"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଔଷଧ ଚିକିତ୍ସା: ଆହୁରି ଦେଖନ୍ତୁ
ଟିକେ ବନାନ
୧୫ କ ଧାଡ଼ି:
|
}}
 
== ଜ୍ଵର କହିଲେ କ'ଣ ବୁଝାଏ ? ==
ଆମ ଦେହରେ ହାତ ମାରିଲେ ତାହା ସବୁବେଳେ ସାମାନ୍ୟ ଉଷୁମ ଲାଗିଥାଏ । ଏହାର କାରଣ ହେଲା ଦେହର ଏକ ନିର୍ଦ୍ଦିଷ୍ଟ [[ତାପମାତ୍ରା]] ରହିଥାଏ । ପ୍ରତି ମୁହୂର୍ତ୍ତରେ ଦେହ ଭିତରେ ଯେଉଁ କ୍ରିୟା ପ୍ରକ୍ରିୟାସବୁ ସଂପାଦିତ ହେଉଛି, ତାର ପ୍ରଭାବରୁ କିଛିଟା ତାପ ଉତ୍ପନ୍ନ ହୋଇଥାଏ ଓ ସେଇଥିପାଇଁ ଦେହ ଉଷୁମ ଲାଗେ । ତେବେ ଏହା ଏକ ନିର୍ଦ୍ଦିଷ୍ଟ ମାପର ହୋଇଥାଏ ଓ ତାହା ହେଉଛି ୯୮.୪ ଡିଗ୍ରୀ [[ଫାରେନହିଟ]] ବା ୩୭ ଡିଗ୍ରୀ [[ସେଲସିଅସ]] । ଆମ ଚାରିପାଖର ତାପମାତ୍ରା ଯେତେ ବଢ଼ିଲେ ବା କମିଲେ ମଧ୍ୟ ଦେହର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହୁଏନାହିଁ, କାରଣ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମସ୍ତିଷ୍କରେ ଏକ ତାପ ନିୟନ୍ତ୍ରଣ କେନ୍ଦ୍ର ରହିଛି । ଯେତେବେଳେ ଏହି କେନ୍ଦ୍ର ଉତ୍ତେଜିତ ହୋଇଯାଏ, ଦେହର ତାପମାତ୍ରା ବଢ଼ିଯାଏ । ଦେହର ତାପମାତ୍ରା ଅଧିକ ହୋଇଗଲେ ଯେଉଁ ଅବସ୍ଥା ହୁଏ, ତାକୁ ହିଁ ଜ୍ଵର ବୋଲି କୁହାଯାଏ।କୁହାଯାଏ ।
 
== ପ୍ରକୃତରେ ଜ୍ଵର ହୁଏ କାହିଁକି ? ==
ଜ୍ଵର ହେଉଛି ଆମ ଦେହର ଏକ ପ୍ରାକୃତିକ ପ୍ରତିକ୍ଷେପ କ୍ରିୟା । ପ୍ରାଚୀନ ଆୟୁର୍ବେଦ ବିଶାରଦ ଚରକ ଜ୍ଵରକୁ କ୍ରୋଧ ସହିତ ତୁଳନା କରିଛ ନ୍ତିକରିଛନ୍ତି । ସାଧାରଣ ଅବସ୍ଥାରେ ଆମକୁ ଯଦି କେହି ଅପମାନ ଦିଏ କିମ୍ବା ଆମ ଉପରେ ଆକ୍ରମଣ କରେ, ତା'ହେଲେ ହଠାତ ଆମେ ପ୍ରତିକ୍ରିୟା ପ୍ରକାଶ କରି ଅପମାନର ପ୍ରତିଶୋଧ ନେଉ କିମ୍ବା