"କୋଳି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Harald Halti (ଆଲୋଚନା | ଅବଦାନ) No edit summary |
ଟିକେ ରୋବଟ୍: ପ୍ରସାଧନ ବଦଳ |
||
୩ କ ଧାଡ଼ି:
ଆକାରରେ ସାନ କେତେକ ଫଳକୁ କୋଳି କୁହାଯାଏ। ଅଧିକାଂଶ କୋଳି ଗଛ ଜଙ୍ଗଲୀ ଗୁଳ୍ମ ଜାତୀୟ ଓ ଏହାକୁ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଏ ନାହିଁ। ଅଧିକାଂଶ କୋଳି ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ସମ୍ପନ୍ନ ସୁସ୍ୱାଦୁ ଓ ପୁଷ୍ଟିକର ହୋଇଥିଲେ ବି କେତେକ କୋଳି ମାନବ ଆହାର୍ଯ୍ୟ ନୁହେଁ।
== କୋଳି ଓ ଓଡ଼ିଶାର ପରମ୍ପରା ==
ପୁରାଣ ଯୁଗରେ ଶବରୀ ବଣରୁ ତୋଳି ଆଣିଥିବା ନାନାଜାତିର ସୁସ୍ୱାଦୁ କୋଳିଗୁଡ଼ିକୁ ଚାଖି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ
ଖରାବେଳେ ଘରୁ ଛପି ଛପି ବାହାରିଯାଇ ବାଡ଼ିରେ କୋଳି ତୋଳିବା ପ୍ରାୟ ପ୍ରତିଟି ପଲ୍ଲୀ ଶିଶୁ କିଶୋର ଜୀବନରେ ଏକ ଅଭୁଲା ସ୍ମୃତି। ଏପରିକି ପିଲାମାନଙ୍କ ପଢ଼ା ବହିରେ ମଧ୍ୟ କବିତାଟିଏ ରହିଛି – ‘‘ଆସରେ ପିଲାଏ ବଣକୁ ଯିବା, କୋଳି ତୋଳିବା, ବାଘ ଆସିଲେ ଡ଼ରିବା ନାହିଁ।’’
== କେତେକ କୋଳିର ପରିଚୟ ==
ନିମ୍ନରେ କେତେକ କୋଳିର ସଂକ୍ଷିପ୍ତ ପରିଚୟ ଦିଆଗଲା ।
{| class="wikitable sortable"
୨୩୮ କ ଧାଡ଼ି:
|}
== କୋଳିର ବର୍ତ୍ତମାନ ସ୍ଥିତି ==
ବରକୋଳି ଓ ଜାମୁକୋଳିକୁ ଛାଡ଼ିଦେଲେ ପ୍ରାୟ ସବୁପ୍ରକାରର କୋଳି ଆଜି ଦୁର୍ଲଭ ହୋଇ ପଡ଼ିଥିଲେ ମଧ୍ୟ ଓଡ଼ିଶାର ତଇଲା ଅଞ୍ଚଳ ଏବେ ବି
== ଲୁପ୍ତପ୍ରାୟ କୋଳିର ସୁରକ୍ଷା ==
ଏହାର ସୁରକ୍ଷାପାଇଁ ଭୁବନେଶ୍ୱର ଜାଗମରାସ୍ଥ ସୃଜନିକା ତରଫରୁ ପରିବେଶବିତ୍ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ପ୍ରକାରର କୋଳିର ସଂରକ୍ଷଣ ସମ୍ବନ୍ଧରେ ପ୍ରଥମ ପଦକ୍ଷେପ ନିଆଯାଇଅଛି। ଏଠାରେ ବରକୋଳି, ନରକୋଳି, ତୁତକୋଳି, ନିରେଇଶ କୋଳି, ଫାର୍ସା କୋଳି, ବଉଳ କୋଳି, ବେତ କୋଳି, କଣ୍ଟେଇ କୋଳି, ଖଣ୍ଡ କୋଳି, ଅଁଳା କୋଳି, ଜାମୁ କୋଳି ପରି କେତେକ କୋଳିର ଗଛ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ରୋପଣ କରାଯାଇଛି। ସନ ୧୯୮୦ର ତାଙ୍କର ଏଇ ସ୍ୱପ୍ନ ତାଙ୍କ ଚେଷ୍ଟାରେ ପଂଜିକୃତ ହୋଇଥିଲା ସନ ୧୯୮୭ରେ ଓ ୧୯୯୧ରେ ଏଥିପାଇଁ ନିର୍ଦ୍ଦିଷ୍ଟ ଅଂଚଳର ଅଭିବୃଦ୍ଧି କରାଯାଇଥିଲା।
== ଆଧାର ==
{{ଆଧାର}}
== ଆହୁରି ପଢ଼ନ୍ତୁ ==
ସଚିତ୍ର ବିଜୟା, ଜୁନ୍ ୨୦୦୨ ସଂଖ୍ୟା
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
|