"ବିଜୁଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧୦୨ ବାଇଟଗୁଡିକ ଯୋଡାଗଲା ,  ୮ ବର୍ଷ ପୂର୍ବେ
ବଦଳ ସାରକଥା ଲୁଚାଇଦିଅନ୍ତୁ
("ବର୍ଷାଦିନେ ବିଜୁଳି ଓ ଘଡ଼ଘଡ଼ି ନିତିଦିନିଆ କଥା ୤ ବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ)
 
No edit summary
ବିଜୁଳି
ବର୍ଷାଦିନେ ବିଜୁଳି ଓ ଘଡ଼ଘଡ଼ି ନିତିଦିନିଆ କଥା ୤ ବିଜୁଳି ଚକ୍ କରି ମାରିଦେଲେ ସାରା ଆକାଶ ଝଟକିଯାଏ ୤ ବିଜୁଳି ମାରିଲେ ପିଲାଏ ମଜାରେ କହନ୍ତି କି ଇନ୍ଦ୍ର ଦେବତା ଟର୍ଚ୍ଚପକେଇ ସବୁଆଡେ଼ ଠିକ୍ ବର୍ଷାହେଲାକି ନାହିଁ ଦେଖନ୍ତି । ଆମେ ଭୟରେ ଅପେକ୍ଷାକରୁ ଘଡ଼ଘଡ଼ିକୁ ୤ କିଛି ସମୟପରେ ଠାଏକରି ଘଡ଼ଘଡ଼ି ମାରେ ା ସତେଅବା ଇନ୍ଦ୍ର ରାଗିଯାଇ ବଜ୍ର ମାରନ୍ତି ା ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା ା କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି ା ତେବେ, ଆମପାଇଁ ଆଗେ ବିଜୁଳି ଓ ତାପରେ ଘଡ଼ଘଡ଼ି କାହିକି ?
 
