"ସିମେଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୫ କ ଧାଡ଼ି:
| accessdate = 2010-12-03}} </ref>
 
== ଇଟାଲିରେ ଇତିହାସ ==
୧୪ଶ ଶତକରେ ଇଟାଲିରେ ସରୁ ସରୁ [[ସ୍ପାଗେଟି]] ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ ''ସିମେଇ (vermicelli)''କୁ ବୋଲୋନେ (Bologne) ରେ ''ଓରାଟି (orati)'', [[ଭେନିସ]]ରେ ''ମିନୁଟେଲି (minutelli)'', ରେଜିଓରେ ''ଫର୍ମିଣ୍ଟିନି (fermentini)'' ଓ "ମାନ୍ତୁଆ (Mantua)"ରେ ''ପାଙ୍କାଡେଲି (pancardelle)'' କୁହାଯାଏ<ref>[http://www.professionalpasta.it/dir_9/cron_3_1.htm Professional Pasta website]</ref>
 
== ଏସିଆରେ ଇତିହାସ ==
[[ଦକ୍ଷିଣ ଏସିଆ]]ରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା [[ଇଟାଲି]]ରେ ଖିଆଯାଉଥିବା ଭର୍ମିସେଲି ଠାରୁ ଅଲଗା । ଏହା [[ସେମୋଲିନା]]ରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡ଼ମ ଚୂନା (Durum)ରୁ <!--[[durum|durum wheat]]--> ତିଆରି । ଏଥିରୁ ତିଆରି ଖାଇବାକୁ [[ଓଡ଼ିଆ]]ରେ ସିମେଇ/ସେମିଆ, [[ହିନ୍ଦୀ]] ଓ [[ଉର୍ଦ୍ଦୁ]]ରେ ସେବାଇ କୁହାୟାଏ । [[ଗୁଜୁରାଟୀ ଭାଷା|ଗୁଜୁରାଟୀ]]ରେ "ସେଓ", [[କନ୍ନଡ଼ ଭାଷା|କନ୍ନଡ଼]]ରେ "ସାବିଗେ" କୁହାଯାଇଥାଏ ।
 
== ରନ୍ଧା ଖାଦ୍ୟ ==
* ସିମେଇ [[ଖିରି]]: ଏହ ଏକ ପ୍ରକାର [[ଖିରି]] ଯାହା ସିମେଇରେ ଚିନି, [[କେଶର]], [[କିସମିସ]] ଆଦି ପକାଇ ତିଆରି କରାଯାଇଥାଏ ।
* ସିମେଇ/ସେମିଆ [[ଖେଚେଡ଼ି]]/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
 
== ଦ୍ରଷ୍ଟବ୍ୟ ==
{{reflist}}
 
"https://or.wikipedia.org/wiki/ସିମେଇ"ରୁ ଅଣାଯାଇଅଛି