"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
[[Image:South Africa-Johannesburg-Nelson Mandela Bridge001.jpg|thumb|ଜୋହାନ୍ସବର୍ଗରେ ଥିବା ନେଲସନ ମଣ୍ଡେଲା ପୋଲ]]
ଦକ୍ଷିଣ ଆଫ୍ରିକାରେ ମଣ୍ଡେଲାଙ୍କୁ "ଜାତିର ପିତା"<ref>{{cite web |url=http://www.bbc.co.uk/news/world-africa-20839504 |title=Nelson Mandela to spend Christmas in S Africa hospital |date=24 December 2012 |publisher=BBC News |accessdate=3 February 2013 |archivedate=3 February 2013 |archiveurl=http://www.webcitation.org/6EAEkVVsN |deadurl=no}}</ref> ଓ "ଗଣତନ୍ତ୍ରର ପ୍ରତିଷ୍ଠାତା"<ref>{{harvnb|Meredith|2010|p=565}}.</ref> ସହ "ଜାତୀୟ ମୁକ୍ତିଦାତା" କୁହାଯାଇଥାଏ ଓ ତାଙ୍କୁ [[ଜର୍ଜ ୱାସିଂଟନ]] ଓ [[ଆବ୍ରାହମ ଲିଙ୍କନ]] ଙ୍କ ସମ୍ମିଶ୍ରଣର ପ୍ରତିରୂପ ଗ୍ରହଣ କରାଯାଏ ।<ref>{{cite web |url=http://www.thedailybeast.com/newsweek/2009/08/27/father-disfigure.html |title=Father Disfigure |author=Fairbanks, Eve |date=26 August 2009 |work=Newsweek |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQb9p87k |deadurl=no}}</ref> ୨୦୦୪ରେ ଜୋହାନ୍ସବର୍ଗରେ ମଣ୍ଡେଲାଙ୍କୁ "ଫ୍ରିଡ଼ମ ଅଫ ଦି ସିଟି"<ref>{{cite web |url=http://www.gpg.gov.za/docs/nz/2004/nz0727.html |title=Madiba conferred freedom of Johannesburg |date=27 July 2004 |publisher=Gauteng Provincial Government |accessdate=26 October 2008|archiveurl=http://web.archive.org/web/20080621081749/http://www.gpg.gov.za/docs/nz/2004/nz0727.html|archivedate=21 June 2008}}</ref> ଦିଆଯାଇଥିଲା ଓ ସାଣ୍ଡଷ୍ଟୋନ ସ୍କୋୟାର ସପିଂ ସେଣ୍ଟରକୁ "ନେଲସନ ମଣ୍ଡେଲା ସ୍କୋୟାର" ନାମିତ କରି ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।<ref>{{cite news |url=http://www.highbeam.com/doc/1P2-16564833.html |title=S. Africa renames Sandton Square as Nelson Mandela Square |date=31 March 2004 |agency=Xinhua News Agency |accessdate=28 October 2008}}</ref> ୨୦୦୮ରେ "ଗ୍ରୂଟ ଡ୍ରାଙ୍କେନଷ୍ଟେଇନ କରେକସନାଲ ସେଣ୍ଟର"ରେ (ପୂର୍ବନାମ -କେପ ଟାଉନ ନିକଟରେ ଥିବା ଭିକ୍ଟର ଭର୍ଷ୍ଟର କାରାଗାର; ଯେଉଁଠାରେ ମଣ୍ଡେଲାଙ୍କୁ ମୁକ୍ତ କରାଯାଇଥିଲା) ମଣ୍ଡେଲାଙ୍କ ଅନ୍ୟ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।<ref>{{cite web |url=http://www.mediaclubsouthafrica.com/index.php?option=com_content&view=article&id=703:mandelastatue270808&catid=42:land_news&Itemid=110|title=Long walk immortalised in bronze |last=Stern |first=Jennifer |date=27 August 2008 |publisher=Media Club South Africa |accessdate=30 November 2009 |archivedate=14 February 2013 |archiveurl=http://www.webcitation.org/6EQY5DhSw |deadurl=no}}</ref>
[[File:Nelson Mandela painted portrait P1040890.jpg|thumb|mini|ଥିଏରୀ ଏହର୍ମାନଙ୍କ ଦ୍ୱାରା "ଆବୋଡ଼ ଅଫ କାଓସ" ମ୍ୟୁଜିୟମ, ଫ୍ରାନ୍ସରେ ନେଲସନ ମଣ୍ଡେଲାଙ୍କ ଗ୍ରାଫିଟି]]
 