ଆକ୍ରମଣର ପ୍ରତି ଆକ୍ରମଣ କରୁ । ଠିକ ସେମିତି ଆମ ଦେହ ଭିତରେ କୌଣସି ରୋଗ ସୃଷ୍ଟି ହେବାପାଇଁ କିଛି ନା କିଛି ବାହ୍ୟ ଶକ୍ତି ଦରକାର । ଏହି ବାହ୍ୟ ଅଣୁଜୀବ (ବୀଜାଣୁ ଶକ୍ତି ବା ଭୂତାଣୁ ଆଦି) ହୋଇପାରେ କିମ୍ବା ଅନ୍ୟ କିଛି ବିଷାକ୍ତ ରାସାୟନିକ ପଦାର୍ଥ ମଧ୍ୟ ହୋଇପାରେ । କୌଣସି କାରଣରୁ ଏହି ବାହ୍ୟ ଶକ୍ତି ଆମ ଶରୀର ଭିତରେ ପ୍ରବେଶ କଲେ ଆମ ଶରୀରର ପ୍ରତିରକ୍ଷାକାରୀ ଶକ୍ତି ସେହି ବାହ୍ୟ ଶକ୍ତିକୁ ତଡ଼ିଦେବା ନିମନ୍ତେ ନିଜର ପ୍ରତିକ୍ରିୟା ଦେଖାଇ ସେମାନଙ୍କ ସହିତ ସଂଘର୍ଷ କରେ। ବାହ୍ୟ ଶକ୍ତି ସହିତ ଶରୀରର ଜୈବିକ ଶକ୍ତିର ଏହି ପ୍ରତିକ୍ରିୟା ବା ସଂଘର୍ଷ ଫଳରେ ଦେହ ଭିତରେ ଏକ ବିଷାକ୍ତ ଉପାଦାନ ସୃଷ୍ଟି ହୋଇଥାଏ, ଯାହାର ନାଁ ହେଉଛି "ପାଇରୋଜେନ" ଏହି ଉପାଦାନଟି ମସ୍ତିଷ୍କର ତାପକେନ୍ଦ୍ରକୁ ଉତ୍ତେଜିତ କରେ ଓ ଦେହର ତାପମାତ୍ରା ବଢ଼ିଯାଏ।ବଢ଼ିଯାଏ । ସେତିକିବେଳେ ଆମକୁ ଜ୍ଵର ହୁଏ।ହୁଏ । ସେଇଥିପାଇଁ ଜ୍ଵରକୁ ଡାକ୍ତରୀ ଭାଷାରେ "ପାଇରେକସିଆ" ବୋଲି କୁହାଯାଏ।କୁହାଯାଏ । ଏହି ସଂଘର୍ଷରେ ବାହ୍ୟ ଶକ୍ତି ପରାଜିତ ହେଲେ ସେହି ପ୍ରାଥମିକ ଜ୍ଵର ଅବସ୍ଥାରୁ ହିଁ ରୋଗ ଆଉ ନବଢ଼ି ଭଲ ହୋଇଯାଏ।ହୋଇଯାଏ । କିନ୍ତୁ ଦେହର ପ୍ରତିରକ୍ଷା ଶକ୍ତି ପରାଜିତ ହେଲେ ବାହ୍ୟ ଶକ୍ତି ସକ୍ରିୟ ହୋଇଥାଏ ଓ ରୋଗ ଉତ୍କଟ ରୂପ ନିଏ।ନିଏ ।
 
== ଜ୍ଵର କ'ଣ ଏକ ରୋଗ ? ==
ସମସ୍ତଙ୍କ ରସମସ୍ତଙ୍କର ଧାରଣା ଯେ ଜ୍ଵର ଗୋଟିଏ ରୋଗ।ରୋଗ । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ।