"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
| bgcolour = #BEB
| name = ପୃଥିବୀ
| symbol = [[Fileଫାଇଲ:Earth symbol.svg|16px]]
| image = [[Fileଫାଇଲ:The Earth seen from Apollo 17.jpg|250px]]
| caption =
| apsis = helion
୩୩ କ ଧାଡ଼ି:
| surface_grav = 0.99732 g
| escape_velocity = 11.186 km/s
| single_temperature = 14 °C
| epoch = J2000.0
}}
୫୩ କ ଧାଡ଼ି:
 
== ପୃଥିବୀର ଗଠନ ==
[[Fileଫାଇଲ:Terrestrial planet size comparisons.jpg|thumb|right|ପୃଥିବୀ ଓ ଅନ୍ୟ ତିନୋଟି କଠିନ ଗ୍ରହ ବୁଧ, ଶୁକ୍ର ଓ ମଙ୍ଗଳର ତୁଳନା ।]]
 
ପୃଥିବୀ ଗୋଟିଏ କଠିନ ଗ୍ରହ ଅଟେ । ଅର୍ଥାତ୍‌ ଏହା ବୃହସ୍ପତି ପରି ଗ୍ୟାସ ପିଣ୍ଡୁଳା ନହୋଇ କଠିନ ମୃତ୍ତିକାରେ ତିଆରି । ବସ୍ତୁତ୍ୱ ଓ ବ୍ୟାସ ହିସାବରେ ଚାରିଟିଯାକ କଠିନ ଗ୍ରହ ମଧ୍ୟରୁ ଏହା ସର୍ବବୃହତ ।
 
=== ରାସାୟନିକ ସଂଗଠନ ===
ପୃଥିବୀ ମୁଖ୍ୟତଃ ଲୌହ (୩୨.୧%), ଅମ୍ଳଜାନ (୩୦.୧%), ସିଲିକନ୍‌ (୧୫.୧%), ମାଗ୍ନେସିୟମ୍‌ (୧୩.୯%), ସଲ୍‌ଫର୍‌ (୨.୯%), ନିକେଲ୍‌ (୧.୮%), କ୍ୟାଲ୍‌ସିୟମ୍‌ (୧.୫%), ଆଲୁମିନିୟମ୍‌ (୧.୪%) ଓ ଅନ୍ୟାନ୍ୟ ମୌଳିକ (୧.୨%) କୁ ନେଇ ଗଠିତ । କେନ୍ଦ୍ରାଞ୍ଚଳ ମୁଖ୍ୟତଃ ଲୌହ (୮୮.୮%), ନିକେଲ୍‌ (୫.୮%), ସଲ୍‌ଫର୍‌ (୪.୫%) ଓ ୧% ଅନ୍ୟ ମୋଳିକକୁ ନେଇ ଗଠିତ ।
 
୬୩ କ ଧାଡ଼ି:
 
=== ଆକୃତି ===
ପୃଥିବୀର ଆକୃତି କମଳା ଲେମ୍ବୁ ପରି ଚେପ୍‌ଟା । ଏହାର ମଝି ଅଂଶ ସାମାନ୍ୟ ସ୍ଫୀତ ଅଟେ । ପୃଥିବୀର ପରିଧି ପ୍ରାୟ ୪୦,୦୦୦ କିମି ଓ ବ୍ୟାସ ପ୍ରାୟ ୧୨,୭୦୦ କିମି ଅଟେ । ସମୁଦ୍ରପତନ ଠାରୁ ୮,୮୪୮ ମି ଉଚ୍ଚରେ ଥିବା ଏଭେରେଷ୍ଟ୍ ଶୃଙ୍ଗ ହେଉଛି ପୃଥିବୀର ଉଚ୍ଚତମ ସ୍ଥାନ । ମାରିଆନା ଟ୍ରେଞ୍ଚର ୧୦,୯୧୧ମି ଗଭୀରତା ହେଉଛି ପୃଥିବୀର ନିମ୍ନତମ ସ୍ଥାନ । ବିଷୁବ ଅଞ୍ଚଳରେ ସ୍ଫୀତ ହେତୁ ଇକ୍ୱେଡର୍‌ର ଚିମ୍ବୋରାଜୋ ଶୃଙ୍ଗ ହେଉଛି ପୃଥିବୀର କେନ୍ଦ୍ରଠାରୁ ଦୂରତମ ସ୍ଥାନ ।
 
