"ବାଲ ଠାକରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାଲ ଠାକରେ
 
ରାଜନୈତିଜ୍ଞ ଜୀବନ
୨୬ କ ଧାଡ଼ି:
}}
 
'''ବାଲ କେଶବ ଠାକରେ''' ([[Marathi language|ମରାଠୀ]]: बाळ केशव ठाकरे; {{IPA-mr|ʈʰakəɾe}}; ୨୩ ଜାନୁଆରୀ ୧୯୨୬ – ୧୭ ନଭେମ୍ବର ୨୦୧୨) ଜଣେ [[ଭାରତ|ଭାରତୀୟ]] ରାଜନୀତିଜ୍ଞ ଓ ସେ ଦ୍ଵାରା ଶିବ ସେନା ଗଠନ କରିଥିଲେ । ଜଣାଶୁଣା ଲେଖକ କେଶବ ସୀତାରାମ ଠାକରେଙ୍କର ୪ପୁତ୍ରଙ୍କ ମଧ୍ୟରେ ଦ୍ଵିତୀୟ ପୁତ୍ର ଭାବରେ ୧୯୨୬ ଜୁନ ୨୬ ରେ [[ବମ୍ବେ]]ଠାରେ ଜନ୍ମଗ୍ରହଣ କରିଥିଲେ ।
==ପରିବାର==
==ରାଜନୈତିଜ୍ଞ ଜୀବନ==
ପ୍ରଶଂସକଙ୍କ ନିକଟରେ ବମ୍ବେର [[ବାଘ]] ପରିଚିତ ବାଲ ଠାକରେ ବିଶିଷ୍ଟ କାର୍ଟୁନିଷ୍ଟ [[ଆର. କେ. ଲକ୍ଷ୍ମଣ]]ଙ୍କ ସହ ମିଶି ୧୯୫୦ର ଶେଷ ଆଡ଼କୁ ଇଂଲିଶ ଦୈନିକ '''ଫ୍ରି ପ୍ରେସ୍ ଜର୍ଣ୍ଣାଲ'''ର ଜଣେ କାର୍ଟୁନିଷ୍ଟ ଭାବେ ଜୀବନ ଆରମ୍ଭ କରିଥିଲେ । ୧୯୬୦ରେ ନିଜର କାର୍ଟୁନ ସାପ୍ତାହିକ [[ମାର୍ମିକ]] ପ୍ରକାଶନ କରି ସମାଜର ସବୁ ବର୍ଗର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । ଅଗ୍ନିବର୍ଷୀ ଭାଷଣ ଦେଉଥିବା ଠାକରେ [[ମହାରାଷ୍ଟ୍ର]]ରେ [[ଗୁଜରାଟୀ ଭାଷା|ଗୁଜରାଟୀ]] ଓ ଦକ୍ଷିଣ ଭାରତୀୟଙ୍କ ସହ ପ୍ରତିଦ୍ଵନ୍ଦିତାର ସମ୍ମୁଖୀନ ହେଉଥିବା ମରାଠୀଙ୍କୁ ମାଟିର ପୁତ୍ର ଭାବେ ଚିତ୍ରଣ କରି ସେମାନଙ୍କୁ ଚାକିରି ନିରାପତ୍ତା ଦେବାର ଏକ ପ୍ରୟାସ ଆରମ୍ଭ କରିଥିଲେ ,ଯାହାର ଫଳସ୍ଵରୂପ ୧୯୬୬ ଜୁନ ୧୯ରେ ଜନ୍ମ ନେଇଥିଲା ତାଙ୍କ ଅଭିଳଷିତ ରାଜନୈତିକ ମଞ୍ଚ [[ଶିବସେନା]] । ୧୯୮୦ ରେ ବୃହତ ମୁମ୍ବାଇ ନିଗମ ଅକ୍ତିଆର ଏବଂ ୧୯୯୫ ରେ [[ଭାରତୀୟ ଜନତା ପାର୍ଟୀ|ଭାଜପା]] ସହିତ ମିଶି ସରକାର ଗଢିବା ପରେ ଠାକରେଙ୍କ ରାଜନୈତିକ ପଟୁତା [[ଦିଲ୍ଲୀ]]କୁ ପ୍ରଭାବିତ କରିଥିଲା । ଜୀବନରେ ନିର୍ବାଚନ ଲଢି ନ ଥିବା ଠାକରେ ବହୁ ରାଜନୈତିକ ବ୍ୟକ୍ତି ଗଢି ଜଣେ ସୁସଙ୍ଗଠକ ହେବାର ଗୌରବ ଅର୍ଜନ କରିପାରିଥିଲେ । ତାଙ୍କର ସ୍ପଷ୍ଟବାଦୀ ଚିନ୍ତାଧାରା କେବଳ ନିଜ ଦଳ ଭିତରେ ସୀମିତ ନ ଥିଲା । [[ଆମେରିକା]]ର ଷ୍ଟାନ୍ଫୋର୍ଡ଼ ସ୍ଥିତ ନୃତତ୍ତ୍ଵବିତ ଟମାସ ବ୍ଲୋମ୍ ହାନସେନ୍ ଶିବସେନା ଉପରେ ଅଧ୍ୟୟନ କରି ଠାକରେଙ୍କ ବିଷୟରେ ଦେଇଥିବା ମନ୍ତବ୍ୟ ଏଠାରେ ପ୍ରଣିଧାନଯୋଗ୍ୟ । ବାଲ ଠାକରେ କେବେ ଝଳନା କରିବାକୁ ଭଲ ପାଆନ୍ତି ନାହିଁ । ସବୁଠାରୁ ବଡ଼ କଥା ହେଲା ଠାକଲେ ସର୍ବସମ୍ମୁଖରେ ମଦ୍ୟପାନ କରିବା ସହ [[ସିଗାରେଟ]] ଟାଣନ୍ତି ।
==ଆଧାର==
{{ଆଧାର}}