ନୁହେଁ । ଜ୍ଵର ହେଉଛି କୌଣସି ରୋଗର ଲକ୍ଷଣ ମାତ୍ର। ସାମାନ୍ୟ ଥଣ୍ଡା, ସର୍ଦ୍ଦି ଠାରୁ ଆରମ୍ଭ କରି [[ନିମୋନିଆ]], [[ଯକ୍ଷ୍ମା]], [[ଟାଇଫ ଏଡଟାଇଫଏଡ]], [[ମ୍ୟାଲେରିଆ]], [[ବାତଜ୍ଵର]], [[ମିଳିମିଳା]], [[ହାଡ଼ଫୁଟି]], [[ତରଳଝାଡ଼ା]], [[କ୍ୟାନସର]], [[ପୋଲିଓ]], [[ଏଡସ]]ପରି ପ୍ରାୟ ପ୍ରତ୍ୟେକ ରୋଗରେ ଜ୍ଵର ହୋଇଥାଏ।ହୋଇଥାଏ । ତେବେ ପ୍ରତ୍ୟେକ ରୋଗ ପାଇଁ ଜ୍ଵରର ରୂପ ଭିନ୍ନ ଭିନ୍ନ ହୋଇଥାଏ।ହୋଇଥାଏ । ତେଣୁ ଜ୍ଵରକୁ ଏକ ରୋଗ ବୋଲି ଭାବି ସାଧାରଣ ଭାବରେ ତା'ର ଚିକିତ୍ସା କରି ମୂଳ ରୋଗ ପ୍ରତି ଧ୍ୟାନ ନଦେଲେ ଜ୍ଵର ତ ଭଲ ହୁଏନାହିଁ, ବରଂ ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଳ ରୋଗଟି ବଢ଼ିଚାଲେ।ବଢ଼ିଚାଲେ ।
 
== ଦେହରେ ଜ୍ଵର ଅଛି ବୋଲି ଜାଣିବେ କେମିତି ? ==
ଆଗରୁ କୁହାଯାଇଛି, ଦେହର ତାପମାତ୍ରା ବଢ଼ିଗଲେ ଜ୍ଵର ହୋଇଛି ବୋଲି ଜଣାପଡେ଼।ଜଣାପଡେ଼ । ସାଧାରଣତଃ ହାତ ପାପୁଲିର ପଛପଟ ଦ୍ଵାରା କପାଳ, ବେକ, ଗାଲ, ପିଠି କିମ୍ବା ପେଟକୁ ଛୁଇଁ ଦେହରେ ତାତି ଅଛି କି ନା ତାହା ଜାଣି ହୋଇଯାଏ। ତେବେ ପ୍ରକୃତରେ ଦେହର ତାପମାତ୍ରା କେତେ ଅଛି ତାହା ଠିକ ଭାବରେ ଜାଣିବା ପାଇଁ ଏକ ଯନ୍ତ୍ର ବ୍ୟବହାର କରାଯାଏ।କରାଯାଏ । ଏହି ଯନ୍ତ୍ରର ନା ହେଉଛି "ଜ୍ଵର ତାପମାନ ଯନ୍ତ୍ର' ବା "କ୍ଲିନିକାଲ ଥର୍ମୋମିଟର। ଜ୍ଵର ମାପିବା ପାଇଁ ଦୁଇ ପ୍ରକାର ମାନକ ବିଶିଷ୍ଟ ତାପମାନ ଯନ୍ତ୍ର ବ୍ୟବହୃତ ହୋଇଥାଏ।ହୋଇଥାଏ । ଗୋଟିଏ ହେଲା "ଫ।ରେନହିଟ" ମାନକ ଓ ଅନ୍ୟଟି ହେଲା "ସେଣ୍ଟିଗେ୍ରଡସେଣ୍ଟିଗ୍ରେଡ଼" ବା "ସେଲସିୟସ" ମାନକ। ତେବେ ଜ୍ଵର ମାପିବା ପାଇଁ ଫାରେନହିଟ ମାନକ ହିଁ ବହୁଳ ଭାବରେ ବ୍ୟବହୃତ ହୋଇଥାଏ। ରୋଗୀର ଜିଭତଳେ, କାଖ ଖୋଲରେ, ଜଙ୍ଘ ସନ୍ଧିରେ ଅଥବା ମଳଦ୍ଵାର ଭିତରେ ତାପମାନ ଯନ୍ତ୍ରକୁ ରଖି ଦେହର ତାପମାତ୍ରା ନିର୍ଣ୍ଣୟ କରାଯାଏ।କରାଯାଏ ।
