"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଜିଲ୍ଲାପାଳ: ଲକ୍ଷ୍ମୀନାରାୟଣ ମିଶ୍ର
ଟିକେ wikidify using AWB
୧୮ କ ଧାଡ଼ି:
| longEW = E
| coordinates_display = inline,title
|map_caption = [[ଓଡ଼ିଶା|ଓଡ଼ିଶାରେ]]ରେ ଅବସ୍ଥାନ
| named_for =
| seat_type = [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳି|ବିଧାନସଭା]]
୩୫ କ ଧାଡ଼ି:
| population_total = ୧୫,୦୬,୫୨୨
| population_as_of = ୨୦୧୧
| population_rank = [[ଓଡ଼ିଶା|ଓଡ଼ିଶାରେ]]ରେ ଦ୍ଵାଦଶ (୧୨/୩୦)
| population_density_km2 = 601
| population_urban = ୧,୮୫,୭୫୬
୮୭ କ ଧାଡ଼ି:
ଭଦ୍ରକର ବାଉଦପୁର ନାଁ ବୌଦ୍ଧରୁ ଆସିଛି। ଧାମନଗରର ମୁସଲମାନ ବସ୍ତିସ୍ଥିତ ମନ୍ତ୍ରବାସୁଳି ବୌଦ୍ଧଧର୍ମର ଅବଲୋକିତେଶ୍ୱର ବୋଲି କେହି କେହି ମତ ଦିଅନ୍ତି।<ref>ପଣ୍ଡିତ ନୀଳମଣି ମିଶ୍ର, ‘ଅଜ୍ଞାତ ଅଧ୍ୟାୟର ବୈଜ୍ଞାନିକ ବିଶ୍ଳେଷଣ : ଜୈନ ଓ ବୌଦ୍ଧ ପୀଠ’ ସାଳନ୍ଦୀ ତୀରର କୃତି ଓ ସ୍ୱୀକୃତି, ପୃଷ୍ଠା:୧୯</ref>
=== ମୋଗଲ ଓ ମରହଟ୍ଟା ପ୍ରଭାବ ===
ସେହିପରି ଜାନୁଗଞ୍ଜ [[ମରହଟ୍ଟା]] ଶାସକ [[ଜାନୋଜୀ]]ଙ୍କ ନାଁରୁ ଆସିଛି ବୋଲି କେତେକ ଗବେଷକ ମତ ଦିଅନ୍ତି।<ref name="ReferenceA">ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭</ref>
[[ମୋଗଲ]] ଓ [[ମରହଟ୍ଟା]] ଶାସକମାନେ ସେମାନଙ୍କ ଶାସନ କାଳରେ ଭଦ୍ରକରେ ଅନେକ ଜନ ହିତକର କାର୍ଯ୍ୟ କରିଥିଲେ। [[ଇନ୍ଦୋର]]ର ରାଣୀ [[ଅହଲ୍ୟାବାଈ]] [[ପୁରୀ]] ଯାତ୍ରା କରିବାବେଳେ ଗୋସେଇଁ ଶାଶୁଙ୍କ ନିମିତ୍ତ ଏକ ବଡ଼ ପୋଖରୀ ଖୋଳାଇଥିଲେ। ଏହାକୁ ରାଣୀ ତଲାୱ କୁହାଯାଉଥିଲା। ଭଦ୍ରକ ନିକଟସ୍ଥ ଏବେକାର [[ରାଣୀତାଲ]] ସେହି ରାଣୀତଲାୱରୁ ଆସିଛି।
[[ଧାମନଗର]]ରେ ମହହଟ୍ଟା ଶାସକ ଜଗୁ ପଣ୍ଡିତଙ୍କ ନାମାନୁସାରେ ଜଗୁସାଗର ପୋଖରୀ ରହିଅଛି।<ref>ଡଃ ଦ୍ୱିଜେନ୍ଦ୍ର କୁମାର ବେହେରା, ‘ଯୁଗେ ଯୁଗେ ଭଦ୍ରକ’, ସ୍ମରଣିକା ଭଦ୍ରକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ, ପୃଷ୍ଠା:୭<name="ReferenceA"/ref>
=== ହିନ୍ଦୁ ଧର୍ମ ===
[[ମିର୍ଜାପୁର]] ଓ [[ଛଡ଼ାକ]] ମହଲାରେ ରାଜା [[ପୁରୁଷୋତ୍ତମ ଦେବ]]ଙ୍କ ମନ୍ତ୍ରୀ [[ବିଦ୍ୟାଧର]] ଖୋଳାଇଥିବା ପୋଖରୀ ତାଙ୍କ ନାମାନୁସାରେ ବିଦ୍ୟାଧର ପୋଖରୀ ବୋଲି ପରିଚିତ।
