"ଭୀମ ସିଂ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ +ଶ୍ରେଣୀ:୧୯୩୪ ଜନ୍ମ; +ଶ୍ରେଣୀ:୨୦୧୦ ମୃତ୍ୟୁ; +ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା using HotCat |
ଟିକେ + ଆଧାର |
||
୧୮ କ ଧାଡ଼ି:
}}
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦)<ref>{{cite web|last=Chakra|first=Shyamhari|title=Passion drove him all his life|url=http://www.newindianexpress.com/states/odisha/article208858.ece?service=print|publisher=The New Indian Express|accessdate=2 September 2014}}</ref> ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର
ତାଂକର ୨୦୦୮ରେ ପ୍ରକାଶ ପାଇଥିବା ପୁସ୍ତକ "ଓଡିଆ ଚଲଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଗୋଟିଏ ଏନସାଇକ୍ଲୋପିଡିଆ ଅଟେ ।
୩୦୦ରୁ ଉର୍ଦ୍ଧ ନାଟକରେ ଅଭିନୟ କରିଥିବା ଭୀମ ସିଂ, ୧୩ ବର୍ଷ ବୟସରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ ।<ref>{{cite web|title=Orissa Theatre, cinema artiste passes away|url=http://www.orissadiary.com/CurrentNews.asp?id=20741|publisher=OrissaDiary|accessdate=2 September 2014}}</ref>
ତାଙ୍କ ଅଭିନୀତ କିଛି ଓଡ଼ିଆ ସିନେମା ହେଲା ମଲା ଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ, କୃଷ୍ନ ସୁଦାମା, ମନ ଆକାଶ, ବଂଧୁ ମହାଂତି, ରଘୁ ଅରକ୍ଷିତ
==ଆଧାର==
{{ଆଧାର}}
|