"ବିଷ୍ଣୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୪୮ କ ଧାଡ଼ି:
p. 4</ref>
 
ପୁରାଣଭାରତୀ ଅନୁସାରେ ବିଷ୍ଣୁଙ୍କର ଦଶଟି ଅବତାର ରହିଛି। ନଅଟି ଅବତାର ସେ ନେଇ ସାରିଛନ୍ତି ଓ ଭବିଷ୍ୟତରେ ଆଉ ଗୋଟିଏ ଅବତାର ନେବେ। କଳି ଯୁଗରେ ଏହି ଅବତାରଙ୍କର ନାମ ହେବ କଳ୍କୀ । [[ଭଗବତ ଗୀତା]] ଅନୁସାରେ ଏହି ଅବତାରମାନଙ୍କ ଅବତରଣର ଉଦ୍ଦେଶ୍ୟ ହେଉଛି ଧର୍ମର ରକ୍ଷା ଓ ଅଧର୍ମର ନାଶ। <ref>[http://www.vedabase.net/bg/4/7/en1 Bhagavad Gita 4.7] "...at that time I descend Myself"</ref> ଦୁଷ୍ଟ ଶକ୍ତିର ମୂଳପୋଛ, ସାଧୁମାନଙ୍କର ସୁରକ୍ଷା ତଥା ପତିତମାନଙ୍କର ଉଦ୍ଧାର।
 
ହିନ୍ଦୁମାନେ ତ୍ରିମୂର୍ତ୍ତି ଭାବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ପୂଜା କରିଥାନ୍ତି। ଏମାନେ ହେଉଛନ୍ତି ଯଥାକ୍ରମେ ସୃଷ୍ଟି, ପାଳନ ଓ ସଂହାରର ଦେବତା। <ref>For quotation defining the trimurti see Matchett, Freda. "The {{IAST|Purāṇas}}", in: Flood (2003), p. 139.</ref><ref>For the Trimurti system having Brahma as the creator, Vishnu as the maintainer or preserver, and Shiva as the transformer or destroyer see: Zimmer (1972) p. 124.</ref> ଏହି ତିନି ଦେବଙ୍କୁ ହିନ୍ଦୁମାନେ ତ୍ରିଦେବ ଓ <ref>For definition of trimurti as "the unified form" of Brahmā, {{IAST|Viṣṇu}} and Śiva and use of the phrase "the Hindu triad" see: Apte, p. 485.</ref> ତ୍ରିନାଥ ବୋଲି ମଧ୍ୟ କହିଥାନ୍ତି।<ref>For the term "Great Trinity" in relation to the Trimurti see: Jansen, p. 83.</ref> ଭାଗବତ ପୁରାଣ ଓ ବୈଷ୍ଣବମାନଙ୍କ ଦୃଷ୍ଟିକୋଣରୁ ଏଇ ତିନି ଦେବଙ୍କ ଭିତରେ ବିଷ୍ଣୁ ହେଉଛନ୍ତି ଭକ୍ତ ବତ୍ସଳ। <ref>{{cite web|url=http://vedabase.net/sb/1/2/23/en |title=Srimad Bhagavatam Canto 1 Chapter 2 Verse 23 |publisher=Vedabase.net |date= |accessdate=2011-11-30}}</ref>
{{clear}}
==ବିଷ୍ଣୁଙ୍କ ଷୋଡ଼ଶ ନାମ<ref>{{cite web |url= http://devotionalonly.com/vishnu-shodasa-nama-sthrotram/ |title=Vishnu Shodasa Nama Sthrotram |first= |last= |work=devotionalonly.com |year=2012 |quote= Vishnu Shodasa Nama Sthrotram |accessdate=28 September 2012}}</ref>==
୭୩ କ ଧାଡ଼ି:
{{div col end}}
 
== ଆଧାର ==
{{ଆଧାର|2}}
 
== ଅଧିକ ତଥ୍ୟ ==
{{commons}}
* [http://www.1stholistic.com/prayer/hindu/hol_hindu-vishnu.htm Vishnu, the god of Preservation, by Dr. C.P.Ramaswami Aiyar]
"https://or.wikipedia.org/wiki/ବିଷ୍ଣୁ"ରୁ ଅଣାଯାଇଅଛି