"ପୃଥିବୀ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ରୋବଟ୍‌: ପ୍ରସାଧନ ବଦଳ
ଟିକେ (r2.7.2+) (Robot: Adding lv:Zemes diena)
ଟିକେ (ରୋବଟ୍‌: ପ୍ରସାଧନ ବଦଳ)
ପ୍ରତିବର୍ଷ [[ଅପ୍ରେଲ]][[ମାସ]] ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ ଡେ ଭାବେ ପାଳନ କରାଯାଇଥାଏ । ୧୯୭୦ ମସିହାରେ ପ୍ରଥମେ ଆର୍ଥ ଡେ ପାଳନ କରାଯାଇଥିଲା । ପରିବେଶବିତ୍ ତଥା [[ଆମେରିକା]]ର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ଵର ୧୭୫ଟି ଦେଶରେ ଆର୍ଥ ଡେ ପାଳିତ ହେଉଛି ।
 
== ଆଧାର ==
{{ଆଧାର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
୧୨,୮୯୭

ଗୋଟି ସମ୍ପାଦନା