ମଣ୍ଡେଲାଙ୍କୁ ମଧ୍ୟ ବହୁ ଅନ୍ତର୍ଜାତୀୟ ପୁରସ୍କାର ଓ ସ୍ୱୀକୃତି ମିଳିଛି । ୧୯୯୩ ରେ ଦେ କ୍ଲାର୍କଙ୍କ ସହିତ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ।<ref>{{cite web |url=http://nobelprize.org/nobel_prizes/peace/laureates/1993/ |title=The Nobel Peace Prize 1993|publisher=Nobelprize.org|accessdate=26 October 2008 |archivedate=14 February 2013 |archiveurl=http://www.webcitation.org/6EQa5tvzx |deadurl=no}}</ref> ନଭେମ୍ବର ୨୦୦୯ରେ "ୟୁନାଇଟେଡ଼ ନେସନ୍ସ ଜେନେରାଲ ଆସେମ୍ବଲି" ମଣ୍ଡେଲାଙ୍କ ଜନ୍ମଦିନ ଜୁଲାଇ ୧୮କୁ, ଅଣ-ଅପାର୍ଥିଡ଼ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବାରୁ; "ମଣ୍ଡେଲା ଦିବସ" ଘୋଷଣା କରିଥିଲା । ଏହି ଦିନରେ ସମସ୍ତଙ୍କୁ ଅନ୍ୟମାନଙ୍କ ପାଇଁ "୬୭ ମିନିଟ"ର କିଛି କାର୍ଯ୍ୟ କରିବାକୁ କୁହାଯାଇଥିଲା, କାରଣ ମଣ୍ଡେଲା ନିଜ ଜୀବନକାଳର ୬୭ ବର୍ଷ ଅଣ-ଅପାର୍ଥିଡ଼ ସଂଗ୍ରାମ କରିବାରେ କାଟି ଦେଇଥିଲେ ।<ref>{{harvnb|Battersby|2011|p=601}}; {{cite news
|url=http://news.bbc.co.uk/1/hi/world/africa/8353853.stm |title=UN gives backing to 'Mandela Day' |publisher=BBC News |accessdate=11 November 2009 | date=11 November 2009 |archivedate=14 February 2013 |archiveurl=http://www.webcitation.org/6EQbCaUWz |deadurl=no}}</ref>
 
ଯୁକ୍ତରାଷ୍ଟ୍ର ଆମେରିକାରୁ "ପ୍ରେସିଡ଼େନସିଆଲ ମେଡ଼ାଲ ଅଫ ଫ୍ରିଡ଼ମ"<ref>{{cite web|url=http://georgewbush-whitehouse.archives.gov/news/releases/2002/07/20020709-8.html|title=President Honors Recipients of the Presidential Medal of Freedom |date=9 July 2002 |publisher=The White House |accessdate=26 October 2008 |archivedate=14 February 2013 |archiveurl=http://www.webcitation.org/6EQa6Gnu1 |deadurl=no}}</ref>, "ଅର୍ଡ଼ର ଅଫ କାନାଡ଼ା"<ref>{{cite web |url=http://www.canadainternational.gc.ca/southafrica-afriquedusud/eyes_abroad-coupdoeil/NelsonMandelaDJ.aspx?lang=eng&view=d |title=Canada presents Nelson Mandela with the Queen Elizabeth II Diamond Jubilee medal |date=23 August 2012 |publisher=Government of Canada |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQaTXONi |deadurl=no}}</ref>, ଓ ପ୍ରଥମ ଜୀବିତ ବ୍ୟକ୍ତି ଭାବେ "କାନାଡ଼ାର ସମ୍ମାନୀୟ ନାଗରିକତ୍ୱ" ମଣ୍ଡେଲା ପାଇଛନ୍ତି ।<ref>{{cite news|url=http://www.cbc.ca/canada/story/2001/11/19/mandela_011119.html|title=Mandela to be honoured with Canadian citizenship|date=19 November 2001 |publisher=CBC News|accessdate=26 October 2008 |archivedate=14 February 2013 |archiveurl=http://www.webcitation.org/6EQa6zuKU |deadurl=no}}</ref> ସୋଭିଏତ ରାଷ୍ଟ୍ରସଂଘ ତରଫରୁ ଶେଷ "ଲେନିନ ଶାନ୍ତି ପୁରସ୍କାର"<ref name=CT12 />, ମାନବ ଅଧିକାର ସୁରକ୍ଷା ପାଇଁ ପ୍ରଥମ "ଅଲ-ଗଦ୍ଦାଫି ଇଣ୍ଟରନ୍ୟାସନାଲ ପ୍ରାଇଜ ଫର ହ୍ୟୁମାନ ରାଇଟ୍ସ"<ref name="TimeGadafiPrize">{{cite news|title=Prizes: And the Winner Is...