"ୟୁନେସ୍କୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding eml:UNESCO
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
| name = United Nations Educational, Scientific and Cultural Organization
| type = Specialized Agency
| acronyms = UNESCO<br />ONUÉSC
| image= UNESCO.svg
| headquarters = [[ପ୍ୟାରିସ]], [[ଫ୍ରାନ୍ସ]]
| head = [[Irina Bokova]] <br /><small>Director-General of UNESCO</small>
| status = ସଚଳ
| members = ୧୯୫
୧୭ କ ଧାଡ଼ି:
}}
୧୯୪୫ ନଭେମ୍ବର ୧୬ ରେ [[ଜାତିସଂଘ]] ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ '''ୟୁନେସ୍କୋ''' ପ୍ରତିଷ୍ଠା କରାଯାଇଥିଲା । ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ [[ବିଶ୍ଵ]]ରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଏବଂ ବିଭିନ୍ନ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରିବା ଥିଲା ଏହି ସଙ୍ଗଠନର ମୂଖ୍ୟ ଉଦ୍ଦେଶ୍ୟ । <ref name=history>{{cite web|url=http://www.unesco.org/new/en/unesco/about-us/who-we-are/history/ |title=UNESCO History |publisher=www.unesco.org |date= |accessdate=23 April 2010}}</ref>ତା'ଛଡା ସାମାଜିକ ନ୍ୟାୟ, ମାନବିକ ଅଧିକାର, ସୁରକ୍ଷା ଓ ମୌଳିକ ଅଧିକାର ପାଇଁ ମଧ୍ୟ ସଙ୍ଗଠନ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହାର ସଦସ୍ୟ ସଂଖ୍ୟ ହେଉଛି ୧୯୫ ।<ref>UNESCO’s General Conference voted on the 31st October 2011 <nowiki>''to admit Palestine as a Member State''.
However it notes that for ''its membership to take effect, Palestine must sign and ratify UNESCO’s Constitution''</nowiki>. {{cite web|url=http://www.unesco.org/new/en/media-services/single-view/news/general_conference_admits_palestine_as_unesco_member_state/|title=UNESCO » Media Services » General Conference admits Palestine as UNESCO Member State|publisher=Portal.unesco.org |date= |accessdate=31 October 2011}}</ref> ପ୍ରତ୍ୟେକ ଦେଶରେ ଏହାର ଜାତୀୟ ଓ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି । ତା'ଛଡା ସାକ୍ଷାରତା ପ୍ରଯୁକ୍ତିବିଦ୍ୟା,ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆନ୍ତର୍ଜାତୀୟ ବିଜ୍ଞାନ କାର୍ଯ୍ୟକ୍ରମ ,ଗଣମାଧ୍ୟମର ସ୍ଵାଧୀନତା ଓ ସାଂସ୍କୃତିକ ବିବିଧତାର ବିକାଶ , ସାହିତ୍ୟ କୃତିର ଅନୁବାଦ ଏବଂ ବିଶ୍ଵ ଓ ସାଂସ୍କୃତିକ କେନ୍ଦ୍ର ତଥା ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ଏହା କାର୍ଯ୍ୟ କରି ଆସୁଛି । <ref>{{cite web|url=http://www.unesco.org/new/en/unesco/about-us/who-we-are/introducing-unesco/ |title=Introducing UNESCO |publisher=Unesco.org |accessdate=2011-08-08}}</ref>
== ଇତିହାସ ==
==ଆଧାର==
{{ଆଧାର}}
== ବାହାର ତଥ୍ୟ ==
{{Commons category}}
* {{official website|http://www.unesco.org/|UNESCO.org}} Official UNESCO website
"https://or.wikipedia.org/wiki/ୟୁନେସ୍କୋ"ରୁ ଅଣାଯାଇଅଛି