== ଜ୍ଵରର ପ୍ରକାର ଭେଦ ==
ଦୁଇଟି ବିଷୟକୁ ଆଖି ଆଗରେ ରଖି ଜ୍ଵରର ପ୍ରକାରଭେଦ କରାଯାଇଥାଏ। ଗୋଟିଏ ହେଲା ତାପମାତ୍ରାର ପରିମାଣ ଓ ଅନ୍ୟଟି ହେଲା ଜ୍ଵରର ପ୍ରକୃତି।<br />
୪୮ କ ଧାଡ଼ି:
#ଯେଉଁ ଜ୍ଵରରେ ଦେହର ତାପମାତ୍ରା ଦିନକ ଭିତରେ ଦେଢ଼ ଡିଗ୍ରୀ ଫାରେନହଟ ଭିତେର କମ ବେଶୀ ହୁଏ, ତାକୁ "ଅବିରାମ ଜ୍ଵର" ବୋଲି କୁହାଯାଏ । [[ଟାଇଫଏଡ]] ଓ [[ନିମୋନିଆ]] ପରି ରୋଗରେ ଏହି ଜ୍ଵର ହୋଇଥାଏ ।
#ଯେଉଁ ଜ୍ଵରରେ ଦିନ ଭିତରେ ଦେହର ତାପମାତ୍ରା ଦେଢ଼ ଡିଗ୍ରୀରୁ ଅଧିକ କମ ବେଶୀ ହୁଏ, ତାହାକୁ "ସ୍ଵଳ୍ପ ବିରାମ ଜ୍ଵର" ବୋଲି କୁହାଯାଏ।
# ଆଉ କେତେକ ଜ୍ଵର ଅଛି, ଯେଉଁଥିରେ ଜ୍ଵର ଦିନେ ଭିତରେ କିଛି ଘଣ୍ଟା ପାଇଁ ଛାଡ଼ିଯାଇ ଦେହର ତାପମାତ୍ରା ସାଧାରଣ ହୋଇଯାଏ ତା'ପରେ ପୁଣି ଜ୍ଵର ଆସେ। ଏହି ପ୍ରକାର ଜ୍ଵରକୁ "ସବିରାମ ଜ୍ଵର" ବୋଲି କୁହାଯାଏ । [[ମ୍ୟାଲେରିଆ]] ଓ [[ବାତଜ୍ଵର]] ପରି ରୋଗରେ ଏହି ପ୍ରକାର ଜ୍ଵର ହୁଏ । ଦିନରେ ଏକ ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଦିନେ ଦୁଇଦିନ ଛଡ଼ାରେ ଆସୁଥିବାରୁ ଏହାକୁ "ପାଳିଜ୍ଵର" ବୋଲି ମଧ୍ୟ କୁହାଯାଏ । ପାଳି ଅନୁସାରେ ମଧ୍ୟ ଏହାର ବିଭିନ୍ନ ନାମକରଣ କରାଯାଇଥାଏ । ଜ୍ଵର ପ୍ରତିଦିନ ଆସୁଥିଲେ ତାକୁ "କେ୍ଵାଟିଡିଆନ" ଜ୍ଵର ବୋଲି କୁହାଯାଏ । ସେହିପରି ଦିନେ ଛଡ଼ା ଦିନେ ଅନ୍ତରରେ ଆସୁଥିଲେ "ଟର୍ସିଆନ" ଓ ଚାରିଦିନରେ ଥରେ ଆସୁଥିଲେ "କ୍ଵାର୍ଟାନ" ଜ୍ଵର ବୋଲି କୁହାଯାଏ।କୁହାଯାଏ ।
#ଯେଉଁ ଜ୍ଵର କୌଣସି ନିୟମ କାନୁନ ମାନେ ନାହିଁ, ତାକୁ "ଅନିୟମିତ ଜ୍ଵର" ବୋଲି କୁହାଯାଏ ।
== ଜ୍ଵର ହେଲେ କ'ଣ ହୁଏ ? ==
