"ବିଚ୍ଛନ୍ଦଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ wikidify using AWB
୧ କ ଧାଡ଼ି:
{{stub}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = ବିଚ୍ଛନ୍ଦ ଚରଣ ପଟ୍ଟନାୟକ
Line ୪୪ ⟶ ୪୩:
 
ସେ ପ୍ରାଚୀ ସମିତି ଦେଇ ପ୍ରକାଶିତ ଇଂରାଜୀ ପତ୍ରିକା ପ୍ରାଚୀର ସମ୍ପାଦନା ଭାର ବହନ କରୁଥିଲେ । ତାଙ୍କର ପ୍ରଥମ ସମ୍ପାଦକୀୟ ଖୁବ ଉନ୍ନତ ଇଂରାଜୀରେ ଲେଖା ଓ ଭାବଗର୍ଭକ ହୋଇଥିବା ଦେଖି [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]] ତାଙ୍କୁ ଜଣାଇଥିଲେ :
{{Cquote|ମୁଁ ମନେ କରିଥିଲି ଯେ ମୋ ପରି ଇଂରାଜୀରେ ଲେଖିବା ବ୍ୟକ୍ତି [[ଓଡ଼ିଶା|ଓଡ଼ିଶାରେ]]ରେ ଆଉ କେହି ଜଣେ ରହିବେ ନାହିଁ । କିନ୍ତୁ ଏବେ ବୁଝିଲି ତୁମେ ହିଁ ମୋ ସ୍ଥାନ ପୂରଣ କଲ । ମଧୁସୂଦନ ଦାସ ଆଉ କାହା ପାଖକୁ ଯାଏନାହିଁ । ସମସ୍ତେ ତା ପାଖକୁ ଆସନ୍ତି । କିନ୍ତୁ ତୁମ ଅପୂର୍ବ ପ୍ରତିଭାକୁ ସମ୍ମାନ ଜଣାଇବାକୁ ମୁଁ ଆଜି ଏ ନିୟମର ବ୍ୟତିକ୍ରମ କଲି । ତୁମେ ଯଦି ଶିଶୁ ହୋଇଥାନ୍ତ ତାହା ହେଲେ ମୁଁ ତୁମକୁ ଡାକ୍ତରଙ୍କ ଦ୍ଵାରା ଖଞ୍ଜତ୍ଵରୁ ମୁକ୍ତ କରିଥାନ୍ତି ।|25px||[[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]]}}
 
ସତ୍ୟବାଦୀର [[ବନ ବିଦ୍ୟାଳୟ]]ରେ ସେ କିଛି କାଳ ବିଦ୍ୟାଲାଭ କରିଥିଲେ । ସେହି କାଳରେ ସେ [[ଉତ୍କଳମଣି ଗୋପବନ୍ଧୁ]], [[ପଣ୍ଡିତ ଗୋଦାବରୀଶ]], [[ପଣ୍ଡିତ ନୀଳକଣ୍ଠ]], [[ଆଚାର୍ଯ୍ୟ ହରିହର]] ଆଦି ମହାମନୀଷୀଙ୍କର ଦେଇ ଦେଶ ଓ ଜାତି ପ୍ରେମ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଆଦିରେ ଅନୁପ୍ରାଣିତ ହୋଇଥିଲେ । [[ମହାତ୍ମା ଗାନ୍ଧୀ]]ଙ୍କ ଦେଇ ସଙ୍ଘଟିତ [[ଅସହଯୋଗ ଆନ୍ଦୋଳନ]]ରେ ଯୋଗ ଦେଇ ସେ ପଢ଼ା ଛାଡ଼ି ଘରକୁ ଫେରି ଆସିଥିଲେ । ତେବେ ଏହାକୁ ତାଙ୍କ ପରିବାର ଲୋକେ ନାପସନ୍ଦ କରିବାରୁ ସେ ଏହି ଆନ୍ଦୋଳନରେ ପରୋକ୍ଷ ଭାବରେ ଭାଗ ନେଇଥିଲେ ।
Line ୬୧ ⟶ ୬୦:
[[ଶ୍ରେଣୀ:ସାହିତ୍ୟିକ]]
[[ଶ୍ରେଣୀ:୧୯୬୧ ମୃତ୍ୟୁ]]
 
 
{{stub}}