"ସିଦ୍ଧାନ୍ତ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 interwiki links, now provided by Wikidata on d:q7508087 (translate me)
ଟିକେ wikidify using AWB
୧୭ କ ଧାଡ଼ି:
| Children = ସାଇ ସମର୍ଥ
}}
 
 
'''{{PAGENAME}}''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] ସିନେ ଅଭିନେତା ।
 
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
''{{PAGENAME}}'' [[ବାଲୁଗାଁ]], [[ଓଡ଼ିଶା]] ଠାରେ ୪ ମଇ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ସେ ବ୍ରହ୍ମପୁର, [[ଗଞ୍ଜାମ ଜିଲା|ଗଞ୍ଜାମ]] ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଧରଣିଧର କଲେଜ, [[କେନ୍ଦୁଝର ଜିଲା|କେନ୍ଦୁଝର]] ରୁ ବାଣିଜ୍ୟରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ୤ ଫେକଲ୍ଟି ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, [[ଦିଲ୍ଲୀ|ନୂଆଦିଲ୍ଲୀ]] ରୁ ସେ ବିଜନେସ ମ୍ୟାନେଜମେଣ୍ଟ ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଅଛନ୍ତି ୤ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ସିନେମା ଜଗତର]] ଜଣାଶୁଣା ଅଭିନେତ୍ରୀ [[ମାମା ମିଶ୍ର]] ତାଙ୍କ ଧର୍ମପତ୍ନୀ ୤
 
== ସିନେମା ଜୀବନ ==
Line ୯୩ ⟶ ୯୨:
| PLACE OF DEATH =
}}
{{DEFAULTSORT: Mahapatra, Siddhanta}}
 
[[ଶ୍ରେଣୀ:ଓଡ଼ିଆ ସିନେମା ଜଗତ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]