ଜ୍ଵର ହେଲେ ଦେହ ତାତିବାତ ଏକ ସାଧାରଣ କଥା। ତା'ଛଡ଼ା ଏଥିରେ [[ମୁଣ୍ଡବ୍ୟଥା]] ହୁଏ, ଦେହ ହାତ ଘୋଳା ବିନ୍ଧା କରେ ଓ ଦରଜ ହୋଇଯାଏ । ଶୀତ, କଂପ ଆଦି ହୁଏ । ଜ୍ଵର ଛାଡ଼ିଗଲା ପରେ ଦେହରୁ [[ଝାଳ]] ବାହାରେ । ଦେହ ଅଳସୁଆ ଲାଗେ । କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ । ସବୁବେଳେ ଶୋଇ ରହିବାକୁ ଇଚ୍ଛା ହୁଏ।ହୁଏ । ଭୋକ କମି ଯାଏ। ଖାଇବାକୁରୁଚି ଆସେନାହିଁ।ଆସେନାହିଁ । ବେଳେବେଳେ ଅଇ, ବାନ୍ତି ମଧ୍ୟ ହୁଏ।ହୁଏ । ସର୍ଦ୍ଦି, ଥଣ୍ଡା ହୋଇଥିଲେ ନାକରୁ ପାଣିଗଡେ଼, [[ଛିଙ୍କ]] ହୁଏ।ହୁଏ । କାଶ ବି ହୋଇପାରେ।ହୋଇପାରେ । ଏସବୁ ବ୍ୟତୀତ ଯେଉଁ ରୋଗ ପାଇଁ ଜ୍ଵର ହୋଇଥାଏ, ସେହି ରୋଗର ନିର୍ଦ୍ଦିଷ୍ଟ ଲକ୍ଷଣ ସବୁ ମଧ୍ୟ ପ୍ରକାଶ ପାଇ ଥାଏ । ଜ୍ଵର ଅଧିକ ହୋଇଗଲେ ବାତ ମାରେ । ପିଲାମାନଙ୍କ ଠାରେ ଜ୍ଵର ହୋଇ ବାତ ମାରିଲେ ତାକୁ "ପିହୁଳା ମାରିବା" ବୋଲି କୁହାଯାଏ । ଅତି ସାଙ୍ଘାତିକ ଜ୍ଵରରେ ରୋଗୀ ବେହୋସ ମଧ୍ୟ ହୋଇଯାଇପାରେ।ହୋଇଯାଇପାରେ ।
== କ'ଣ କରିବେ ? ==
ଜ୍ଵରର ପ୍ରାଥମିକ ଚିକିତ୍ସା ଅତି ସହଜ।ସହଜ । ଦେହରେ ବଢ଼ି ଯାଇଥିବା ତାପମାତ୍ରାକୁ ସ୍ଵାଭାବିକ ଅବସ୍ଥାକୁ ଆଣିବା ହେଉଛି ଜ୍ଵର ଚିକିତ୍ସାର ମୂଳ ଲକ୍ଷ୍ୟ।ଲକ୍ଷ୍ୟ । ତେଣୁ ଘରେ କାହାକୁ ଜ୍ଵର ହେଲେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହୋଇ ନିମ୍ନଲିଖିତ ଚିକିତ୍ସା ପ୍ରଣାଳୀ ଅନୁସରଣ କରିବା ଉଚିତ।ଉଚିତ ।
==== ପ୍ରାଥମିକ ପ୍ରତିବିଧାନ ====
*ରୋଗୀ ଦେହରେ ଥିବା ଲୁଗାପଟାକୁ ପତଳା କରି ଦିଅନ୍ତୁ ବା କାଢ଼ି ଦିଅନ୍ତୁ । ଛୋଟପିଲା ହୋଇଥିଲେ ତାକୁ ସଂପୂର୍ଣ୍ଣ ଲଙ୍ଗଳା କରିଦିଅନ୍ତୁ ।
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି