"ଭାଲେଣ୍ଟିନା ତେରେସ୍କୋଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୭ କ ଧାଡ଼ି:
| awards = {{Hero of the Soviet Union}} [[ଫାଇଲ:Orden of Honour.png|40 px|link=Order of Honour (Russian Federation)]] [[ଫାଇଲ:Orden of Friendship.png|40 px|link=Order of Friendship]]
}}
'''ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା''' (ଜନ୍ମ : ୬ ମାର୍ଚ୍ଚ ୧୯୩୭ )ଜଣେ ଋଷୀୟ ମହିଳ ମହାକାଶଚାରୀ।୧୯୬୩ ଜୁନ ୧୬ ତାରିଖରେ ଋଷୀୟ ମହିଳ ଭାଲେଣ୍ଟିନା ଭ୍ଲାଡି ମିରୋଭନା ତେରେସ୍କୋଭା [[ଭୋସ୍ତକ-୬]] ମହାକାଶ ଯାନ ଯୋଗେ ଅନ୍ତରୀକ୍ଷକୁ ଯାତ୍ରାକରି ଇତିହାସ ରଚିଥିଲେ।ପୃଥିବୀର ପ୍ରଥମ ମହିଳା ମହାକାଶଚାରୀ ଭାବେ ଅଖ୍ୟାୟିତ ଭାଲେଣ୍ଟିନାଙ୍କ ମହାକାଶ ଯାତ୍ରା ଥିଲା ୩ ଦିନର।ସେ ମୋଟ ୨ଦିନ, ୨୩ ଘଣ୍ଟା, ୧୨ ମିନିଟ ମହାକାଶରେ ଅତିବାହିତ କରିଥିଲେ।୧୯୩୭ ମାର୍ଚ୍ଚରେ ଜନ୍ମିତ ଭାଲେଣ୍ଟିନା ମହାକାଶ ଅଭିଯାନ ଯିବାର ଅନେକ ପୂର୍ବରୁ ଟେକ୍ସଟାଇଲ ଫ୍ୟାକ୍ଟ୍ରି ଆସେମ୍ଲି କର୍ମଚାରୀ ଭାବେ କାମ କରୁଥିଲେ।ତେବେ ସଫଳ ମହାକାଶ ଯାନ ପରେ ବହୁ ଉଚ୍ଚ ପଦବିରେ ନିଯୁକ୍ତ ହେଇଥିଲେ।<ref>http://www.astronautix.com/astros/terhkova.htm</ref>
== ଆଧାର ==
{{ଆଧାର}}
{{ମୁଣ୍ଡିଆ}}