"ନୃସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Spelling mistake
ଟିକେ 49.203.230.122 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ MKarଙ୍କ ଦେଇ କରାଯାଇଥିବା ଶେଷ ...
୧ କ ଧାଡ଼ି:
{{ଛୋଟ|Narasimha}}
ନୃସିଂହ ବିଷ୍ଣୁଙ୍କର ଦଶ ଅବତାର ଭିତରୁ ଚତୁର୍ଥ ଅବତାର ।
{{Hdeity infobox| <!--Wikipedia:WikiProject Hindu mythology-->
ସେ ସର୍ବତ୍ର ବିଦ୍ୟମାନ ।ସେ ଚକ୍ର ଓ ଗଦା ଧାରଣ କରନ୍ତି ।
Image =Narasimha oil colour.jpg
'''ନରସିଂହ''' ବା '''ନୃସିଂହ''' ହେଉଛନ୍ତି ଏକାଧାରରେ ନର ଓ ସିଂହ । ଶ୍ରୀମଦ୍ଭାଗବତ, ସ୍କନ୍ଧ ପୁରାଣ ଏବଂ ଗୀତ ଗୋବିନ୍ଦ ରେ ବର୍ଣ୍ଣିତ ଦଶ ଅବତାର ଭିତରୁ ସତ୍ୟ ଯୁଗୀୟ ଚତୁର୍ଥ ଅବତାର ହେଲେ ନରସିଂହ । ନିଜ ଭକ୍ତ ପ୍ରହ୍ଲାଦ ର ମାନ ରକ୍ଷା କରିବାକୁ, ଭକ୍ତର ବଚନ "ଭଗବାନ ସବୁ ଜାଗାରେ ଅଛନ୍ତି"କୁ ସତ୍ୟ ପ୍ରମାଣିତ କରିବାକୁ ଓ ଦୁଷ୍ଟ ଅସୁର ହିରଣ୍ୟକଶିପୁର ବଧ କରିବାକୁ ଭୀଷଣକାୟ ନୃସିଂହ ରୂପରେ ସେ ଖମ୍ବରୁ ପ୍ରକଟ ହୋଇଥିଲେ ଓ ନିଜର ତୀକ୍ଷ୍ଣ ନଖପଂକ୍ତିରେ ହିରଣ୍ୟକଶିପୁର ବକ୍ଷକୁ ଚିରି ତାକୁ ହତ୍ୟା କରିଥିଲେ।
| Caption = ହିରଣ୍ୟକଶିପୁ ବକ୍ଷ ବିଦାରଣ, ପ୍ରହ୍ଲାଦକୁ ଅଭୟ ପ୍ରଦାନ (ଅଷ୍ଟାଦଶ ଶତାବ୍ଦୀ)
| Name = ନରସିଂହ | ନୃସିଂହ
| Devanagari = नरसिंह
| Sanskrit_Transliteration =
ନୃସିଂହ| Affiliation = ବିଷ୍ଣୁଙ୍କର ଦଶ ଅବତାର ଭିତରୁ ଚତୁର୍ଥ ଅବତାର
| God_of =
| Abode = ସର୍ବତ୍ର
| Weapon = [[ଚକ୍ର]] ଓ [[ଗଦା]]
| Consort = [[ଲକ୍ଷ୍ମୀ]], [[ନରସିଂହୀ]]
| Mount =
}}
'''ନରସିଂହ''' (नरसिंह - Narasiṃha) ବା '''ନୃସିଂହ''' (नृसिंह, Nṛsiṃha), ହେଉଛନ୍ତି ଏକାଧାରରେ ନର ଓ ସିଂହ ।