=== ଆଭ୍ୟନ୍ତରୀଣ ଗଠନ ===
[[Fileଫାଇଲ:Earth-crust-cutaway-english.svg|thumb|right|ପୃଥିବୀ ଆଭ୍ୟନ୍ତରୀଣର ସ୍ତର ସମ୍ବଳିତ ଚିତ୍ର ।]]
ପୃଥିବୀର ଆଭ୍ୟନ୍ତରୀଣ ଗଠନ ଅନ୍ୟ କଠିନ ଗ୍ରହ ପରି ଅଟେ । ଏହାର ବାହ୍ୟ କଠିନ ସ୍ତରକୁ ଭୂତ୍ୱକ୍‌ କୁହାଯାଏ । ସମସ୍ତ ଜୀବ ଭୂତ୍ୱକ୍‌ ଉପରେ ବାସ କରନ୍ତି । ଏହି ସ୍ତର ତଳେ ଏକ ପତଳା ଅର୍ଦ୍ଧତରଳ ସ୍ତର ଥାଏ । ତାହାର ତଳେ ଏକ ପତଳା ତରଳ ସ୍ତର ଓ ଶେଷରେ କଠିନ ଲୌହ ଆଭ୍ୟନ୍ତରୀଣ କେନ୍ଦ୍ର ଥାଏ ।
ଭୂତ୍ୱକ୍‌ର ମୋଟେଇ ପରିବର୍ତ୍ତନଶୀଳ । ସ୍ଥଳଭାଗରେ ଏହା ୩୦-୫୦ କିମି ମୋଟା ଥାଏ । ମହାସାଗର ତଳେ କେତେକ ସ୍ଥାନରେ ଏହା ମାତ୍ର ୬ କିମି ମୋଟା ଥାଏ । ପୃଥିବୀର ଆଭ୍ୟନ୍ତରୀଣ ଅତ୍ୟନ୍ତ ଗରମ ଥାଏ ।
 
=== ଭୂଚଳନ ସ୍ତର ===
[[Fileଫାଇଲ:Plates tect2 en.svg|thumb|right|ପୃଥିବୀର ମୁଖ୍ୟ ଭୂଚଳନ ସ୍ତର ।]]
ପୃଥିବୀ ହେଉଛି ସକ୍ରିୟ ଭୂଚଳନ ସ୍ତର ଥିବା ଏକମାତ୍ର ଗ୍ରହ ।
ଭୂତ୍ୱକ୍‌, ତଳେ ଥିବା ତରଳ ଶିଳାସ୍ତର ଉପରେ ଭାସୁଥାଏ । ଭୂତ୍ୱକ୍‌ କେତେକ ଅଂଶ ବା ସ୍ତରରେ ବିଭକ୍ତ । ସ୍ତରମାନେ ଗତି କଲାବେଳେ ପରସ୍ପର ପ୍ରଭାବ ଦ୍ୱାରା ଭୂକମ୍ପ, ଆଗ୍ନେୟଗିରି, ପର୍ବତଶ୍ରେଣୀ ଆଦି ତିଆରି ହୋଇଥାଏ । ସ୍ତରମାନଙ୍କର ମିଳନସ୍ଥଳରେ ସୀମାରେଖା ଥାଏ । ନିର୍ମାଣ, ବିନାଶ ଓ ପରିବର୍ତ୍ତନ ଭାବରେ ତିନି ପ୍ରକାରର ସୀମାରେଖା ଥାଏ ।
୯୮ କ ଧାଡ଼ି:
 
