ୧୯୪୦ - ୨୩ ଅଗଷ୍ଟ ୧୯୯୪) ବହୁ ଦୁରତ୍ୱ ସନ୍ତରଣକାରୀ ଥିଲେ। ଜନ୍ମ [[ପଶ୍ଚିମ ବଙ୍ଗ]]ର [[କଲିକତା]] ଠାରେ ହୋଇଥିଲା, ଆରତୀ ମାତ୍ର ୪ ବର୍ଷ ବୟସରୁ ସନ୍ତରଣ ଅଭ୍ୟାସ ଆରମ୍ଭ କରିଦେଇଥିଲେ ଓ ତାଙ୍କର ଏହି ପ୍ରତିଭା [[ସଚିନ ନାଗ]]ଙ୍କ ଦୃଷ୍ଟି ଆକର୍ଷ କରିଥିଲା। ଇଂଲିଶ ଚ୍ୟାନେଲ ପାରିହୋଇଥିବା [[ମିହିର ସେନ]]ଙ୍କ ଠାରୁ ପ୍ରେରିତ ହୋଇଥିଲେ। ୧୯୫୯ ମହିହା ସାହା [[ଏସିଆ]] ଓ [[ଭାରତ]]ର ଇଂଲିଶ ଚ୍ୟାନେଲ ପାରିହୋଇଥିବା ପ୍ରଥମ ମହିଳା ସନ୍ତରଣକାରୀ ହୋଇଥିଲେ। ୧୯୬୦ ମସିହା ସାହା ପ୍ରଥମ ମହିଳା ଖେଳାଳି ଭାବରେ [[ପଦ୍ମଶ୍ରୀ]]ରେ ପୁରସ୍କୃତ ହୋଇଥିଲେ।
 
== ପ୍ରାରମ୍ଭିକ ଜୀବନ ==
ଆରତୀ ଏକ ମଧ୍ୟମବର୍ତ୍ତି ପରିବାରରୁ ବାପା ମାଁଙ୍କ ଦୁତୀୟ ସନ୍ତାନ ଥିଲେ। ବାପା ସ୍ଥଳ ସେନା ରେ ଚାକିରି କରୁଥିଲେ। ମାତ୍ର ଅଢେଇ ବର୍ଷ ବୟସରେ ନିଜ ମାଆଙ୍କୁ ହରେଇଥିଲେ। ବଡ ଭାଇ ଓ ସାନ ଭଉଣି ମାଁମୁ ଘରେ ପାଳିତ ହେଲେ ଏବଂ ଆରତୀ ନିଜ ଜେଜେମା ଘରେ ରହୁଥିଲେ।