"ମୁକ୍ତି (କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding tl:Moksha
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୭ କ ଧାଡ଼ି:
}}
 
'''ମୁକ୍ତି''', ''୧୯୭୭'' ମସିହାରେ ନିର୍ମିତ ଏକ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହା [[ବ୍ୟୋମକେଶ ତ୍ରିପାଠୀ]]ଙ୍କ ନିର୍ଦ୍ଦେଶନାରେ, ମମତା ପ୍ରଡ଼କ୍ସନର ମୁକ୍ତିଲାଭ କରିଥିଲା ।
 
== ଅଭିନୟରେ ==
[[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର 'ମୁକ୍ତି'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
* [[ସୁଜାତା ଆନନ୍ଦ]]
୪୬ କ ଧାଡ଼ି:
* [[ତ୍ରିଭୁବନ]]
 
== ଗୀତ ==
ଏଥିରେ ଗୀତିକାର ଶିବବ୍ରତ ଦାସ, [[ପ୍ରଫୁଲ୍ଲ କର]] ଓ ବଳଦେବ ରଥଙ୍କ ରଚିତ ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର [[ପ୍ରଫୁଲ୍ଲ କର]] । 'ମୁକ୍ତି'ର ଗୀତଗୁଡ଼ିକରେ [[ସିକନ୍ଦର ଆଲାମ]], ବାଣୀ ଜୟରାମ, ସୁଧା ଓ [[ରଘୁନାଥ ପାଣିଗ୍ରାହୀ]] ପ୍ରମୁଖ କଣ୍ଠଦାନ କରିଥିଲେ ।
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* {{imdb title|1404055}}