"ଇଭାନ୍ ପାଭ୍ଲଭ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬ କ ଧାଡ଼ି:
|doctoral_advisor =
|doctoral_students =
|known_for = [[Classicalସ୍ଵୟଂଚାଳିତ conditioning]]<br />[[Transmarginalସ୍ନାୟବିକ inhibitionପ୍ରତିକ୍ରିୟା]]<br />[[Behaviorଆଚରଣ modificationପରିବର୍ତ୍ତନ]]
|prizes = ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ [[ନୋବେଲ୍ ପୁରସ୍କାର]] (୧୯୦୪) <br>[[କୋପ୍ଲେ ମେଡ଼ାଲ୍]] (୧୯୧୪)
|footnotes =
୩୩ କ ଧାଡ଼ି:
 
==ପୁରସ୍କାର ଓ ସମ୍ମାନ==
ବିଗ୍ୟାଙ୍କୁବିଜ୍ଞାନକୁ ତାଙ୍କର ଏହି ବୃହତ୍ ଅବଦାନ ପାଇଁ ତାଙ୍କୁ ୧୯୦୪ ରେ ନୋବେଲ୍ ପୁରସ୍କାର ସହିତ ସମ୍ମାନ କରାଯାଇଥିଲା। ୧୯୦୭ ମସିହାରେ ତାଙ୍କୁ ରୁଷିୟ ବିଗ୍ୟାନ ଏକାଡେମୀର ଏକାଡେମିସିଆନ ଭାବେ ନିର୍ବାଚିତ କରାଯାଇଥିଲା। ୧୯୧୨ ମସିହାରେ ତାଙ୍କୁ କ୍ୟାମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟ ତରଫରୁ ଅନରାରୀ ଡକ୍ଟରେଟ ପ୍ରଦାନ କରାଯାଇଥିଲା। ୧୯୧୫ ମସିହାରେ ମେଡିକାଲ୍ ଏକାଡେମୀ ଅଫ୍ ପ୍ୟାରିସ୍ ତାଙ୍କୁ 'ଅଡ୍ର ଅଫ୍ ଦ ଲେଜିୟନ୍ ଅପ୍ ଅନର୍' (Order of the Legion of Honour [https://en.wikipedia.org/wiki/Legion_of_Honour]) ପାଇଁ ମନୋନିତ କରିଥିଲା। ସୋଭିଏତ୍ ସରକାର ମଧ୍ୟ ତାଙ୍କୁ ଖୁବ୍ ସମ୍ମାନ ଦେଇଥିଲା।
 
==ମୃତ୍ୟୁ==
ପାଭ୍ଲଭ୍ ବିଗ୍ୟାନବିଜ୍ଞାନ ପାଇଁ ଏଭଳି ପାଗଳ ଥିଲେ ଯେ ମୃତ୍ୟୁ ଶଯ୍ୟାରେ ଥିବା ସମୟରେ ତାଙ୍କର ଜଣେ ପ୍ରିୟ ଛାତ୍ରକୁ ତାଙ୍କ ପାଖରେ ବସାଇଥିଲେ ଓ ମରିବା ସମୟରେ କ'ଣ ଘଟଣା ବା ଜୀବକ୍ରିୟା ଘଟୁଛି ତାହା ଲିପିବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇଭାନ୍ ପାଭ୍ଲଭ୍ ୧୯୩୬ ମସିହା ଫେବୃଆରୀ ୨୭ ତାରିଖରେ ସୋଭିଏତ୍ ୟୁନିୟନ୍ ର ଲେନିନ୍ ଗ୍ରାଡ୍ ସହରରେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଥିଲେ।
 
==ଆଧାର==