"ରବର୍ଟ କଚ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Robert Koch}}
{{Infobox scientist
| name = '''ରବର୍ଟ କଚ୍'''
| image = Robert Koch BeW.jpg
| image_size = 220px
|birth_name=ହେନେରିକ୍ ହରମନ୍ ରବର୍ଟ କଚ୍
| birth_date = {{birth date|df=yes|୧୮୪୩|୧୨|୧୧}}
| birth_place = [[କ୍ଳାଉସ୍ଥାଲ୍]], [[ହେନ୍ଭର୍ ରାଜ୍ୟ,ଜର୍ମାନ୍ୀ]]
| Spouses = ଏମ୍ମି ଫ୍ରାଜ୍ (୧୮୬୬), ହେଡ୍ୱିଗ ଫ୍ରେବର୍ଗ୍ (୧୮୯୩)
| death_date = {{death date and age|df=yes|୧୯୧୦|୫|୨୭|୧୮୪୩|୧୨|୧୧}}
| death_place = [[ବଡ଼େନ୍-ବଡ଼େନ୍]], [[ବଡ଼େନ୍ ରାଜ୍ୟ]]
| nationality = [ଜର୍ମାନୀ|ଜର୍ମାନ୍]]
| field = [[ଜୀବିର୍ଣୁବିଜ୍ଞାନ]]
| work_institutions = ସର୍ବଭୌମ ସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ବର୍ଲିନ୍, [[ବର୍ଲିନ୍ ବିଶ୍ୱବିଦ୍ୟାଳୟ]]
| doctoral_advisor = [[ଜର୍ଜ ମାଇଷ୍ନର୍]]<ref>ID Tree profile [http://academictree.org/idtree/peopleinfo.php?pid=32784 Robert Koch]</ref>
| academic_advisors = [[ଫ୍ରେଡ଼୍ରିକ୍ ଗୁସ୍ଟେଭ୍ ଜ୍ୟାକବ୍ ହେନ୍ଲେ]]<br>[[କାର୍ଲ ଏୱାଲ୍ଡ ହାସ୍ସେ]]<br>[[ରୁଡୋଲ୍ଫ ୱର୍ଚୋ]]
| influenced = [[ଫ୍ରେଡ଼୍ରିକ୍ ଲଫ୍ଲର୍]]
| known_for = [[ରୋଗଜୀବାଣୁତତ୍ତ୍ୱ(bacteriology)]]ର ଆବିଷ୍କାର<br />[[ଜୀବାଣୁତତ୍ତ୍ୱ]]ର [[କଚ୍ ଙ୍କ ସ୍ୱୀକାର୍ଯ୍ୟ ତଥ୍ୟ]] <br>[[ଆନ୍ଥ୍ରାକ୍ସ]], [[ଯକ୍ଷ୍ମା]] and [[ହଇଜା]]
| prizes = [[ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର]] (୧୯୦୫)
| religion = କିଛି ନାହିଁ<ref>{{cite book|title=Robert Koch: A Life in Medicine and Bacteriology|year=୧୯୮୮|publisher=ASM Press|isbn=9781555811433|author=Thomas D. Brock|accessdate=୧୪ ମେ ୨୦୧୨|page=୨୯୬|quote=He loved seeing new things, but showed no interest in politics. Religion never entered his life.}}</ref>
| signature = Robert Koch signature.svg
}}
 
ହେନେରିକ୍ ହରମନ୍ ରବର୍ଟ କଚ୍ ହେଉଛନ୍ତି ଜଣେ ଜର୍ମାନ ଡାକ୍ତର । ଯକ୍ଷ୍ମା ବିଷୟରେ ଗୁଣାତ୍ମକ ଗବେଷଣା ପାଇଁ ୧୯୦୫ ମସିହାରେ ତାଙ୍କୁ ଶରୀରତତ୍ତ୍ୱ ବା ଆୟୁର୍ବିଜ୍ଞାନ ବିଭାଗରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା । ଜର୍ମାନ୍ ର ହେନ୍ଭର୍ ରାଜ୍ୟର କ୍ଳାଉସ୍ଥାଲ୍ ସହରରେ ୧୮୪୩ ମସିହା ଡିସେମ୍ବର ୧୧ ତାରିଖରେ ରବର୍ଟ କଚ୍ ଜନ୍ମ ଗ୍ରହଣ କରିଥିଲେ । ବାପା ହେନେରିକ୍ ହରମନ୍ କଚ୍ ଓ ମାତା ମାଥାଇମ୍ ଜୁଲି ହେନରିଟ୍ ବିଅରିଖୱେଣ୍ଡଙ୍କ ଜନ୍ମିତ ୧୩ ପିଲାପିଲିଙ୍କ ମଧ୍ୟରୁ ରବର୍ଟ କଚ୍ ହେଉଛନ୍ତି ତୃତୀୟ ପୁତ୍ର । ୧୮୧୮ ମସିହାରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ପ୍ରତ୍ୟେକ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ଛାତ୍ର ଭାବରେ ନିଜକୁ ପ୍ରମାଣିତ କରିଥଲେ । ୧୮୬୨ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମାତ୍ର ବୁଡ଼ାଜାହାଜରେ ଜଣେ ଡ଼ାକ୍ତର ଭାବରେ କାମ କରିବାକୁ ତାଙ୍କର ଇଚ୍ଛା ଥିଲା । ତେଣୁ ଗତିନ୍ଜନ୍ ବିଶ୍ୱବିଦ୍ୟାଳୟରେ ଆୟୁର୍ବିଜ୍ଞାନ ପଢ଼ି ୧୮୬୬ ମସିହାରେ ଡ଼ିଗ୍ରୀ ହାସଲ୍ କରିଥିଲେ । ୬୬ ବର୍ଷ ବୟସରେ ମେ ୨୭ ତାରିଖ, ୧୯୧୦ ମସିହାରେ ବଡ଼େନ୍-ବଡ଼େନ୍ ସହରରେ କଚ୍ ପ୍ରାଣ ତ୍ୟାଗ କରିଥିଲେ ।