ବିଜୁଳିପାଇଁ ଘଡ଼ଘଡ଼ିର ସୃଷ୍ଟି ହେଇଥାଏ । ଆକାଶରେ ଭାସମାନ ବାଦଲକଣିକା ଗୁଡ଼ିକରେ ଚ଼ାର୍ଜ ରହିଥାଏ । ବାଦଲର ଉପରିଭାଗରେ ଥିବା କଣିକାଗୁଡ଼ିକରେ ଯୁକ୍ତାତ୍ମକଚ଼ାର୍ଜ ରହିଥିବା ବେଳେ ନିମ୍ନଭାଗରେ ଥିବା କଣିକାଗୁଡ଼ିକରେ ବିଯୁକ୍ତାତ୍ମକଚ଼ାର୍ଜ ରହିଥାଏ । ଆମେ ଜାଣୁ ପାନିଆରେ ନୁଖୁରାମୁଣ୍ଡ କୁଣ୍ଡେଇବା ପରେ ତାକୁ କାଗଜ ଟୁକୁରା ଆଡ଼କୁ ଦେଖେଇଲେ, କାଗଜ ଟୁକୁରାଗୁଡ଼ିକ ପାନିଆ ଆଡ଼କୁ ଟାଣି ହେଇଆସେ । କାରଣ ମୁଣ୍ଡକୁଣ୍ଡେଇବା ଫଳରେ ପାନିଆ ଚ଼ାର୍ଜିତ ହୋଇଥାଏ ଓ ତାହା କାଗଜ ଟୁକୁରାକୁ ବିପରୀତ ଢଙ୍ଗରେ ଚ଼ାର୍ଜିତ କରେ । ଠିକ୍ ସେମିତି ବାଦଲର ନିମ୍ନଭାଗ ଚ଼ାର୍ଜିତ ହେଇଥିବାରୁ ବାଦଲ ତଳେ ଥିବା ଭୂମିଉପରେ ଯୁକ୍ତାତ୍ମକଚ଼ାର୍ଜ ଜମାହୁଏ । ଯେତେବେଳେ ବାଦଲତଳ ଓ ଭୂମିଉପରର ପରସ୍ପର ବିପରୀତ ଚ଼ାର୍ଜ ମିଶିବାକୁ ଯାଆନ୍ତି, ବାୟୁ ମଧ୍ୟଦେଇ ଏକ ବିଦୁ୍ୟତ୍ସ୍ରୋତ ପ୍ରବାହିତ ହୁଏ, ଯାହାକୁ ବିଜୁଳିରୂପରେ ଆମେ ଦେଖୁ । ବିଦୁ୍ୟତ୍ସ୍ରୋତର ପ୍ରବାହ ଯୋଗୁଁ ଯେମିତି ଘରେ ହିଟର୍ ଗରମ ହୁଏ, ଠିକ୍ ସେମିତି ବିଜୁଳିସ୍ରୋତ ଯେଉଁପଥ ଦେଇ ପ୍ରବାହିତ ହୁଏ, ବାୟୁକଣିକା ଗରମ ହୋଇ ସେଇ ସ୍ଥାନର ତାପମାତ୍ରା ପ୍ରାୟ ୩୦,୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚିଯାଏ ା ତୁଳନାପାଇଁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫୁଟନ୍ତାପାଣିର ତାପମାତ୍ରା ମାତ୍ର ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ା ବାୟୁ ଉତ୍ତପ୍ତ ହେଲେ ତାହାର ଆୟତନ ବୃଦ୍ଧିପାଏ ା ବିଜୁଳିସ୍ରୋତପାଇଁ ସ୍ରୋତପଥରେ ଉପସ୍ଥିତ ବାୟୁର ଆୟତନ ଗୋଟିଏ ସେକେଣ୍ଡ୍ର ଲକ୍ଷେଭାଗରୁ ଏକଭାଗ ସମୟ ମଧ୍ୟରେ ପ୍ରାୟ ହଜାରେଗୁଣ ବଢିଯାଏ ା ଉକ୍ତ ସଂପ୍ରସାରିତ ବାୟୁ ସ୍ରୋତପଥକୁ ଘେରି ରହିଥିବା ସ୍ଥିରବାୟୁକୁ ହଠାତ୍ ଠେଲିଦିଏ, ଯାହାକି ବାୟୁକଣିକାରେ ଖୁବ୍ଜୋର୍ କମ୍ପନ ସୃଷ୍ଟିକରେ । ଫଳରେ ଏକ ଶକ୍ତିଶାଳୀ ଶବ୍ଦ ତରଙ୍ଗ ସୃଷ୍ଟିହୁଏ । ତାକୁ ଆମେ ଘଡ଼ଘଡ଼ି କହୁ ା ଏସବୁ ନିମିଷେକ ଭିତରେ ଘଟିଯାଏ ।
ବର୍ଷାଦିନେ ବିଜୁଳି ଓ ଘଡ଼ଘଡ଼ି ନିତିଦିନିଆ କଥା ୤ ବିଜୁଳି ଚକ୍ କରି ମାରିଦେଲେ ସାରା ଆକାଶ ଝଟକିଯାଏ ୤ ବିଜୁଳି ମାରିଲେ ପିଲାଏ ମଜାରେ କହନ୍ତି କି ଇନ୍ଦ୍ର ଦେବତା ଟର୍ଚ୍ଚପକେଇ ସବୁଆଡେ଼ ଠିକ୍ ବର୍ଷାହେଲାକି ନାହିଁ ଦେଖନ୍ତି । ଆମେ ଭୟରେ ଅପେକ୍ଷାକରୁ ଘଡ଼ଘଡ଼ିକୁ ୤ କିଛି ସମୟପରେ ଠାଏକରି ଘଡ଼ଘଡ଼ି ମାରେ ସତେଅବା ଇନ୍ଦ୍ର ରାଗିଯାଇ ବଜ୍ର ମାରନ୍ତି ା ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା ା କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି ା ତେବେ, ଆମପାଇଁ ଆଗେ ବିଜୁଳି ଓ ତାପରେ ଘଡ଼ଘଡ଼ି କାହିକି ?
ଉପରୋକ୍ତ ବର୍ଣ୍ଣନାରୁ ଜଣାପଡ଼ିଲା ଯେ ବିଜୁଳି ଓ ଘଡ଼ଘଡ଼ି ଏକ ସଙ୍ଗରେ ସୃଷ୍ଟିହୁଏ । ଶବ୍ଦ ଓ ଆଲୋକ ଉଭୟ ତରଙ୍ଗହେଲେ ମଧ୍ୟ ଶବ୍ଦ ତୁଳନାରେ ଆଲୋକ ଅତି କ୍ଷୀପ୍ର ା ଗୋଟିଏ ସେକେଣ୍ଡରେ ଶବ୍ଦ ମାତ୍ର ୩୩୨ ମିଟର ଗତି କଲାବେଳେ ଆଲୋକ ଗତିକରେ ୨,୯୯,୭୯୨,୪୫୮ ମିଟର ା ଅର୍ଥାତ୍ ଶବ୍ଦଠାରୁ ଆଲୋକ ନଅ ଲକ୍ଷ ଗୁଣ ଶୀଘ୍ର ଗତି କରିପାରେ । ତେଣୁ ବିଜୁଳି ସୃଷ୍ଟିହେବାର ଅତିକମ୍ ସମୟ ଭିତରେ ତାହାର ଆଲୋକ ଆମ ଆଖିପାଖରେ ପହଞ୍ଚି ଯାଉଥିବାରୁ ଆମେ ବିଜୁଳିକୁ ଦେଖିପାରୁ । କିନ୍ତୁ ଆଲୋକ ତୁଳନାରେ ଧ୍ବନିତରଙ୍ଗ ଧିରେ ଧିରେ ଗତିକରି ବହୁସମୟ ପରେ ଆସି ଆମ କାନପରଦା ପାଖରେ ପହଞ୍ଚୁଥିବାରୁ ଆମେ ଡେରିରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ପାଉ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶବ୍ଦ ଗତି କରିବାପାଇଁ ଏକ ମାଧ୍ୟମ ଜରୁରି, ମାତ୍ର ଆଲୋକ ଶୂନ୍ୟରେ ଯାଇପାରେ ା ଶବ୍ଦ ସୃଷ୍ଟିହୁଏ କଂପନରୁ, ମାତ୍ର ଆଲୋକ ଏକ ବିଦୁ୍ୟତ୍-ଚୁମ୍ବକୀୟ ତରଙ୍ଗ ।
 