=== ଜଳବାୟୁ, ପାଣିପାଗ ଓ ଜଳଚକ୍ର ===
ଉତ୍ତପ୍ତ ବାୟୁ ଉପରକୁ ଉଠେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୋଇ ପୁଣି ତଳକୁ ଖସେ । ଏହାକୁ ପରିଚଳନ ସ୍ରୋତ କୁହାଯାଏ । ଉତ୍ତପ୍ତ ଓ ଶୀତଳ ବାୟୁ ପ୍ରଭାବରେ ପାଣିପାଗ ପରିବର୍ତ୍ତନ ହୁଏ । ପୃଥିବୀର ପ୍ରାୟ ସବୁ ପାଣିପାଗ ପାଇଁ ପରିଚଳନ ବାୟୁ ଦାୟୀ । ଜଳସ୍ତର ଉତ୍ତପ୍ତ ହୋଇ ବାଷ୍ପୀଭୂତ ହୁଏ ଓ ଜଳୀୟବାଷ୍ପରେ ପରିଣତ ହୁଏ । ଜଳୀୟବାଷ୍ପ ବାୟୁମଣ୍ଡଳର ଉପରକୁ ଗତି କରେ । ଉପରକୁ ଗଲେ ଧିରେ ଧିରେ ଥଣ୍ଡା ହୁଏ । ଯଥେଷ୍ଟ ଥଣ୍ଡା ହେଲେ ଏହା ଜଳରେ ପରିବର୍ତ୍ତିତ ହୁଏ । ମେଘ ଓ ବର୍ଷାର ସୃଷ୍ଟି ଏମିତି ହୁଏ । ଏହାକୁ ଜଳଚକ୍ର କୁହାଯାଏ ।
 
== ଗତିପଥ ଓ ଆବର୍ତ୍ତନ ==
[[Fileଫାଇଲ:AxialTiltObliquity.png|thumb|right|200px|ପୃଥିବୀର ଅକ୍ଷୀୟ ଢଳନ ଓ ପରିକ୍ରମଣ ସମତଳ ସହିତ ସମ୍ପର୍କ ।]]
ପୃଥିବୀରେ ଦିନ ୨୪ ଘଣ୍ଟା ଓ ବର୍ଷ ୩୬୫ ଦିନ ହୋଇଥାଏ । ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୩୬୫.୨୪ ଦିନ ନିଏ । ବଳକା ସମୟକୁ ମିଶାଇ ୪ ବର୍ଷରେ ଥରେ ବର୍ଷକ ୩୬୬ ଦିନ କରାଯାଏ । ଏହାକୁ ଅଧିବର୍ଷ କୁହାଯାଏ । ପୃଥିବୀ ସୂର୍ଯ୍ୟଠାରୁ ହାରାହାରି ୧୫ କୋଟି କିମି ଦୂରରେ ଅବସ୍ଥିତ ଓ ୩୦ କିମି/ସେ (୬୬,୧୬୬ ମାଇଲ୍/ଘ) ରେ ସୂର୍ଯ୍ୟକୁ ପରିକ୍ରମା କରୁଛି ।
 
୧୩୬ କ ଧାଡ଼ି:
 
{{ସୌର ଜଗତ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ସୌରଜଗତ]]
Line ୧୪୨ ⟶ ୧୪୩:
 
{{Link FA|af}}
{{Link FA|ar}}
{{Link FA|bg}}
{{Link FA|da}}
{{Link FA|en}}
{{Link FA|it}}
{{Link FA|mk}}
{{Link FA|nl}}
{{Link FA|pl}}
{{Link FA|pt}}
{{Link FA|sr}}
{{Link FA|vi}}
{{Link FA|mk}}
{{Link FA|ar}}
{{Link FA|pt}}
{{Link GA|de}}
{{Link GA|is}}
Line ୧୫୯ ⟶ ୧୬୦:
{{Link GA|lv}}
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ab:Адгьыл]]
[[ace:Bumoë]]
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି