"ଚୈତନ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ସଂଶୋଧନ
୧ କ ଧାଡ଼ି:
{{ଛୋଟ|Chaitanya Mahaprabhu}}
{{Infobox Hindu leader
|name = ଶ୍ରୀଚୈତନ୍ୟଶ୍ରୀ ଚୈତନ୍ୟ
|image = Chaitanya-Mahabrabhu-at-Jagannath.jpg
|caption = ଚୈତନ୍ୟ ମହାପ୍ରଭୁ
|birth_date = ୧୪୮୪୧୪୮୬
|birth_place= [[ନବଦ୍ଵୀପ]], ବର୍ତ୍ତମାନ [[ପଶ୍ଚିମବଙ୍ଗ]]ର [[ନଦିଆ]],
|birth_name =ବିଶ୍ଵମ୍ବର
|death_date = ୧୫୩୪ (ବୟସ ୪୭ - ୪୮)<!-- {{Death year and age|df=yes|1534|1486}} -->
|_left this world = ୧୫୩୪
|_left this world fromdeath_place = [[ପୁରୀ]]
|known =
|philosophy = [[ଭକ୍ତି ଯୋଗ]]
୧୫ କ ଧାଡ଼ି:
|footnotes =
}}
'''ଚୈତନ୍ୟଦେବ''' (୧୪୮୬-୧୫୩୪) , ଭାରତରେ ଭକ୍ତିବାଦର ପ୍ରଚାରକମାନଙ୍କ ମଧ୍ୟରେ ଥିଲେ ସର୍ବଶ୍ରେଷ୍ଠ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ଵୀପରେ ଏକ ଉତ୍କଳୀୟବଙ୍ଗାଳୀ [[ବ୍ରାହ୍ମଣ]]ହିନ୍ଦୁ କୂଳରେପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଶଚୀ ଦେବୀ ଓ ପିତାଙ୍କ ନାମ ଜଗନ୍ନାଥ ମିଶ୍ର । <ref>http://lordcaitanya.com/prologue/en1</ref>ସେ ଅଳ୍ପ ବୟସରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ସେ ଚବିଶ ବର୍ଷ ବୟସରେ ସନ୍ୟାସ ଧର୍ମ ଗ୍ରହଣ କରି [[ପୁରୀ|ଶ୍ରୀକ୍ଷେତ୍ର]]କୁ ଆଗମନ କରିଥିଲେ ଓ ମହାପ୍ରଣାୟ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ସେ ତାଙ୍କର ଶତ ଶତ ଗୌଡୀ଼ୟଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାର୍ଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ [[କୃଷ୍ଣ|ଶ୍ରୀକୃଷ୍ଣ]]ଙ୍କ ଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।<ref>http://www.britannica.com/EBchecked/topic/88600/Chaitanya-movement</ref><ref>http://www.scsmath.com/docs/chaitanya_mahaprabhu.html</ref>
== ଆଧାର ==
{{ଆଧାର}}
୩୬ କ ଧାଡ଼ି:
{{ଜଗନ୍ନାଥ}}
{{ହିନ୍ଦୁ ଧର୍ମ}}
{{ମୁଣ୍ଡିଆ}}
 
[[ଶ୍ରେଣୀ:୧୪୮୬ ଜନ୍ମ]]
Line ୪୨ ⟶ ୪୧:
[[ଶ୍ରେଣୀ:ଧର୍ମ ପ୍ରଚାରକ]]
[[ଶ୍ରେଣୀ:ଜଗନ୍ନାଥଙ୍କ ଭକ୍ତ]]
{{ମୁଣ୍ଡିଆ}}
"https://or.wikipedia.org/wiki/ଚୈତନ୍ୟ"ରୁ ଅଣାଯାଇଅଛି