"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧ କ ଧାଡ଼ି:
'''ରାଷ୍ଟ୍ରପତି''' ହେଉଛନ୍ତି [[ଭାରତ]]ର ନିର୍ବାଚନ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ। ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ର ସରକାରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର '''ଐକ୍ୟର ପ୍ରତୀକ''' ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ।
==ରାଷ୍ଟ୍ରପତି ନିର୍ବାଚନ==
ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସଂସଦ ଓ ରାଜ୍ୟ ବିଧାନସଭାର ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ '''ନିର୍ବାଚକ ମଣ୍ଡଳୀ''' ଦ୍ଵାରା '''ଆନୁପାତିକ ପ୍ରତିନିଧିତ୍ଵ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦ ଭୋଟଦାନ''' ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
 
ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ପାଇବା ବାଞ୍ଛନୀୟ ।
===ଯୋଗ୍ୟତା===
#ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥିଲେ ।
#ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇଥିବ ।
#ସେ କେନ୍ଦ୍ର ବା ରାଜ୍ୟ ସରକାର ବା ସେହି ସରକାର ଅଧୀନରେ ଥିବା କୈଣସି ସଂସ୍ଥାରେ ଲାଭଜନକ ପଦବୀରେ ଅଧୀଷ୍ଠିତ ହୋଇନଥିବେ ।
#ସେ ଜଣେ ବିକୃତ ମସ୍ତିଷ୍କ ଏବଂ ଦେବାଳିଆ ବ୍ୟକ୍ତି ହୋଇନଥିବେ ।
#ସଂସଦ ବା କୈଣସି ରାଜ୍ୟ ବିଧାନମଣ୍ଡଳର ସେ ସଦସ୍ୟ ନ ଥିବେ । ଯଦି ବା ସେ ସଦସ୍ୟ ହୋଇଥିବେ, ତେବେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେହି ସଦସ୍ୟ ପଦ ତ୍ୟାଗ କରିବେ । <ref name="facts india">{{cite web|url=http://www.facts-about-india.com/president-of-India.php|title=Eligibility for President of India|accessdate=2 May 2012}}</ref><ref>{{cite web|url=http://lawmin.nic.in/olwing/coi/coi-english/Const.Pock%202Pg. Rom8Fsss%289%29.pdf|title=Article 54 (election of president)|accessdate=2 May 2012}}</ref>
 
 
 
*ନିର୍ବାଚନ ମଣ୍ଡଳୀ :
*ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ବ୍ୟବସ୍ଥା :