"ଜଗତସିଂହପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୦ କ ଧାଡ଼ି:
* [[ଶିଶୁଅନନ୍ତ ମଠ]]
* [[ଗୋରଖନାଥ]]
* [[ମହାବୀର ପୀଠ]]
 
=== ଜନସଂଖ୍ୟା ===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref>ଅନୁସାରେ, ଜଗତସିଂହପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୧,୩୬,୬୦୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୦,୨୦,୭୧୦ ଓ ସହରାଞ୍ଚଳରେ ୧,୧୫,୮୯୪ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref> ।