"ଦୀନକୃଷ୍ଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 115.253.139.79 (ଆଲୋଚନା) ଙ୍କ ଦେଇ କରାଯାଇଥିବା 109777 ସଙ୍କଳନଟି ପଛକୁ ଫେରାଇନିଆଗଲା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୧୮ କ ଧାଡ଼ି:
'''ଦୀନକୃଷ୍ଣ ଦାସ''' [[ବାଲେଶ୍ଵର ଜିଲା]] ଅନ୍ତର୍ଗତ [[ଜଳେଶ୍ଵର]] ଠାରେ ଜନ୍ମିତ ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଭକ୍ତି [[କବି]] ।
 
== ଜୀବନ ==
ଭକ୍ତକବି ଦୀନକୃଷ୍ଣ ଦାସ [[ଓଡ଼ିଶା]]ର ବାଲେଶ୍ଵର ଜିଲା ଅନ୍ତର୍ଗତ ଜଳେଶ୍ଵର ଠାରେ ଜନ୍ମ ହୋଇଥିଲେ । ତାଙ୍କ ଜୀବନର ଅନେକ ଭାଗ [[ପୁରୀ]]ଠାରେ [[ଜଗନ୍ନାଥ ମନ୍ଦିର]] ଓ ଅନ୍ୟାନ୍ୟ ମଠମାନଙ୍କରେ କଟିଥିଲା ।
 
== ସାହିତ୍ୟ କୃତି ==
''ରସ କଲ୍ଲୋଳ'' ତାଙ୍କର ଏକ ପ୍ରସିଦ୍ଧ ସାହିତ୍ୟ କୃତି ଯେଉଁଥିରେ [[ହଋ]] ଓ [[ରାଧା]]ଙ୍କର ପ୍ରେମ କାହାଣୀ ବର୍ଣିତ । [[ଓଡ଼ିଆ ସାହିତ୍ୟ]]ର ମଧ୍ୟଯୁଗରେ ତାହାଙ୍କର ରଚନାବଳୀ ପୁରାଣ, ଶାସ୍ତ୍ରୀୟ ପରମ୍ପରା ଓ ନାନାଦି ଭକ୍ତି ଭାବ ଭରା ଲେଖାରେ ଭରା ।
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
* [http://www.orissadiary.com/personality/poet/DEENAKRUSHNA_DAS%20.asp orissadiaryରେ ଦୀନକୃଷ୍ଣ ଦାସ]
 
{{ଓଡ଼ିଆ ସାହିତ୍ୟ}}