"ଦାଶରଥି ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ re-categorisation
୩୭ କ ଧାଡ଼ି:
}}
 
ପ୍ରଫେସର '''ଦାଶରଥି ଦାସ''', [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ର ଜଣେ ଖ୍ୟାତନାମା ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ । ସେ ପ୍ରଖ୍ୟାତ [[ରେଭେନ୍ସା ମହାବିଦ୍ୟାଳୟ]] ଓ [[ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ]]ରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।<ref>http://welcomeorissa.com/Sarala+Award+conferred+on+poet+Dasarathi+Das-orissa_news-10142-17-06-2007.html</ref>
 
== ରଚନାବଳୀ ==
୭୭ କ ଧାଡ଼ି:
 
== ସମ୍ମାନ ଓ ପୁରସ୍କାର ==
* ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର - ୨୦୦୯<ref>http://orissa.gov.in/e-magazine/orissaannualreference/ORA-2011/pdf/100.pdf</ref> <ref>http://www.dailypioneer.com/state-editions/bhubaneswar/atibadi-award-declared-for-past-3-yrs.html</ref> <ref>http://www.naxatranews.com/naxatra/detail.html?detail=5974</ref>
* [[ସାରଳା ପୁରସ୍କାର]] - ୨୦୦୭<ref>http://www.hindu.com/2007/06/15/stories/2007061554030300.htm</ref><ref>http://www.imfa.in/resource-centre/2007/jun15.htm</ref><ref>http://www.orissadiary.com/ShowOriyaOrbit.asp?id=39104</ref>
 
== ଆଧାର ==
୮୪ କ ଧାଡ଼ି:
 
== ଅଧିକ ତଥ୍ୟ ==
 
 
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
Line ୯୦ ⟶ ୮୯:
 
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:ଜୀବନ୍ତଜୀବିତ ମଣିଷବ୍ୟକ୍ତି]]
[[ଶ୍ରେଣୀ:ଲେଖକ]]
[[ଶ୍ରେଣୀ:ଗାଳ୍ପିକ]]