"ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟପେଡ଼ି-ଅଦ୍ୟତନ
ଟିକେ →‎ଜୀବନ କାଳ: ଆଧାର
୨୭ କ ଧାଡ଼ି:
 
== ଜୀବନ କାଳ ==
ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୧୭ ଡିସେମ୍ବର ୧୮୭୦ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୫ ଅଗଷ୍ଟ ୧୮୯୨ରେ ସେ ରାଜ ସିଂହାସନ ଆରୋହଣ କରିଥିଲେ ।<ref>{{cite web |url= http://www.orissadiary.com/personality/freedom_fighter/RamachandraBhanjaDev.asp |title=Rajendra Narayan Singh Deo |first= |last= |work=orissadiary.com |quote=Accended the throne on 15th August 1892. |accessdate=18 February 2013}}</ref> ସେକାଳର ମୟୂରଭଞ୍ଜ ରାଜ୍ୟର ସର୍ବାଙ୍ଗ ଉନ୍ନତି ଓ ଜନସାଧାରଣଙ୍କ ପ୍ରଗତି ନିମନ୍ତେ ସେ ଅନେକ କାମ କରିଯାଇଛନ୍ତି । [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତଗୋପବନ୍ଧୁ ଦାସ]] ଏହାଙ୍କ ବନ୍ଧୁ ଓ ସହୋଦର ହୋଇଥିବାରୁ ଦୁହେଁ ଓଡ଼ିଶାର ଉନ୍ନତି କଳ୍ପେ ଅନେକ ଜନହିତକର କାମରେ ହାତ ଦେଇଥିଲେ । [[ଓଡ଼ିଆ ଭାଷା]], ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କ୍ଷେତ୍ରରେ ଶ୍ରୀରାମ ଚନ୍ଦ୍ର ବହୁ ଉନ୍ନତି ସାଧନ କରିଯାଇଛନ୍ତି । ତାଙ୍କ ଦେଇ ଓ ନାମରେ [[କଟକ]] ଠାରେ [[ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ|ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ]] ଗଠିତ ହୋଇଥିଲା । ସେ ନିଜ [[ରୁପସା]] ଠାରୁ [[ବାରିପଦା]] ଯାଏଁ ଏକ ନାରୋଗେଜ ରେଳପଥର ବିକାଶ କରାଇଥିଲେ । [[ହଳଦିଆ (ମୟୂରଭଞ୍ଜ)|ହଳଦିଆ]] ଓ [[ହଳଡିହ (ମୟୂରଭଞ୍ଜ)|ହଳଡିହ]]ଠାରେ ସେ ରାଜକୋଷ ପାଣ୍ଠିରୁ ୬ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଜଳ ସଂରକ୍ଷଣ ବନ୍ଧ (Water reservoir) ତିଆରି କରିଥିଲେ ।<ref>http://www.odisha.gov.in/portal/LIWPL/event_archive/Events_Archives/133MRB.pdf</ref> ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଅଛି । ନିଜ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ୪୪ରୁ ବଢ଼ାଇ ୪୦୦ କରିଥିଲେ । [[ଓଡ଼ିଆ ଭାଷା ଆନ୍ଦୋଳନ]]ରେ ସେ ଜଣେ ମୁଖ୍ୟ ପୁରୋଧା ଥିଲେ । [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]]ଙ୍କ ବଳିଷ୍ଠ ନେତୃତ୍ଵରେ ସଂଗଠିତ ଏହି ଆନ୍ଦୋଳନରେ ଯୋଗଦାନ କରି ଭାଷା ଭିତ୍ତିରେ [[ଓଡ଼ିଶା|ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠନରେ ସେ ସଚଳ ଯୋଗଦାନ କରିଥିଲେ । ୧୯୦୩ରେ ଶ୍ରୀ ରାମଶ୍ରୀରାମ ଚନ୍ଦ୍ର [[ଉତ୍କଳ ସମ୍ମିଳନୀ|ଉତ୍କଳ ସମ୍ମିଳନୀର]] ପ୍ରଥମ ଅଧିବେଶନରେ ସଭାପତିସଭାପତିତ୍ଵ ଭାବରେ ଯୋଗ ଦେଇଥିଲେକରିଥିଲେ । ଏହି ସମ୍ମିଳନୀର କଠୋର ପରିଶ୍ରମ ବଳରେ [[ଓଡ଼ିଶା ଦିବସ|୧୯୩୬ ଏପ୍ରିଲ ପହିଲା]]ରେ [[ଓଡ଼ିଶା|ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ]] ଗଠିତ ହୋଇଥିଲା ।
 
୧୨ ଫେବୃଆରୀ ୧୯୧୨ରେ ତାଙ୍କର ପରଲୋକ ହୋଇଥିଲା ।