"ଧଉଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ରୋବଟ୍‌: ପ୍ରସାଧନ ବଦଳ
୩ କ ଧାଡ଼ି:
'''ଧଉଳି''' ପାହାଡ଼ ଦୟା ନଇ କୂଳରେ ଅଛି । ଏହା ରାଜଧାନୀ ''[[ଭୁବନେଶ୍ୱର]]'' ଠାରୁ ୮ କିମି ଦୁରରେ ଅଛି । ଏହି ପାହାଡର ପଥର ଉପରେ [[ଓଡ଼ିଆ ଭାଷା]]ରେ ଅଶୋକଙ୍କ ଶିଳାଲେଖ ଅଛି । ଏହା ହେଉଛି ସେହି ଜାଗା ଯେଉଁଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ।
 
== ଇତିହାସ ==
ଏଠାରେ ଥିବା ୬କ ଶିଳାଲେଖରେ [[ଅଶୋକ]] ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି । ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି ତାହା ଅନେକ ଦିନ ଆଗରୁ ତିଆରି କରାଯାଇଥିବା [[ଓଡ଼ିଶା]]ର ବୌଦ୍ଧ କୀର୍ତ୍ତି । ଏହାର ବିଶେଷତା ହେଉଛି, ଏହି ହାତୀ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କୁ ହିଁ ସୂଚାଏ । ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କ ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟଦେଖାଇଥିଲା ବୋଲି ବିଶ୍ଵାସ କରାଯାଏ । ତେବେ ଏହା ଏବେ ବି ସବୁ ଗବେଷକ ମାନଙ୍କ ଦେଇ ଗ୍ରହଣ କରାଯାଇନାହିଁ, କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ନ୍ତି ।
<ref>[http://www.indiavideo.org/text/maurya-dynasty-kalinga-war-ashoka-49.php କଳିଙ୍ଗ ଯୁଦ୍ଧ ଓ ଅଶୋକଙ୍କ ଉପରେ ତାହାର ପ୍ରଭାବ]</ref>
୧୧ କ ଧାଡ଼ି:
[[ଫାଇଲ:Santi Stupa 3.JPG|thumb|250px|right| ଶାନ୍ତି ସ୍ତୁପ, ଧଉଳିଗିରି ]]
ଏକଦା ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ଵାକ୍ଷର ବହନ କରିଥିଲା । ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା । [[ଅଶୋକ]]ଙ୍କ ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡରେ ପ୍ରିୟଦର୍ଶୀ ରାଜତ୍ଵର ମୂକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତୀକୁ [[ମହାଭାରତ]] ସମୟର ଅଶ୍ଵତ୍ଥାମା ହସ୍ତୀ ନାମରେ ଓ ପାହାଡ଼ଟି କୁ ଅଶ୍ଵତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି । ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା [[କୁନ୍ତୀ]]ଙ୍କ ସହ [[ପାଣ୍ଡବ|ପଞ୍ଚୁପାଣ୍ଡବ]] ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୁହ କୁ [[ପାଣ୍ଡବ|ପଞ୍ଚୁପାଣ୍ଡବ]] ଗୁମ୍ଫା ନାମରେ ନାମିତ କରାଯାଇଛି ।
[[ଫାଇଲ:Santi Stupa 4.jpg|thumb|250px|right| [[ଗୌତମ ବୁଦ୍ଧ|ବୁଦ୍ଧ]] ମୁର୍ତ୍ତି, ଶାନ୍ତି ସ୍ତୁପ, ଧଉଳିଗିରି ]]
 
== ଓଡ଼ିଶାରେ ଥିବା ଅନ୍ୟ ବୌଦ୍ଧ କୀର୍ତ୍ତି ==
# [[ବୌଦ୍ଧ ଜିଲ୍ଲା]]ରେ ଅନେକ ଜାଗାରେ ବୌଦ୍ଧ କୀର୍ତ୍ତିମାନ ଅଛି, ବିଶ୍ଵାସ କରାଯାଏ ଯେ [[ଗୌତମ ବୁଦ୍ଧ|ବୁଦ୍ଧ]]ଙ୍କ ନାଆଁରୁ [[ବୌଦ୍ଧ ଜିଲ୍ଲା|ବୌଦ୍ଧ]]/ବଉଦ ଏହି ଜିଲ୍ଲା ର ନାଆଁ ଦିଆଯାଇଛି ।
# [[ଖଣ୍ଡଗିରି]], [[ଭୁବନେଶ୍ୱର]]
# [[ଉଦୟଗିରି]], [[ଭୁବନେଶ୍ୱର]]
୨୧ କ ଧାଡ଼ି:
# [[ଜଉଗଡ଼]], [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]ରେ ଥିବା ଅଶୋକଙ୍କ ଶିଳାଲେଖ
 
== ବୌଦ୍ଧ ଧର୍ମ ଶ୍ରେଣୀବିଭାଗ ==
* ଥେରବାଦ
* ମହାଯାନ
୨୭ କ ଧାଡ଼ି:
* ସହଜଯାନ
 
== ଟୀକା ==
{{ଆଧାର}}
 
== ବାହାର ଲିଙ୍କ ==
* [http://www.dhauli.net/ ଧଉଳି, ଓଡ଼ିଶା]
 
"https://or.wikipedia.org/wiki/ଧଉଳି"ରୁ ଅଣାଯାଇଅଛି