"କବିସୂର୍ଯ୍ୟ ବଳଦେବ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୬ କ ଧାଡ଼ି:
'''ବଳଦେବ ରଥ''' (''କବିସୂର୍ଯ୍ୟ ବଳଦେବ ରଥ'' ନାମରେ ଜଣା) (ଜନ୍ମ ୧୭୮୯, [[ବଡ଼ଖେମୁଣ୍ଡି ଗଡ଼]], [[ଗଞ୍ଜାମ ଜିଲ୍ଲା]] ) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସାହିତ୍ୟ|ରୀତି ଯୁଗ]]ର କବି । ସେ କବି ଭାବରେ ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୁ ଆଦିର ରଚନା କରି ସ୍ଵରସଂଯୋଜନା କରିଥିଲେ । ସେ ୧୮୫୪ ମସିହାରେ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
 
== ଜୀବନକାଳ ==
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ [[ପୁରୀ ଜିଲ୍ଲା]]ର ମଣିପୁର ଶାସନରୁ ଆସି [[ବଡ଼ଖେମୁଣ୍ଡି ଗଡ଼]]ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ [[ଓଡ଼ିଶା]]ର [[ଗଞ୍ଜାମ ଜିଲ୍ଲା]]ର [[ବଡ଼ଖେମୁଣ୍ଡି ଗଡ଼]]ରେ ଜନ୍ମ ନେଇଥିଲ ।<ref>[http://orissadiary.com/personality/poet/Kabi%20Surya%20Baladeba%20Rath.asp Kabi Surya Baladeba Rath]</ref> ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ଦର୍ଶନ ଉଦ୍ଦେଶ୍ୟରେ [[ପୁରୀ]] ଯାଇ ସେ ଆପଣାର କବିପ୍ରତିଭା ଲାଗି [[ପୁରୀ]]ର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>
 
== ରଚନାବଳୀ ==
=== କବିତା ===
* ଚନ୍ଦ୍ରକଳା
* କାହାକୁ କହିବା
୨୭ କ ଧାଡ଼ି:
* କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ
* ହାସ୍ୟକଲ୍ଲୋଳ
== ଚମ୍ପୂ ==
* ରତ୍ନାକର ଚମ୍ପୂ
* [[କିଶୋରଚନ୍ଦ୍ରାନନ୍ଦ ଚମ୍ପୂ]]
 
== ଆଧାର ==
{{ଆଧାର}}
== ବାହାର ଲିଙ୍କ ==
 
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]]