ବିଜୁଳି ଓ ଘଡଘଡ଼ି ମଧ୍ୟରେ ରହୁଥିବା ସମୟ ବ୍ୟବଧାନରୁ ଆମେ ମୋଟାମୋଟି ଭାବେ ବିଜୁଳି ଉତ୍ପନ୍ନ ହୋଇଥିବା ସ୍ଥାନର ଉଚ୍ଚତା ହିସାବ କରିପାରିବା ା ଘଡ଼ଘଡ଼ି ଏକ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପ୍ରାୟ ୩ ସେକେଣ୍ଡ ସମୟ ନିଏ ା ଅର୍ଥାତ୍ ବିଜୁଳି ମାରିବାର ତିନି ସେକେଣ୍ଡ୍ ପରେ ଘଡ଼ଘଡ଼ି ଶୁଣିଲେ ଆମେ ଧରିନେବା ଯେ ଏକ କିଲୋମିଟର୍ ଉଚ୍ଚାରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟିହେଇଛି । ସାଧାରଣତଃ ୨୪ କି.ମି.ରୁ ଅଧିକ ଦୂରରେ ଘଡ଼ଘଡ଼ି ସୃଷ୍ଟି ହେଲେ ଆମେ ତାହା ଶୁଣିପାରୁନାହିଁ ା
ଆଗେ ବିଜୁଳି, ତାପରେ ଘଡଘଡି
 
ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା ୤ କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି ୤ ତେବେ, ଆମପାଇଁ ଆଗେ ବିଜୁଳି ଓ ତାପରେ ଘଡ଼ଘଡ଼ି କାହିକି ?
 
