"ଯୋଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 14.99.191.248 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Legobotଙ୍କ ଦେଇ କରାଯାଇଥିବା ଶେ...
No edit summary
୨୪ କ ଧାଡ଼ି:
}}
 
'''ଯୋଡ଼ା''' , [[କେନ୍ଦୁଝର ଜିଲ୍ଲା]]ର ଏକ ଉପଖଣ୍ଡ ଅଟେ । ଯୋଡ଼ା ଓ ଏହା ଆଖପାଖର ଖଣିମାନଙ୍କୁ ଆଧାର କରି ଏହି ସହର ଗଢ଼ି ଉଠିଛି।
== ଅବସ୍ତିତି ==
କେନ୍ଦୁଝର ସଦର ମହକୁମାରୁ ନ୨୧୫ମ୍ବର ଜାତୀୟ ରାଜପଥରେ ଉତ୍ତରକୁ ପ୍ରାୟ ୬୫ କି.ମି. ଦୂରରେ ଯୋଡ଼ା ଅବସ୍ଥିତ। କେନ୍ଦୁଝର, ବଡ଼ବିଲ, କୋଲକାତା, ବାରିପଦା, କଟକ ତଥା ରାଜଧାନୀ ଭୁବନେଶ୍ବରରୁ ଏଠାକୁ ନିୟମିତ ବସ୍‌ ଚଳାଚଳ କରିଥାଏ। ଯୋଡ଼ାର ନିକଟତମ ରେଳ ଷ୍ଟେସନ ହେଉଛି ବାଂଶପାଣି। ଖଣି ଅଞ୍ଚଳ ଅର୍ଥନୈତିକ କାରବାରକୁ ଭିତ୍ତି କରି ଏଠାରେ ୧୬ଟି ବ୍ୟାଙ୍କର ଶାଖା ସ୍ଥାପନ ହୋଇଛି।
==ଇତିହାସ==
== ଦର୍ଶନୀୟ ସ୍ଥାନ ==
କାର୍ତ୍ତିକ ମାସରେ ଆୟୋଜିତ ହେଉଥିବା ଲକ୍ଷ୍ମୀପୂଜା ଯୋଡ଼ାର ସବୁଠୁ ବଡ଼ ଜନଗହଳି ପୂର୍ଣ ମେଳା।
==ଆଧାର==
{{ଆଧାର}}
"https://or.wikipedia.org/wiki/ଯୋଡ଼ା"ରୁ ଅଣାଯାଇଅଛି