"ରତ୍ନଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬୧ କ ଧାଡ଼ି:
}}
{{BuddhasHolySites}}
'''ରତ୍ନଗିରି''' [[ବୌଦ୍ଧ ବାଦ]]ର ମୂଳ ବିହାର [[ମହାବିହାର]]ର ଏକ ପ୍ରଧାନ ଭାଗ ଥିଲା । ଏହା [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ର [[ବ୍ରାହ୍ମଣୀ ନଦୀ|ବ୍ରାହ୍ମଣୀ]] ଓ [[ବିରୂପ ନଦୀ|ବିରୂପା]] ନଦୀର ଉପତ୍ୟକାରେ ଅବସ୍ଥିତ । ଏହା [[ଲଳିତଗିରି]] ଓ [[ଉଦୟଗିରି]] ସହିତ [[ପୁଷ୍ପଗିରି ବିଶ୍ଵବିଦ୍ୟାଳୟ]]ର ଏକ ଅଂଶ ।
 
== ଇତିହାସ ==
୬ଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ [[ଗୁପ୍ତ ସମ,ରାଜ୍ୟ|ଗୁପ୍ତ]] ନରପତି ନରସିଂହ ବଳାଦିତ୍ୟଙ୍କର ଶାସନ କାଳରେ ରତ୍ନଗିରି ପ୍ରତିଷ୍ଠା ହୋଇ ୧୨ଶ ଶତାବ୍ଦୀ ଯାଏଁ ଚରମ ଉନ୍ନତିର ପୁରୋଭାଗରେ ପହଞ୍ଚିଥିଲା । ତିବତର ଇତିହାସର ପାଗ ସାମ ଜନ ଜାଙ୍ଗ ଅନୁସାରେ ରତ୍ନଗିରି ୧୦ମ ଶତକର [[କାଳଚକ୍ରତନ୍ତ୍ର]]ର ଉନ୍ନତିର ଏକ ପ୍ରଧାନ ଭାଗ ଥିଲା ଯାହା ସେକାଳରେ ଅନେକ ଗୁଡ଼ିଏ [[ସ୍ତୂପ]], ଧାତବ ଅନୁଶାସନ <!--plaques--> ଓ ଅନ୍ୟାନ୍ୟ [[କାଳଚକ୍ର]]ର ସଂକେତ ଥିବା କୀର୍ତ୍ତିରାଜିର ଆବିଷ୍କାର ହୋଇଥିବାର ପ୍ରମାଣ ଦେଇଥାଏ ।<ref>Also see [http://asi.nic.in/asi_exca_imp_orissa.asp].</ref>
 
== ଗଠନ ଶୈଳୀ ==
ସନ ୧୯୫୮ ଓ ୧୯୬୧ରେ ଏକ ବଡ ଧରଣର ଖନନ କରାଯାଇଥିଲା <ref> ଏହି ଖନନର ଫଳାଫଳ [[Archaeological Survey of India|ଏ.ଏସ.ଆଇ.]]ଙ୍କ ଦ୍ଵାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)</ref>, ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା [[Gupta Empire|ଗୁପ୍ତ ଯୁଗ]]ର ଥିଲା । '''ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ''' ନାଆଁରେ ଥିବା ସେତେବେଲର ମୁଦ୍ରା ଏହାକୁ ଚିହ୍ନିବାରେ ସାହାଯ୍ୟ କରିଥାଏ ।
 
ଅଧୁନା ସେଠାରେ ଏକ ମୂର୍ତ୍ତିସମୁହ [[ତାରା (ବୌଦ୍ଧ)|ତାରା]], [[ଅବଲୋକିତେଶ୍ଵର]], [[ଅପରାଜିତା]] ଓ [[ହରିତି]] ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
 
== ପ୍ରତ୍ନତାତ୍ତ୍ଵିକ ବିଶେଷତା ==
<!--A large-scale excavation was conducted at the site between 1958 and 1961<ref>The report of these excavations was published by the [[Archaeological Survey of India|A.S.I.]] Mitra (1981 and 1983)</ref>, uncovering much of what is known today. The main stupa dates to the 9th century AD and was likely built on the site of an earlier, [[Gupta Empire|Gupta]]-era stupa. Seals were found bearing the legend "Sri Ratnagiri Mahavihariya Aryabikshu Sanghasya," which helped identify it. Prominent, well-persevered standing statues of the [[bodhisattva]]s [[Vajrapani]] and [[Padmapani]] can be found in niches in a [[portico]]. Monastery No. 2 features a central paved courtyard flanked by a pillared veranda around which are eighteen cells, a central shrine featuring an image of Shakyamuni in varada mudra flanked by Brahma and Sakra, and elaborately ornamented entrance porticos.-->
 
୭୮ କ ଧାଡ଼ି:
<!--A museum now located on the site displays statuary featuring [[Tara (Buddhism)|Tara]], [[Avalokiteshvara]], [[Aparajita]], and [[Hariti]] have also been found, all in prototypical of Gupta style.--ଐତିହାସିକ କୀର୍ତି ମାନଙ୍କ୍ ମଧ୍ଯରେ ଏହା ଅନ୍ଯତମ-->
 
== ପାଦଟୀକା ==
{{ଆଧାର}}
 
== ଆଧାର ==
* Mitra, Debala (1981 and 1983) ''Ratnagiri (1958-61)'', Vol. I (1981) & Vol. II (1983), published as SI. No. 80 of the [[Archaeological Survey of India|A.S.I.]]'s "Memoirs of the Archaeological Survey of India" [http://asi.nic.in/asi_publ_memoirs.asp]
* " Magnificent samples of Buddhist architecture", Brindha, G. ''The Hindu'', Friday, Aug 29,2003<sup>[http://www.hinduonnet.com/thehindu/fr/2003/08/29/stories/2003082901741000.htm]</sup>
* ''Iconography of the Buddhist Sculpture of Orissa'', Donaldson, Thomas Eugene. Abhinav Publications: 2001. ISBN 81-7017-375-2
 
== ଅଧିକ ତଥ୍ୟ ==
* [http://www.flickr.com/photos/nbg90455/sets/72157623748395202/detail/ Photos of Ratnagiri]
 
{{Buddhism topics}}
{{ଯାଜପୁର ଜିଲ୍ଲା}}
 
[[ଶ୍ରେଣୀ:ଓଡ଼ିଶା ଇତିହାସ]]
[[ଶ୍ରେଣୀ:୬ଷ୍ଠ ଶତାବ୍ଦୀର ନିର୍ମାଣ]]
"https://or.wikipedia.org/wiki/ରତ୍ନଗିରି"ରୁ ଅଣାଯାଇଅଛି