୧୨୧ କ ଧାଡ଼ି:
ବିରଞ୍ଚି ନାରାୟଣ ମନ୍ଦିର ପରିସରରେ ଅଗ୍ନିପୂର୍ଣ୍ଣିମା ଦିନ ଆୟୋଜିତ [[ଗୁଣ୍ଡୁଣିଯାତ୍ରା]] ଏକ ଭିନ୍ନ ମେଳା।
=== ଭୂତକେଳି ନାଟ ===
ଭଦ୍ରକ ସହରାଞ୍ଚଳର କୁଆଁସ ନିକଟବର୍ତ୍ତୀ ବାଲିଅରଡ଼ା ଗ୍ରାମରେ ପାଳିତ ହେଉଥିବା ‘[[ଭୂତକେଳି ନାଟ]]’ [[ପୁରାଣ]] ବର୍ଣ୍ଣିତ [[କୃଷ୍ଣଲୀଳା]]ର ଆଧାରରେ ପାଳନ କରାଯାଏ। କରେ। [[ରାଧା]] ଓ [[କୃଷ୍ଣ]]ଙ୍କ ମିଳନରେ ପ୍ରତିବନ୍ଧକ ହେଉଥିବା ଶାଶୁ ଓ ନଣନ୍ଦଙ୍କୁ ଡ଼ରାଇବା ପାଇଁ କୃଷ୍ଣ ମାୟା ଭୂତ ସୃଷ୍ଟି କରିଥାନ୍ତି। ରାଧା, କୃଷ୍ଣ ଓ [[ଗୋପୀ]]ମାନଙ୍କର ପ୍ରତିମୂର୍ତ୍ତିକୁ ବିରାଟ ଶୋଭାଯାତ୍ରାରେ ଲୋକମାନେ ନେଇଥାନ୍ତି। ଜଣେ ଲୋକ ମୁଣ୍ଡରେ ଭୂତ ଚିତ୍ରିତ ହାଣ୍ଡି ରଖି [[ଢ଼ୋଲ]] [[ମହୁରୀ]]ର ତାଳେ ତାଳେ ଉଦ୍ଦଣ୍ଡ ନୃତ୍ୟ ପରିବେଷଣ କରିଥାଏ। ଏପରି ନାଟ ସମଗ୍ର ଓଡ଼ିଶାରେ ବିରଳ।<ref>ଡଃ ମନୀନ୍ଦ୍ର ମହାନ୍ତି, ସାଂସ୍କୃତିକ ନାନ୍ଦିମୁଖ : ଲୋକସଂସ୍କୃତି, ସାଳନ୍ଦୀ ତୀରର ସଂସ୍କୃତି </ref>
=== [[ମୁନି ପୂଜା]] ===
ସଂସାରତ୍ୟାଗୀ ଅଥଚ ସଂସାରର ହିତୈଷୀ ଓ ହିତାନ୍ୱେଷୀ ମୁନି ଋଷିମାନଙ୍କୁ ପୂଜା କରିବାର ନିଆରା ପରମ୍ପରା ଭଦ୍ରକର ବିଭିନ୍ନ ଗ୍ରାମାଞ୍ଚଳରେ ଅତି ପ୍ରାଚୀନ। [[ମକର ସଂକ୍ରାନ୍ତି]] ଏହାର ନିଧାର୍ଯ୍ୟ ତିଥି। ଏରେଇଁ ଗ୍ରାମ ପଞ୍ଚାୟତର କୁନ୍ତଳାଠାରେ ଏହା ମହାସମାରୋହରେ ପାଳନ କରାଯାଏ।
୧୫୮ କ ଧାଡ଼ି:
[[ପଦ୍ମପୁର]]ର ଦୃଷ୍ଟିହୀନ ପାଲାଗାୟକ ଅମର ନାୟକ, ଗୋପବନ୍ଧୁ ଦାସ, [[ରାହାଞ୍ଜ]], ଦୁଃଶାସନ ବାରିକ, ଚରମ୍ପା, ଧ୍ରୁବଚରଣ ସେନାପତି, ମଞ୍ଜୁରୀ ରୋଡ।
 
ଦାସକାଠିଆରେ ଭଦ୍ରକ ଜିଲ୍ଲାରୁ ଯେଉଁ କେତେଜଣ ପ୍ରତିଭାଶାଳୀ ନିଜ କୃତିତ୍ୱର ପରିଚୟ ଦେଇଛନ୍ତି, ସେମାନଙ୍କ ଭିତରୁ ରାଣୀତାଲର ରବୀନ୍ଦ୍ର ବାରିକ ଓ କୁରୁଆ ଗ୍ରାମରେ ଭାଗିରଥୀ ବାରିକ ଅନ୍ୟତମ।<br />
 
== ଆଶ୍ରମ ଓ ଅନୁଷ୍ଠାନ ==
୧୮୩ କ ଧାଡ଼ି:
== ମହାନ ବ୍ୟକ୍ତିବିଶେଷ ==
==== ସାଧୁସନ୍ଥ ====
* ନାମାଚାର୍ଯ୍ୟ ବୈଷ୍ଣବ [[ନଣ୍ଡା ବାବା]], ଯାହାଙ୍କ ଜୀବନ ଅନେକ ଅଲୌକିକ କିମ୍ବଦନ୍ତୀରେ ପରିପୂର୍ଣ୍ଣ। [[ପଞ୍ଚୁଟିକ୍ରି]] ଓ [[ଉଗ୍ରତରା]]ରେ ତାଙ୍କର ଦୁଇଟି ଆଶ୍ରମ ରହିଛି। ସେ [[ଶ୍ରୀଚୈତନ୍ୟ]] ଓ ପ୍ରଭୁ [[ନିତ୍ୟାନନ୍ଦ]]ଙ୍କ ସମ୍ପ୍ରଦାୟର।
* ଗୋବିନ୍ଦଦାସ ବାବାଜୀ
=== ସ୍ୱାଧୀନତା ସଂଗ୍ରାମୀ ===