Content deleted Content added
|
|
}}
'''ନୀଳକଣ୍ଠ ଦାସ''' (୧୮୮୪-୧୯୬୭) [[ଭାରତ|ଭାରତର]]ର [[ଓଡ଼ିଶା]]ର [[ପୁରୀ ଜିଲା]]ର [[ସାକ୍ଷୀଗୋପାଳ]] ଠାରେ ୧୮୮୪ରେ ଜନ୍ମିତ ଜଣେ ପ୍ରକ୍ଷାତ ଲେଖକ, ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ''ପଣ୍ଡିତ ନୀଳକଣ୍ଠ ଦାସ'' ବୋଲି ମଧ୍ୟ ଡକାଯାଇଥାଏ ।
== ଶିକ୍ଷା ଓ ଜୀବନ ==
== ଭାରତର ସ୍ଵାଧିନତାରେ ଭୂମିକା ==
ସେ [[ଭାରତ|ଭାରତର]]ର ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିଦ ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref>
== ସମ୍ମାନ ==
|