"ଚକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଚକ ହେଉଛି ଏକ ବୃତ୍ତୀୟ ସରଳ ଯନ୍ତ୍ର। ଚକ ଓ ଅଖ ସାହାଯ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୨:୦୩, ୧୦ ସେପ୍ଟେମ୍ବର ୨୦୧୪ ଅନୁସାରେ କରାଯାଇଥିବା ବଦଳ

ଚକ ହେଉଛି ଏକ ବୃତ୍ତୀୟ ସରଳ ଯନ୍ତ୍ର। ଚକ ଓ ଅଖ ସାହାଯ୍ୟରେ କୌଣସି ଭାରକୁ ସହଜରେ ପରିବହନ କରି ହୁଏ। ଯଦିଓ ପ୍ରାଥମିକ ଚକ ପରିବହନ ପାଇଁ ଦରକାର ହେଉଥିଲା, ଆଧୁନିକ ସମୟରେ ଏହାର ବ୍ୟବହାର ବହୁମୁଖୀ। ପରିବହନରେ ଏହା ସରଳରୈଖିକ ଘର୍ଷଣକୁ ବୃତ୍ତୀୟ ଘର୍ଷଣରେ ପରିବର୍ତ୍ତନ କରି କାମକୁ ସହଜ କରିଥାଏ। ଖ୍ରୀ.ପୂ. ୩୫୦୦ ରେ କୁମ୍ଭାରଚକ ଓ ସ୍ଲେଜ୍‌ଗାଡ଼ିକୁ ମିଶାଇ ଅଖଚକର ଉଦ୍ଭାବନ ହୋଇଥିଲା।[୧]

ଗ୍ୟାଲେରୀ

  1. 1001 inventions that changed the world. p. 57. ISBN 9789350096857.