"ଡୋକରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q5269691 (translate me)
୧ କ ଧାଡ଼ି:
[[ଫାଇଲ:IMGVillage 6080lady copygrinding ants for her family.jpg|thumb|150px|ପରିବାରକୁ [[ପିମ୍ପୁଡ଼ି]] ଦେଉଥିବା ମାଆ]]
[[ଡୋକରା]] [[ଓଡ଼ିଶା]]ର ଏକ ପୁରାତନ ଲୋକ କଳା । ଏହା ପାଖାପାଖି ରାଜ୍ୟ ଯଥା [[ଛତିଶଗଡ଼]], [[ବିହାର (ରାଜ୍ୟ)|ବିହାର]] ଓ [[ପଶ୍ଚିମ ବଙ୍ଗଳା|ବଙ୍ଗଳା]]ରେ ମଧ୍ୟ କରାଯାଇଥାଏ । ଏଥିରେ [[ମାଟି]]ର ଏକ ଛାଞ୍ଚ ତିଆରି କରାଯାଇଯାଇ ତାହାକୁ [[ମହୁମାଛି]] ତିଆରି [[ମହମ]]ରେ ଭରି ଦିଆଯାଇଥାଏ । ପରେ ଗରମ ତରଳ ପିତ୍ତଳକୁ ଏହି ଛାଞ୍ଚରେ ଢାଳି ଦିଆଯାଏ ଯାହା ସେଥିରେ ଥିବା ମହମକୁ ତରଳାଇଦେଇ ଛାଞ୍ଚ ଭିତରେ ଲାଗିଯାଏ । ପରେ ଏହି ମାଟିକୁ ଧୋଇ ମହମକୁ ସଫା କରି ଘଷି ଡୋକରା କଳାକୃତି ସବୁକୁ ବାହାରକୁ ଅଣାଯାଇଥାଏ । ଏହା ଡମର ଆଦିବାସୀମାନଙ୍କ ଲୋକକଳା । ଏଯାବତ ମିଳିଥିବା ଡୋକରା କଳାକୃତି ଭିତରୁ ମହେଞ୍ଜଦାରୋରର ନାଚୁଥିବା ଏକ ଝିଅର ମୂର୍ତ୍ତୀ ସବୁଠୁ ପୁରୁଣା । ଏହା ପାଖାପାଖି ୪୦୦୦ ବର୍ଷ ତଳର ଏକ ଲୋକକଳା ।
<ref name=orissatourism>[http://www.orissatourism.gov.in/bell.html Brass & Bell Metal]. ''Dhokra casting''
"https://or.wikipedia.org/wiki/ଡୋକରା"ରୁ ଅଣାଯାଇଅଛି