"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ସଂଶୋଧନ
୩ କ ଧାଡ଼ି:
 
== ପ୍ରାରମ୍ଭିକ ଜୀବନ ==
ଇଲିଆନା [[ଇଟାଲୀ]]ର ବେରଗ୍ରାମୋରୁ ଆସିଛନ୍ତି ।<ref name="articles.timesofindia.indiatimes">{{cite news|title=Odisha is now my home: Ileana Citaristi|url=http://articles.timesofindia.indiatimes.com/2012-03-29/news-and-interviews/31254416_1_odissi-odisha-yoga|accessdate=6 November 2012|newspaper=The Times of India|date=March 29, 2012}}</ref> [[ଇଟାଲୀ]]ରେ ପାଞ୍ଚବର୍ଷ ଧରି ପାରମ୍ପାରିକ ନୃତ୍ୟକଳା ଏବଂ ପରୀକ୍ଷାମୂଳକ ଅଭିନୟ ଶିଖିବା ପରେ [[କଥକଳି]] ନୃତ୍ୟ ଶିଖିବାକୁ ମନସ୍ତ କରିଥିଲେ ।<ref name="kalinga_a">{{cite web|title=Ileana Citarista - Curriculum Vitae|url=http://www.kalinga.net/ileana/cv.htm|accessdate=6 November 2012}}</ref> [[ଓଡ଼ିଶା]] ଆସିବା ପୂର୍ବରୁ ସେ ୩ ବର୍ଷ ଧରି [[କେରଳ]]ରେ କଥକଳି ଗୁରୁ କ୍ରିଷ୍ଣନ ନାମ୍ବୁଦରୀଙ୍କ ତତ୍ତ୍ୱାବଧାନରେ ନୃତ୍ୟ ଶିକ୍ଷା କରିଥିଲେ ଏବଂ ତାଙ୍କରି ଉପଦେଶରେ [[ଓଡ଼ିଶୀ]] ଶିଖିଥିଲେ ।<ref>{{cite news|title=Ladies who love Indian rhythm|url=http://www.dailypioneer.com/vivacity/103668-ladies-who-love-indian-rhythm.html|accessdate=6 November 2012|newspaper=The Pioneer|date=23 October 2012}}</ref> ୧୯୭୯ ମସିହାରୁ ସେ [[ଓଡ଼ିଶା|ଓଡ଼ିଶାରେ]]ରେ ଅବସ୍ଥାନ କରୁଛନ୍ତି<ref name="thehindu">{{cite news|title=Finding her own idiom|url=http://www.thehindu.com/arts/dance/article2369405.ece?css=print|accessdate=6 November 2012|newspaper=The Hindu|date=August 18, 2011}}</ref> ଏବଂ "ସାଇକୋଆନାଲିସିସ ଏଣ୍ଡ ଇଷ୍ଟର୍ଣ୍ଣ ମାଇଥୋଲୋଜି" ସନ୍ଦର୍ଭରେ ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ କରିଛନ୍ତି ।<ref name="kalinga">{{cite web|title=Ileana Citaristi - Bio Data|url=http://www.kalinga.net/ileana/biodata.htm|accessdate=6 November 2012}}</ref>
 
== ନୃତ୍ୟ ଜୀବନୀ ==