|url=http://www.time.com/time/magazine/article/0,9171,957634,00.html|publisher=[[Time]]|date=08-05-1989|accessdate=24-10-2012}}</ref>, ୧୯୯୦ରେ ଭାରତ ସରକାରଙ୍କ ଦ୍ୱାରା "ଭାରତ ରତ୍ନ"<ref>{{cite web |url=http://www.ndtv.com/article/india/list-of-all-bharat-ratna-award-winners-81336 |title=List of all Bharat Ratna award winners |date=21 January 2011 |publisher=NDTV |accessdate=14 February 2013 |archivedate=14 February 2013 |archiveurl=http://www.webcitation.org/6EQat3ntQ |deadurl=no}}</ref>, ୧୯୯୨ରେ ପାକିସ୍ତାନ ଦ୍ୱାରା "ନିସାନ-ଏ-ପାକିସ୍ତାନ"<ref>{{Cite news | title = Mandela in Pakistan | newspaper=The Independent | publisher=Independent Print Limited | date = 3 October 1992 | url = http://www.independent.co.uk/news/world/mandela-in-pakistan-1555096.html | accessdate =7 June 2010 |archivedate=14 February 2013 |archiveurl=http://www.webcitation.org/6EQa80Py9 |deadurl=no}}</ref> ଆଦି ପୁରସ୍କାରରେ ମଣ୍ଡେଲା ସମ୍ବର୍ଦ୍ଧିତ ହୋଇଛନ୍ତି । ୧୯୯୨ରେ ତୁର୍କୀ ଦ୍ୱାରା "ଅତାତୁର୍କ ଶାନ୍ତି ପୁରସ୍କାର" ପାଇଥିଲେ ମଧ୍ୟ ସେହି ସମୟରେ ତୁର୍କୀ ମାନବ ଅଧିକାର ଉଲ୍ଲଙ୍ଗନ କରିଥିବା କାରଣ ଦର୍ଶାଇ ପୁରସ୍କାର ଗ୍ରହଣ କରି ନଥିଲେ;<ref name=ataturk>{{cite web |url=http://www.anc.org.za/ancdocs/pr/1992/pr0412a.html |title=Statement on the Ataturk Award given to Nelson Mandela |date=12 April 1992 |publisher=African National Congress |accessdate=2 January 2007 |archiveurl = http://web.archive.org/web/20061001161737/http://www.anc.org.za/ancdocs/pr/1992/pr0412a.html <!-- Bot retrieved archive --> |archivedate = 1 October 2006}}</ref> କିନ୍ତୁ ପରେ ୧୯୯୯ରେ ଗ୍ରହଣ କରିଥିଲେ ।<ref name=CT12>{{cite web |url=http://www.highbeam.com/doc/1G1-296964849.html |title=How the awards have just kept flooding in |date=18 July 2012 |work=The Cape Times |publisher={{Subscription required|via=[[HighBeam Research]]}}|accessdate=14 February 2013}}</ref> ଏଲିଜାବେଥ-୨ଙ୍କ ଦ୍ୱାରା ମଣ୍ଡେଲା "ବୈଲିଫ ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡ଼ର ଅଫ ସେଣ୍ଟ ଜନ" ଓ "ଅର୍ଡ଼ର ଅଫ ମେରିଟ" ପାଇଥିଲେ ।<ref>{{cite web |url=http://www.royal.gov.uk/output/Page1880.asp |archiveurl=http://web.archive.org/web/20050105152154/http://www.royal.gov.uk/output/Page1880.asp |archivedate=5 January 2005 |title=The Order of Merit |date = November 2002|publisher=Royal Insight |accessdate=26 October 2008}}</ref>
[[File:Nelson Mandela painted portrait P1040890.jpg|thumb|mini|ଥିଏରୀ ଏହର୍ମାନଙ୍କ ଦ୍ୱାରା "ଆବୋଡ଼ ଅଫ କାଓସ" ମ୍ୟୁଜିୟମ, ଫ୍ରାନ୍ସରେ ନେଲସନ ମଣ୍ଡେଲାଙ୍କ ଗ୍ରାଫିଟି]]
===କଳାକାରଙ୍କ ଶ୍ରଦ୍ଧାଞ୍ଜଳି===