ସତ କହିଲେ, ବିଜୁଳିପାଇଁ ଘଡ଼ଘଡ଼ିର ସୃଷ୍ଟି ହେଇଥାଏ । ଆକାଶରେ ଭାସମାନ ବାଦଲକଣିକା ଗୁଡ଼ିକରେ ଚ଼ାର୍ଜ ରହିଥାଏ । ବାଦଲର ଉପରିଭାଗରେ ଥିବା କଣିକାଗୁଡ଼ିକରେ ଯୁକ୍ତାତ୍ମକଚ଼ାର୍ଜ ରହିଥିବା ବେଳେ ନିମ୍ନଭାଗରେ ଥିବା କଣିକାଗୁଡ଼ିକରେ ବିଯୁକ୍ତାତ୍ମକଚ଼ାର୍ଜ ରହିଥାଏ । ଆମେ ଜାଣୁ ପାନିଆରେ ନୁଖୁରାମୁଣ୍ଡ କୁଣ୍ଡେଇବା ପରେ ତାକୁ କାଗଜ ଟୁକୁରା ଆଡ଼କୁ ଦେଖେଇଲେ, କାଗଜ ଟୁକୁରାଗୁଡ଼ିକ ପାନିଆ ଆଡ଼କୁ ଟାଣି ହେଇଆସେ । କାରଣ ମୁଣ୍ଡକୁଣ୍ଡେଇବା ଫଳରେ ପାନିଆ ଚ଼ାର୍ଜିତ ହୋଇଥାଏ ଓ ତାହା କାଗଜ ଟୁକୁରାକୁ ବିପରୀତ ଢଙ୍ଗରେ ଚ଼ାର୍ଜିତ କରେ । ଠିକ୍ ସେମିତି ବାଦଲର ନିମ୍ନଭାଗ ଚ଼ାର୍ଜିତ ହେଇଥିବାରୁ ବାଦଲ ତଳେ ଥିବା ଭୂମିଉପରେ ଯୁକ୍ତାତ୍ମକଚ଼ାର୍ଜ ଜମାହୁଏ । ଯେତେବେଳେ ବାଦଲତଳ ଓ ଭୂମିଉପରର ପରସ୍ପର ବିପରୀତ ଚ଼ାର୍ଜ ମିଶିବାକୁ ଯାଆନ୍ତି, ବାୟୁ ମଧ୍ୟଦେଇ ଏକ ବିଦୁ୍ୟତ୍ସ୍ରୋତ ପ୍ରବାହିତ ହୁଏ, ଯାହାକୁ ବିଜୁଳିରୂପରେ ଆମେ ଦେଖୁ । ବିଦୁ୍ୟତ୍ସ୍ରୋତର ପ୍ରବାହ ଯୋଗୁଁ ଯେମିତି ଘରେ ହିଟର୍ ଗରମ ହୁଏ, ଠିକ୍ ସେମିତି ବିଜୁଳିସ୍ରୋତ ଯେଉଁପଥ ଦେଇ ପ୍ରବାହିତ ହୁଏ, ବାୟୁକଣିକା ଗରମ ହୋଇ ସେଇ ସ୍ଥାନର ତାପମାତ୍ରା ପ୍ରାୟ ୩୦,୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚିଯାଏ ତୁଳନାପାଇଁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫୁଟନ୍ତାପାଣିର ତାପମାତ୍ରା ମାତ୍ର ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ବାୟୁ ଉତ୍ତପ୍ତ ହେଲେ ତାହାର ଆୟତନ ବୃଦ୍ଧିପାଏ ା ବିଜୁଳିସ୍ରୋତପାଇଁ ସ୍ରୋତପଥରେ ଉପସ୍ଥିତ ବାୟୁର ଆୟତନ ଗୋଟିଏ ସେକେଣ୍ଡ୍ର ଲକ୍ଷେଭାଗରୁ ଏକଭାଗ ସମୟ ମଧ୍ୟରେ ପ୍ରାୟ ହଜାରେଗୁଣ ବଢିଯାଏ ଉକ୍ତ ସଂପ୍ରସାରିତ ବାୟୁ ସ୍ରୋତପଥକୁ ଘେରି ରହିଥିବା ସ୍ଥିରବାୟୁକୁ ହଠାତ୍ ଠେଲିଦିଏ, ଯାହାକି ବାୟୁକଣିକାରେ ଖୁବ୍ଜୋର୍ଜୋର୍ କମ୍ପନ ସୃଷ୍ଟିକରେ । ଫଳରେ ଏକ ଶକ୍ତିଶାଳୀ ଶବ୍ଦ ତରଙ୍ଗ ସୃଷ୍ଟିହୁଏ । ତାକୁ ଆମେ ଘଡ଼ଘଡ଼ି କହୁ ାକହୁ୤ ଏସବୁ ନିମିଷେକ ଭିତରେ ଘଟିଯାଏ ।
 
