"ବାଜି ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଂଶୋଧନ
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
'''ବାଜି ରାଉତ''' (ଜନ୍ମ ୧୯୨୫) [[ଓଡ଼ିଶା]]ର [[ଢେଙ୍କାନାଳ ଜିଲ୍ଲା]]ର ନୀଳକଣ୍ଠପୁର ଗାଆଁରେ ଜନ୍ମିତ <ref>{{cite web |url= http://www.ghadar.in/gjh_html/?q=content/baji-raut-youngest-martyr-india |title=Baji Raut: The Youngest Martyr of India |first= |last=|work=ghadar.in |quote=Baji Raut, the light of liberty, was born in 1925 in the Village of Nilakanthapur in Dhenkanal. |accessdate=6 November 2012}}</ref>ଜଣେ ମହାନ ସ୍ଵାଧୀନତା ସଂଗ୍ରାମୀ ଓ କନିଷ୍ଠତମ ଶହୀଦ ।<ref>{{cite web |url= http://dhenkanal.nic.in/freedom.htm |title=Freedom Fighters |first= |last= |work=dhenkanal.nic.in |quote=He is the youngest Freedom Fighter of the Country. |accessdate=6 November 2012}}</ref>
 
== ପରିବାର ==
ତାଙ୍କର ବାପା "ହରି ରାଉତ"ଙ୍କୁ ସେ ବାଲ୍ୟକାଳରୁ ହରାଇଥିଲେ । ପିତୃହୀନ ବାଜିଙ୍କୁ ତାଙ୍କ ମାଆଙ୍କ ଅତ୍ୟନ୍ତ କଷ୍ଟରେ ପ୍ରତିପାଳନ କରିଥିଲେ । ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବ ମାନଙ୍କ ଉପରେ ଅତ୍ୟାଚାର କରୁଥିବାର ସେ ଅନୁଭବ କରିଥିଲେ । ପରେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ (ବୀର ବୈଷ୍ଣବ ନାଆଁରେ ଜଣାଶୁଣା) ଯେତେବେଳେ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ ସେତେବେଳେ ବାଜି ସେହି କୋମଳ ବୟସରେ ସେଥିରେ ଯୋଗ ଦେଇଥିଲେ ।
 
ସେ ଇଂରେଜ ମାନଙ୍କୁ ଡଙ୍ଗାରେ ନଦୀ ପାରିକରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ଦେଇଥିଲେ ।
 
== ତାଙ୍କ ଉପରେ କବିତା ==
ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କବି [[ସଚି ରାଉତରା]] ତାଙ୍କ ସ୍ମୃତିରେ "ବାଜି ରାଉତ" ନାଆଁରେ ଏକ କବିତା ଲେଖିଥିଲେ ଯାହା ତାଙ୍କର ଦେଶ ଓ ଜାତି ପାଇଁ ବଳିଦାନକୁ ମନେପକାଇଥାଏ ।
{{Rquote|left|ନୁହେଁ ବନ୍ଧୁ ନୁହେଁ ଏହା ଚିତା </br>ଏ ଦେଶ ତିମିର ତଳେ ଏ ଅଲିଭା ସଳିତା|(କବିତା: ବାଜି ରାଉତ) ସଚି ରାଉତରା}}
{{clear}}
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://orissamatters.com/2005/10/06/baji-raut-the-youngest-martyr-of-india/ BAJI RAUT: THE YOUNGEST MARTYR OF INDIA]
 
[[ଶ୍ରେଣୀ:ଭାରତର ସ୍ଵାଧୀନତା ସଂଗ୍ରାମୀ]]