ଅନେକ କଳକାର ମଣ୍ଡେଲାଙ୍କୁ ବହୁ ସଂଗୀତ ଉତ୍ସର୍ଗ କରିଛନ୍ତି । ସବୁଠାରୁ ଅଧିକ ଜନପ୍ରିୟ ଥିଲା ୧୯୮୩ରେ "ଦି ସ୍ପେସିଆଲ ଆକା" ଦ୍ୱାରା ରେକର୍ଡ଼ ହୋଇଥିବା "ଫ୍ରି ନେଲସନ ମଣ୍ଡେଲା" । ୧୯୮୫ରେ ଓସ୍କାର ପୁରସ୍କାର ପାଇଥିବା ଗୀତ "ଆଇ ଜଷ୍ଟ କଲଡ ଟୁ ସେ ଆଇ ଲଭ ୟୁ"କୁ ଷ୍ଟିଭି ୱଣ୍ଡର ମଣ୍ଡେଲାଙ୍କୁ ଉତ୍ସର୍ଗୀକୃତ କରିଦେଇଥିବାରୁ "ସାଉଥ ଆଫ୍ରିକାନ ବ୍ରୋଡ଼କାଷ୍ଟିଙ୍ଗ କର୍ପୋରେସନ" ୱଣ୍ଡରଙ୍କ ସଙ୍ଗୀତକୁ ଦକ୍ଷିଣ ଆଫ୍ରିକାରେ ନିଷିଦ୍ଧ ଘୋଷଣା କରିଥିଲେ ।<ref name=wonder>{{cite news |url=http://query.nytimes.com/gst/fullpage.html?res=9F00E4DD1438F934A15750C0A963948260 |title=Stevie Wonder Music Banned in South Africa |date=27 March 1985 |work=The New York Times |accessdate=26 May 2008 |archivedate=14 February 2013 |archiveurl=http://www.webcitation.org/6EQZUTA27 |deadurl=no}}</ref> ୧୯୮୫ରେ ସେନେଗାଲର କଳାକାର "ୟୁସୌ ନ’ଦୌର" ଙ୍କ ପ୍ରଥମ ଆମେରୀୟ ଆଲବମ "ନେଲସନ ମଣ୍ଡେଲା" ଥିଲା । ମଣ୍ଡେଲାଙ୍କୁ ସମ୍ମାନ ଜଣାଇ ଗୀତ ବା ଭିଡ଼ିଓ ସଂଗୀତ କରିଥିବା ଅନ୍ୟ କଳାକାର ମାନେ ହେଲେ - "ଜନି କ୍ଲେଗ",<ref>{{cite book |last=Drewett |first=Michael |coauthors=Cloonan, Martin |title=Popular Music Censorship in Africa |publisher=Ashgate Publishing |year=2006 |page=30 |isbn=0-7546-5291-2}}</ref> "ହ୍ୟୁଗ ମାସେକେଲା",<ref>{{cite book |last=Guernsey |first=Otis L. |coauthors=Sweet, Jeffrey; Kronenberger, Louis |title=The Best Plays |publisher=University of Michigan |date=21 May 2008 |page=347 |isbn=1-55783-040-1}}</ref> "ବ୍ରେଣ୍ଡା ଫାସି",<ref>{{cite web |url=http://www.guardian.co.uk/news/2004/may/11/guardianobituaries.southafrica |title=Brenda Fassie |author=Liz McGregor |date=10 May 2004 |work=The Guardian |accessdate=3 February 2013 |archivedate=3 February 2013 |archiveurl=http://www.webcitation.org/6EAGDK9il |deadurl=no}}</ref> "ବିୟଣ୍ଡ",<ref name="beyond">{{cite news |last=Lee |first=Carmen |work=Time |title=20 Years Ago Today |url=http://www.time.com/time/magazine/article/0,9171,501030623-458836,00.html |accessdate=27 May 2008 |date=16 June 2003 |archivedate=14 February 2013 |archiveurl=http://www.webcitation.org/6EQZVAldt |deadurl=no}}</ref> "ନିକେଲବ୍ୟାକ",<ref>{{cite web|url=http://top40.about.com/od/singles/gr/ifeveryonecared.htm|title=Nickelback – If Everyone Cared|last=Lamb|first=Bill|publisher=About|accessdate=23 December 2008 |archivedate=14 February 2013 |archiveurl=http://www.webcitation.org/6EQZVYfFl |deadurl=no}}</ref> "ରଫି",<ref>{{cite web |url=http://www.myhero.com/myhero/hero.asp?hero=nelsonMandela |title=Freedom Hero: Nelson Mandela |last=Trussell |first=Jeff |publisher=The My Hero Project |accessdate=23 December 2008 |archivedate=14 February 2013 |archiveurl=http://www.webcitation.org/6EQZVvE31 |deadurl=no}}</ref> ଏବଂ "ଆମ୍ପି ଡୁ ପ୍ରିଜ" ଓ "ଆବ୍ରାହମ ଡି ଭିଲିଅର୍ସ" ।<ref>{{cite web|url=http://www.abdevilliersfan.com/wordpress/about/the-music/ |title=AB de Villiers – The Fan Site |publisher=Abdevilliersfan.com |date=2 August 2010 |accessdate=3 October 2010 |archivedate=14 February 2013 |archiveurl=http://www.webcitation.org/6EQZWJ6wK |deadurl=no}}</ref>
୧୯୭

ଗୋଟି ସମ୍ପାଦନା