"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି, ଏକାଧିକ ତଥ୍ୟ ହଟାଗଲା
ଟିକେ ସଜାଣି
୨୨ କ ଧାଡ଼ି:
୧୯୫୬ ମସିହାରେ ସେ ପ୍ରଥମ କରି [[ଓଡ଼ିଆ ଚଳଚ୍ଚିତ୍ର]]ରେ ତାଙ୍କର କଣ୍ଠଦାନ କରିଥିଲେ । ୧୯୫୯ମସିହାରେ 'ଜୟଭେରୀ', ୧୯୬୩ରେ 'ଶ୍ରୀପତିତ ପାବନ', ୧୯୭୬ରେ 'ସିନ୍ଦୂର ବିନ୍ଦୁ', ୧୯୭୭ରେ 'ମୁକ୍ତି', ୧୯୯୮ରେ 'ଅହଲ୍ୟା' ପ୍ରଭୃତି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ । 'ଅଭିନେତ୍ରୀ' ଚଳଚ୍ଚିତ୍ରରେ ସେ ୧୯୬୫ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ମସିହାରେ 'ମୁକ୍ତି' ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ସେହିପରି 'ଅହଲ୍ୟା' ଚଳଚ୍ଚିତ୍ର ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ । ୧୯୬୮ମସିହାରେ ମୁମ୍ବାଇର ସୁର୍ ସିଙ୍ଗାର ସଂସଦ(କାଲ୍କୋ କଳାକାର) ତରଫରୁ ତାଙ୍କୁ ସୁରମଣି ଉପାଧିରେ ଭୂଷିତ କରାଯାଇଥିଲା । ସେହିଦିନଠାରୁ ସେ ସୁରମଣି ନାମରେ ନାମିତ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ 'ଆହେ ନୀଳଶଇଳ', 'ଆକାଶେ ଦିଶେ କି ସୁନ୍ଦର', ବାଲ୍ୟକାଳୁ ଧର୍ମ ଧନମୁଁ ସଞ୍ଚିବି', 'ବିଶ୍ଵ ଦେଖ ମଧୁମୟରେ ଜୀବନ', 'ଚକାନୟନଙ୍କୁ ପତିତ କେହି', 'ଦେଖଭାଇ ମହାମାୟୀ', 'ଧୀର ସମୀରେ ଯମୁନା ତୀରେ', 'ଯାହାମୁଁ କରଇ ଯାହାମୁଁ', 'ଲଳିତ ଲବଙ୍ଗ ଲତା ପରିଶିଳନ', 'ମା ନାମ ମଧୁର ଅଟେ', 'ନମୋ ନିରଞ୍ଜନ ନିଖିଳ ନିଦାନ', 'ନ ଯା ରାଧିକା ଏକା ଏକା', 'ନାଚ ନାଚ ସଜନୀ ନାଚରେ', ପଶ୍ୟତି ଇଚ୍ଛା କରହେ ପୂର୍ଣ୍ଣ' ପ୍ରଭୃତି ଗୀତ ଅତି ଲୋକପ୍ରିୟ ।
 
ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡ଼ିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ୨୮ବର୍ଷ ବୟସରେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ । ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ ଓଡିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ । ସଂଯୁକ୍ତାଙ୍କ ସହିତ ମିଶି ରଘୁନାଥ ଓଡିଶୀଓଡ଼ିଶୀ ନୃତ୍ୟର ଅନେକ ପଲ୍ଲବୀ, ଅଭିନୟ ଓ ନୃତ୍ୟନାଟିକା ଭଳି ବିଭିନ୍ନ ବିଭବର ସଙ୍ଗୀତ ସଂଯୋଜନା କରିଥିଲେ ଯାହା ଏବେ ବି ମଞ୍ଚସ୍ଥ ହେଉଛି । ଆଜି ୧୯୯୭ଓଡ଼ିଶୀ ମସିହାରେନୃତ୍ୟର ସଂଯୁକ୍ତାଙ୍କଯେଉଁ ବିୟୋଗଅର୍ଦ୍ଧନାରୀଶ୍ଵର ପରେବିଭବ ଓଡିଶୀ[[ପୃଥିବୀ]]ବ୍ୟାପୀ ପ୍ରଚାରନୃତ୍ୟାଙ୍ଗନାଙ୍କ ଦ୍ଵାରା ପ୍ରସାର ନିମନ୍ତେପରିବେଷିତ ହେଉଛି,ରଘୁନାଥ ଏକଥିଲେ ଟ୍ରଷ୍ଟଏହାର ଗଢିଥିଲେସଙ୍ଗୀତର ଯାହାରସ୍ରଷ୍ଟା। ନାମ ଥିଲାଏହାଛଡା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ''ଅଭିନୟ''', । ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କୁ ୨୦୦୧ରୁ ଏହି ଟ୍ରଷ୍ଟି ସ୍କଲାରସିପ ଦେଇଆସୁଛି । ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ''ବର୍ଷା''' ସହିତଭଳି ସଂଶ୍ଳିଷ୍ଟ ରହି ସେଅନେକ ଓଡ଼ିଶୀ ନୃତ୍ୟର ପ୍ରସାରସଙ୍ଗୀତ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>ଓଡିଶା ଏକ୍ସପ୍ରେସ, ସଂଚାର, ପ୍ରମେୟ,ପ୍ରସ୍ତୁତ ୨୬.୮୨୦୧୩</ref>କରିଯାଇଛନ୍ତି ସେ।
 
==ପୁରସ୍କାର ଓ ସମ୍ମାନ==
*ଡି ଲିଟ ଉପାଧୀ
** ରେଭେନ୍ସା ବିଶ୍ବାବିଦ୍ୟାଳୟ-୨୦୧୩
** ଉତ୍କଳ ବିଶ୍ବବିଦ୍ୟାଳୟ-୨୦୦୯
** ବ୍ରହ୍ମପୁର ବିଶ୍ବବିଦ୍ୟାଳୟ- ୨୦୦୬
* ପଦ୍ମଶ୍ରୀ ସମ୍ମାନ, ୨୦୧୦
* ଜୟଦେବ ସମ୍ମାନ, ୨୦୦୮
* କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୯
* ରାଜ୍ୟପାଳ ସମ୍ମାନ, ୧୯୯୫
* ସେବା ପୁରସ୍କାର, ୧୯୯୪
 
 
 
 
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି। ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>ଓଡିଶା ଏକ୍ସପ୍ରେସ, ସଂଚାର, ପ୍ରମେୟ, ୨୬.୮୨୦୧୩</ref> <ref>http://www.orissadiary.com/CurrentNews.asp?id=43489</ref> <ref>[[ଧରିତ୍ରୀ]] ଖବର କାଗଜ, ତା ୨୬-୦୮-୧୩, ପୃ. ୩</ref>
ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସ‌ହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ୧୯୭୦ ରୁ ୧୯୯୦ ମଧ୍ୟରେ ଦେଶ ବିଦେଶରେ ଏହି ଯୋଡି ବେଶ ଆଲୋଡ଼ନ ସୃଷ୍ଟି କରିପାରିଥିଲେ । ସୁରମଣିଙ୍କ କଣ୍ଠସ୍ଵରରେ ତାଳଦେଇ ଓଡିଶୀ ମୁଦ୍ରାର ସ୍ଵତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ଵର ବିଭବ [[ପୃଥିବୀ]]ବ୍ୟାପୀ ନୃତ୍ୟାଙ୍ଗନାଙ୍କ ଦ୍ଵାରା ପରିବେଷିତ ହେଉଛି,ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏହାଛଡା '''ଅଭିନୟ''', '''ବର୍ଷା''' ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି ସେ। ୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢିଥିଲେ ଯାହାର ନାମ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ' , ଯାହା ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି।୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>http://www.orissadiary.com/CurrentNews.asp?id=43489</ref> <ref>[[ଧରିତ୍ରୀ]] ଖବର କାଗଜ, ତା ୨୬-୦୮-୧୩, ପୃ. ୩</ref>
 
==ପୁରସ୍କାର ଓ ସମ୍ମାନ==
Line ୬୫ ⟶ ୫୨:
[[ଶ୍ରେଣୀ:୨୦୧୩ ମୃତ୍ୟୁ]]
[[ଶ୍ରେଣୀ:ପଦ୍ମ ଶ୍ରୀ ବିଜେତା]]
{{ଅଧାଗଢା}}