ଉପରୋକ୍ତ ବର୍ଣ୍ଣନାରୁ ଜଣାପଡ଼ିଲା ଯେ ବିଜୁଳି ଓ ଘଡ଼ଘଡ଼ି ଏକ ସଙ୍ଗରେ ସୃଷ୍ଟିହୁଏ । ଶବ୍ଦ ଓ ଆଲୋକ ଉଭୟ ତରଙ୍ଗହେଲେ ମଧ୍ୟ ଶବ୍ଦ ତୁଳନାରେ ଆଲୋକ ଅତି କ୍ଷୀପ୍ର ଗୋଟିଏ ସେକେଣ୍ଡରେ ଶବ୍ଦ ମାତ୍ର ୩୩୨ ମିଟର ଗତି କଲାବେଳେ ଆଲୋକ ଗତିକରେ ୨,୯୯,୭୯୨,୪୫୮ ମିଟର ଅର୍ଥାତ୍ ଶବ୍ଦଠାରୁ ଆଲୋକ ନଅ ଲକ୍ଷ ଗୁଣ ଶୀଘ୍ର ଗତି କରିପାରେ । ତେଣୁ ବିଜୁଳି ସୃଷ୍ଟିହେବାର ଅତିକମ୍ ସମୟ ଭିତରେ ତାହାର ଆଲୋକ ଆମ ଆଖିପାଖରେ ପହଞ୍ଚି ଯାଉଥିବାରୁ ଆମେ ବିଜୁଳିକୁ ଦେଖିପାରୁ । କିନ୍ତୁ ଆଲୋକ ତୁଳନାରେ ଧ୍ବନିତରଙ୍ଗଧ୍ବନି ତରଙ୍ଗ ଧିରେଧୀରେ ଧିରେଧୀରେ ଗତିକରି ବହୁସମୟ ପରେ ଆସି ଆମ କାନପରଦା ପାଖରେ ପହଞ୍ଚୁଥିବାରୁ ଆମେ ଡେରିରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ପାଉ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶବ୍ଦ ଗତି କରିବାପାଇଁ ଏକ ମାଧ୍ୟମ ଜରୁରି, ମାତ୍ର ଆଲୋକ ଶୂନ୍ୟରେ ଯାଇପାରେ ଶବ୍ଦ ସୃଷ୍ଟିହୁଏ କଂପନରୁ, ମାତ୍ର ଆଲୋକ ଏକ ବିଦୁ୍ୟତ୍-ଚୁମ୍ବକୀୟ ତରଙ୍ଗ ।
 
ବିଜୁଳି ଓ ଘଡଘଡ଼ି ମଧ୍ୟରେ ରହୁଥିବା ସମୟ ବ୍ୟବଧାନରୁ ଆମେ ମୋଟାମୋଟି ଭାବେ ବିଜୁଳି ଉତ୍ପନ୍ନ ହୋଇଥିବା ସ୍ଥାନର ଉଚ୍ଚତା ହିସାବ କରିପାରିବା ଘଡ଼ଘଡ଼ି ଏକ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପ୍ରାୟ ୩ ସେକେଣ୍ଡ ସମୟ ନିଏ ା ଅର୍ଥାତ୍ ବିଜୁଳି ମାରିବାର ତିନି ସେକେଣ୍ଡ୍ ପରେ ଘଡ଼ଘଡ଼ି ଶୁଣିଲେ ଆମେ ଧରିନେବା ଯେ ଏକ କିଲୋମିଟର୍ ଉଚ୍ଚାରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟିହେଇଛି । ସାଧାରଣତଃ ୨୪ କି.ମି.ରୁ ଅଧିକ ଦୂରରେ ଘଡ଼ଘଡ଼ି ସୃଷ୍ଟି ହେଲେ ଆମେ ତାହା ଶୁଣିପାରୁନାହିଁ
 
  
୧୨

ଗୋଟି ସମ୍ପାଦନା