"କନ୍ୟାକୁମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding ms:Kanniyakumari
ଟିକେ ରୋବଟ୍‌: ପ୍ରସାଧନ ବଦଳ
୫୦ କ ଧାଡ଼ି:
}}
 
[[ଭାରତ]]ର ଦକ୍ଷିଣଭାଗରେ ଥିବା [[ତାମିଲନାଡୁ]] ରାଜ୍ୟରେ କନ୍ୟାକୁମାରୀ ଅବସ୍ଥିତ l ବିଷେଶକରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ଥର ମନୋରମ ଦୂଶ୍ୟପାଇଁ ଏହି ସ୍ଥାନଟି ବେଶ ଲୋକପ୍ରିୟ l ତା ଛଡା କନ୍ୟାକୁମାରୀ ଠାରେହିଁ ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବ ସାଗର ଏକତ୍ର ହୋଇଥିବାରୁ ଏଠାକାର ପରିବେଶ ବେଶ ଆକର୍ଷଣୀୟ l
 
କେପ କାମୋରିନ [[ତାମିଳାକମ]]ର ଦକ୍ଷିଣଭାଗ ଥିଲା । <ref>V. Kanakasabhai. [http://books.google.com/books?hl=en&lr=&id=VuvshP5_hg8C&oi=fnd&pg=PA1&dq=Tamilakam&ots=doaJ5A3of1&sig=ySkrE4rnDTHyTXKWL0wGDpXxQzk#PPA10,M1 The Tamils Eighteen Hundred Years Ago]. Asian Educational Services. 1997. ISBN 81-206-0150-5. ପୃ.ସ. 10</ref>
୫୭ କ ଧାଡ଼ି:
 
== ପର୍ଯ୍ୟଟନସ୍ଥଳୀ ==
* '''କନ୍ୟାକୁମାରୀ ମନ୍ଦିର ''': ସମୁଦ୍ରକୂଳରେ ଥିବା କୁମାରୀ ଅମାନ୍ ମନ୍ଦିର ହେଉଛି କନ୍ୟାକୁମାରୀର ସବୁଠାରୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ l ଏଠାରେ ପୂଜାପାଇଥାନ୍ତି କନ୍ୟାକୁମାରୀ ଦେବୀ l
 
* '''ଥିରୁଭାଲୁଭାର୍ ଷ୍ଟାଚ୍ୟୁ ''': କନ୍ୟାକୁମାରୀର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ଥିରୁଭାଲୁଭାର୍ ଷ୍ଟାଚ୍ୟୁ l ଉକ୍ତ ଷ୍ଟାଚ୍ୟୁର ଉଚତା ହେଉଚି ୧୩୩ ଫୁଟ ଏବଂ ଓଜନ ପ୍ରାୟ ୭୦୦୦ ଟନରୁ ଅଧିକ ହେବ l କୁହାଯାଏ ଏହାକୁ ନିର୍ମାଣ ପାଇଁ ୫୦୦ରୁ ଅଧିକ ଶ୍ରମିକ ଲାଗିଥିଲେ l ସମୁଦ୍ରର ନିଳରାଶି ଭିତରେ ଥିବା ଏହି ଷ୍ଟାଚ୍ୟୁର ସୌନ୍ଦର୍ଯ୍ୟ ବେଶ ମନଲୋଭା l
 
* '''ପଦ୍ମନାଭପୁରମ୍ ପ୍ରାସାଦ ''': ବିଶ୍ଵରେଥିବା ଦଶଟି ପ୍ରମୂଖ ପ୍ରାସାଦ ମଧ୍ୟରୁ ପଦ୍ମନାଭପୁରମ୍ ପ୍ରାସାଦ ହେଉଛି ଅନ୍ୟତମ l ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପ୍ରାସାଦଟିର ନିର୍ମାଣ ସମ୍ପୂର୍ଣ୍ଣଭାବେ କାଠରେ ହୋଇଛି l
 
* ଏହାଛଡା କନ୍ୟାକୁମାରୀର ଥିରୁପାରାସ୍ପୁ, କୋଟାଲାମ୍ ଆଦି ଜଳପ୍ରପାଦ,ସୂବ୍ରମଣ୍ୟମ ମନ୍ଦିର,ଭାଟ୍ଟାକୋଟାଇ ଦୂର୍ଗ ବେଶ ଆକର୍ଷଣୀୟ l
[[ଫାଇଲ:Kanyakumari1.JPG|thumb|କନ୍ୟାକୁମାରୀ ସମୁଦ୍ରକୂଳ]]
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{commons category}}
* [http://www.kanyakumari.tn.nic.in/ Kanyakumari District Government Portal]