ସିଂହ। [[ଶ୍ରୀମଦ୍ଭାଗବତ]], [[ସ୍କନ୍ଧ ପୁରାଣ]] ଏବଂ [[ଗୀତ ଗୋବିନ୍ଦ ]]ରେ ବର୍ଣ୍ଣିତ [[ଦଶ ଅବତାର]] ଭିତରୁ ସତ୍ୟ ଯୁଗୀୟ ଚତୁର୍ଥ ଅବତାର ହେଲେ ନରସିଂହନରସିଂହ। ନିଜ ଭକ୍ତ [[ପ୍ରହ୍ଲାଦ ]]ର ମାନ ରକ୍ଷା କରିବାକୁ, ଭକ୍ତର ବଚନ "ଭଗବାନ ସବୁ ଜାଗାରେ ଅଛନ୍ତି"କୁ ସତ୍ୟ ପ୍ରମାଣିତ କରିବାକୁ ଓ ଦୁଷ୍ଟ ଅସୁର ହିରଣ୍ୟକଶିପୁର ବଧ କରିବାକୁ ଭୀଷଣକାୟ ନୃସିଂହ ରୂପରେ ସେ ଖମ୍ବରୁ ପ୍ରକଟ ହୋଇଥିଲେ ଓ ନିଜର ତୀକ୍ଷ୍ଣ ନଖପଂକ୍ତିରେ ହିରଣ୍ୟକଶିପୁର ବକ୍ଷକୁ ଚିରି ତାକୁ ହତ୍ୟା କରିଥିଲେ। <ref name="Soifer">{{cite book |author=Soifer, Deborahof Narasiṁha and Vāmana: two avatars in cosmological perspective |publisher=State University of New York Press |location=Albany, N.Y |year=1991 |pages= |isbn=0-7914-0799-3 |oclc= |doi= |accessdate=}}</ref>
 
ସେ ହେଉଛନ୍ତି ଅଗ୍ର ସ୍ମରଣୀୟ, ତେଣୁ ତାଙ୍କର ନାମ ଶ୍ରୀମଦ୍ଭାଗବତରେ ପ୍ରଥମେ ନିଆ ଯାଇଛି। <br />
‘‘'''ନମଇ ନୃସିଂହ ଚରଣ'''<br />
'''ଅନାଦି ପରମ କାରଣ'''’’<br />
 
ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତିର ମଦରେ ନିଜକୁ [[ଭଗବାନ]] ବୋଲି ପ୍ରଚାର କରୁଥିଲା ଓ ଭଗବାନ [[ବିଷ୍ଣୁ ]]ଙ୍କର ସେବକମାନଙ୍କୁ ନିର୍ଯ୍ୟାତିତ କରି ହତ୍ୟା କରୁଥିଲା ।କରୁଥିଲା। ତା’ର ନିଜ ପୁତ୍ର ପ୍ରହଲ୍ଲାଦ [[ହରି ]]ଭକ୍ତ ଥିଲେ। ସେ ପ୍ରହଲ୍ଲାଦଙ୍କୁ ହରିଭକ୍ତିରୁ ବିରତ କରିବାପାଇଁ ଶତ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ହତ୍ୟା କରିବାପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ। ପ୍ରହଲ୍ଲାଦ ନିଜ ପ୍ରଭୁଙ୍କର ସର୍ବତ୍ର ବିଦ୍ୟମାନତାର ଗୁଣ ଗାନ କରିବାରୁ ସେ ରୁଷ୍ଟ ହୋଇ ନିକଟସ୍ଥ ଖମ୍ବରେ ନିଜ ପ୍ରଭୁଙ୍କର ଉପସ୍ଥିତିକୁ ପ୍ରମାଣ କରିବାପାଇଁ ପ୍ରହଲ୍ଲାଦକୁ ବାଧ୍ୟକରି ନିଜ ଗଦାରେ ସେହି ଖମ୍ବକୁ ପ୍ରଚଣ୍ଡ ଆଘାତ କଲା। ହିରଣ୍ୟକଶିପୁକୁ ବର ମିଳିଥିଲା ଯେ ତା’ର ମୃତ୍ୟୁ ଦିନରେ କି ରାତିରେ ହେବନାହିଁ, [[ମଣିଷ]] କି [[ଦେବତା ]]ଦ୍ୱାରା ହେବନାହିଁ, ଅସ୍ତ୍ର-ଶସ୍ତ୍ରାଦିଦ୍ୱାରା ହେବ ନାହିଁ। ବରଦାନ ଅନୁସାରେ ଅଦ୍ଭୁତ ରୂପନେଇଅଦ୍ଭୁତରୂପନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନାଶିଲେ ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ। ତାଙ୍କର ଦେହ ନର ଆକାରର ଓ ମସ୍ତକ ଓ ନଖ ସିଂହ ମସ୍ତକ ଓ ନଖ ଅତୀବସଦୃଶ ଭୟଙ୍କରଭୟଂକର। ଦୃଶ୍ୟମାନ<ref>[http://srimadbhagavatam.com/7/8/19-22/en1 ହେଉଥିଲାBhag-P 7.8.19-22]</ref> ପ୍ରହଲ୍ଲାଦ ଏହି ରୂପକୁ ଦେଖି ଭୟାତୁର ହୋଇଥିବାରୁ ସେ ପରକ୍ଷଣରେ ତାଙ୍କୁ ଆଶ୍ୱାସନା ଓ ଅଭୟ ପ୍ରଦାନ କରିଥିଲେ ।କରିଥିଲେ। ତାଙ୍କର ଏହି ରୂପକୁ ମୁଖ୍ୟତଃ [[ହିନ୍ଦୁ ଧର୍ମ ]][[ବୈଷ୍ଣବ]] ମାନେ ପୂଜା କରିଥାନ୍ତି। ରକ୍ଷାକର୍ତ୍ତା ଓ ବିପଦ ତାରଣକାରୀ ରୂପେ ସେ ଅଗ୍ରପୂଜିତଅଗ୍ରପୂଜିତ। <ref>Steven J. Rosen, ''Narasimha Avatar, The Half-Man/Half-Lion Incarnation'', p5</ref>
'''ନମଇ ନୃସିଂହ ଚରଣ'''
==ଆଧାର==
'''ଅନାଦି ପରମ କାରଣ'''
{{ଆଧାର}}
==ଅଧିକ ତଥ୍ୟ==
{{Commons category|Narasimha|ନୃସିଂହ}}
* [http://srimadbhagavatam.com/7/8/en1 Bhagavata Purana - Lord Narasimha slays Hiranyakashipu]
* [http://www.stephen-knapp.com/prayers_to_lord_narasimhadeva.htm Prayers to Narasimhadeva]
* [http://www.niranarsingpur.in/ Niranarsingpur.in]
* [http://narasimha.avatara.org/ Narasimha Avatar]
* [http://blog.adzoomin.com/2007/12/sri-nrisimha-kavacha.html Sri Nrisimha Kavacha]
* [http://www.nrsimhadeva.com/ Nrsimhadeva.com]
 
{{ବିଷ୍ଣୁଙ୍କ ଅବତାର‎‎}}
ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତିର ମଦରେ ନିଜକୁ ଭଗବାନ ବୋଲି ପ୍ରଚାର କରୁଥିଲା ଓ ଭଗବାନ ବିଷ୍ଣୁ ଙ୍କର ସେବକମାନଙ୍କୁ ନିର୍ଯ୍ୟାତିତ କରି ହତ୍ୟା କରୁଥିଲା । ତା’ର ନିଜ ପୁତ୍ର ପ୍ରହଲ୍ଲାଦ ହରି ଭକ୍ତ ଥିଲେ। ସେ ପ୍ରହଲ୍ଲାଦଙ୍କୁ ହରିଭକ୍ତିରୁ ବିରତ କରିବାପାଇଁ ଶତ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ହତ୍ୟା କରିବାପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ। ପ୍ରହଲ୍ଲାଦ ନିଜ ପ୍ରଭୁଙ୍କର ସର୍ବତ୍ର ବିଦ୍ୟମାନତାର ଗୁଣ ଗାନ କରିବାରୁ ସେ ରୁଷ୍ଟ ହୋଇ ନିକଟସ୍ଥ ଖମ୍ବରେ ନିଜ ପ୍ରଭୁଙ୍କର ଉପସ୍ଥିତିକୁ ପ୍ରମାଣ କରିବାପାଇଁ ପ୍ରହଲ୍ଲାଦକୁ ବାଧ୍ୟକରି ନିଜ ଗଦାରେ ସେହି ଖମ୍ବକୁ ପ୍ରଚଣ୍ଡ ଆଘାତ କଲା। ହିରଣ୍ୟକଶିପୁକୁ ବର ମିଳିଥିଲା ଯେ ତା’ର ମୃତ୍ୟୁ ଦିନରେ କି ରାତିରେ ହେବନାହିଁ, ମଣିଷ କି ଦେବତା ଦ୍ୱାରା ହେବନାହିଁ, ଅସ୍ତ୍ର-ଶସ୍ତ୍ରାଦିଦ୍ୱାରା ହେବ ନାହିଁ। ବରଦାନ ଅନୁସାରେ ଅଦ୍ଭୁତ ରୂପନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନାଶିଲେ ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ। ତାଙ୍କର ଦେହ ନର ଆକାରର ଓ ମସ୍ତକ ଓ ନଖ ସିଂହ ମସ୍ତକ ଓ ନଖ ଅତୀବ ଭୟଙ୍କର ଦୃଶ୍ୟମାନ ହେଉଥିଲା । ପ୍ରହଲ୍ଲାଦ ଏହି ରୂପକୁ ଦେଖି ଭୟାତୁର ହୋଇଥିବାରୁ ସେ ପରକ୍ଷଣରେ ତାଙ୍କୁ ଆଶ୍ୱାସନା ଓ ଅଭୟ ପ୍ରଦାନ କରିଥିଲେ । ତାଙ୍କର ଏହି ରୂପକୁ ମୁଖ୍ୟତଃ ହିନ୍ଦୁ ଧର୍ମ ର ବୈଷ୍ଣବ ମାନେ ପୂଜା କରିଥାନ୍ତି। ରକ୍ଷାକର୍ତ୍ତା ଓ ବିପଦ ତାରଣକାରୀ ରୂପେ ସେ ଅଗ୍ରପୂଜିତ ।
 
[[ଶ୍ରେଣୀ:ବିଷ୍ଣୁଙ୍କ ରୂପ]]
 
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[bn:নৃসিংহ]]
[[br:Narasimha]]
[[de:Narasimha]]
[[el:Ναρασίμχα]]
[[en:Narasimha]]
[[es:Narasinja]]
[[fa:ناراسیما]]
[[fr:Narasimha]]
[[gu:નરસિંહ]]
[[hi:नृसिंह]]
[[id:Narasinga]]
[[it:Narasimha]]
[[ja:ナラシンハ]]
[[jv:Narasimha]]
[[kn:ನರಸಿಂಹ]]
[[ml:നരസിംഹം]]
[[mr:नृसिंह]]
[[ms:Narasimha]]
[[ne:नृसिँह अवतार]]
[[new:नरसिंह]]
[[nl:Narasimha]]
[[pl:Narasinha]]
[[pt:Narasimha]]
[[ru:Нарасимха]]
[[simple:Narasimha]]
[[sv:Narasimha]]
[[ta:நரசிம்மர்]]
[[te:నరసింహావతారము]]
[[th:นรสิงห์]]
[[tr:Narasimha]]
[[uk:Нарасімга]]
"https://or.wikipedia.org/wiki/ନୃସିଂହ"ରୁ ଅଣାଯାଇଅଛି