"ଅନୁଷ୍କା ଶର୍ମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ 2409:4061:300:7AB8:3423:73FF:FE23:2967 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ PsubhashishBotଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା
ଟ୍ୟାଗ: Rollback
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{ଛୋଟ|Anushka Sharma}}Teri Chutt Mein Apna Lund Ghusakar Aisa Chodunga Aisa Chodunga Aisa Chodunga Aisa Chodunga Aisa Chodunga Aisa Chodunga Aisa Chodunga Aisa Chodunga Aisa Chodunga ki Teri Chutt Phatjayegi Madarchod Teri Outh Ko Kiss Karkar ke khaakhaakar chabbbajaunga Madarchod Tereko mardungarandi Teri Chuttt aur armpits Ki baal Ko khaaajaunga Madarchod   kutti Tereko gutter ke andar markar gadhdunga madarchod raandi tu achutt hai achutt chammar randi achuttt Teri kaakh khaakhaakar chabbbajaunga Madarchod  randi uss  kaalia kutta  ki nunu kaatkar fenk  madarchod Teri chutt kaatdiya madarchod Teri Genocide kardiya randi Teri pati aur bete ka sar tan se zudda hua madarchod  randi chod anushka ka narsanghar kardiya anushka madarchod Teri sar tan se zudda hua anushka
{{ଛୋଟ|Anushka Sharma}}
{{Infobox person
|name = ଅନୁଷ୍କା ଶର୍ମା
|image= Anushka Sharma 2015.jpg
|caption = ୨୦୧୫ରେ NH10 ଚଳଚ୍ଚିତ୍ରର ପ୍ରଚାରବେଳେ ଅନୁଷ୍କା
|birth_date = {{Birth date and age|df=yes|1988|5|1}}
|birth_place = [[ଅଯୋଧ୍ୟା]], [[ଉତ୍ତର ପ୍ରଦେଶ]], [[ଭାରତ]]
|residence =
|nationality = ଭାରତୀୟ
|education = ବାଙ୍ଗାଲୋର ବିଶ୍ୱବିଦ୍ୟାଳୟ
|occupation = {{flatlist|
* ଅଭିନେତ୍ରୀ
* ଚଳଚ୍ଚିତ୍ର ପ୍ରଯୋଜିକା
* ଫ୍ୟାସନ ଡିଜାଇନର୍
}}
|years_active = ୨୦୦୭–ଏବେଯାଏଁ
|spouse = {{marriage|[[ବିରାଟ କୋହଲୀ]]|2017}}
|awards =
}}
 
'''ଅନୁଷ୍କା ଶର୍ମା''' ({{IPA-hns|əˈnʊʂkaː ˈʃərmaː|pron}}; ଜନ୍ମ ୧ ମଇ ୧୯୮୮) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ରରେ ଅଭିନୟ କରନ୍ତି ଏବଂ ଭାରତୀୟ ଚଳଚ୍ଚିତ୍ର ଜଗତରେ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀମାନଙ୍କ ଭିତରୁ ସେ ଜଣେ । ସେ ଫିଲ୍ମ‌ଫେୟାରରେ ସାତ‌ଥର ମନୋନୀତ ହୋଇଥିଲେ ଏବଂ ଏବେଯାଏଁ ମାତ୍ର ଥରେ ସେ ପୁରସ୍କୃତ ହୋଇଥିଲେ । ଅନୁଷ୍କା ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିଲେ ଏବଂ ବାଙ୍ଗାଲୋରରେ ତାଙ୍କର ପିଲାଦିନ କଟିଥିଲା । ଅନୁଷ୍କା ୨୦୦୭ରେ ମଡେଲିଂରେ ଯୋଗଦେଲେ ଏବଂ ପରେ ସେ ମଡେଲିଂକୁ ପେଷା ଭାବରେ ଆପଣେଇବା ପାଇଁ ମୁମ୍ବାଇ ଯାଇଥିଲେ ।
 
ଅନୁଷ୍କା ୨୦୦୮ରେ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ଅଭିନେତା [[ଶାହାରୁଖ ଖାଁ]]ଙ୍କ ସ‌ହ ରବ୍ ନେ ବନା ଦି ଯୋଡ଼ିରେ ଅଭିନୟ କରିଥିଲେ । ଏହି କଥାଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ଭାବରେ ମନୋନୀତ ହୋଇଥିଲେ । ଏହାପରେ ସେ ୟଶ୍ ରାଜ୍ ଫିଲ୍ମସ୍‌ର ବିଭିନ୍ନ ଚଳଚ୍ଚିତ୍ର ବ୍ୟାଣ୍ଡା ବାଜା ବରାତ୍, ଜବ୍ ତକ୍ ହୈ ଜାନ୍ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୧୨ରେ ଜବ୍ ତକ୍ ହୈ ଜାନ୍ ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପିକେରେ ତାଙ୍କର ସାମ୍ବାଦିକ ଭୂମିକା ସବୁଠାରୁ ବଡ଼ ସଫଳତା ଦେଇଥିଲା ତାଙ୍କୁ, ଏହାପରେ ସେ ୨୦୧୬ରେ [[ସଲମାନ ଖାଁ]]ଙ୍କ ସ‌ହ ସୁଲ୍‌ତାନ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଅନୁଷ୍କା ତାଙ୍କର ପ୍ରଯୋଜନା ସଂସ୍ଥା ଖୋଲିଥିଲେ । ତାଙ୍କ ପ୍ରଯୋଜନାରେ ପ୍ରଥମ ଚଳଚ୍ଚିତ୍ର ଥିଲା NH10, ଏହି ଚଳଚ୍ଚିତ୍ରଟି ଏକ ଅପରାଧଭିତ୍ତିକ ଚଳଚ୍ଚିତ୍ର ଥିଲା ।
 
ଚଳଚ୍ଚିତ୍ରରେ ଅଭିନୟ ବ୍ୟତୀତ ଅନୁଷ୍କା ବିଭିନ୍ନ ସଂସ୍ଥାର ବିଭିନ୍ନ ଜିନିଷର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ଭାବରେ କାର୍ଯ୍ୟ କରୁଛନ୍ତି । ସେ ତାଙ୍କ ନିଜ ପାଇଁ ତାଙ୍କର ପୋଷାକ ମଧ୍ୟ ତିଆରି କରିଥାନ୍ତି । [[ଲିଙ୍ଗ ସମାନତା]] ଏବଂ ପଶୁପକ୍ଷୀ ସଂରକ୍ଷଣ ଭଳି କାର୍ଯ୍ୟକ୍ରମକୁ ଅନୁଷ୍କା ମଧ୍ୟ ସମର୍ଥନ କରିଆସୁଛନ୍ତି ଏବଂ ତା' ପାଇଁ ସେ କିଛି କାର୍ଯ୍ୟ ମଧ୍ୟ କରିଛନ୍ତି । ଏଥିସ‌ହ ସେ ଏକ ପ୍ରଯୋଜନା ସଂସ୍ଥା କ୍ଲିନ୍ ସ୍ଲେଟ୍ ଫିଲ୍‌ସ୍‌ର ମଧ୍ୟ ସ‌‌ହ-ପ୍ରତିଷ୍ଠାତା । ଅନୁଷ୍କା ୨୦୧୭ରେ ଭାରତୀୟ କ୍ରିକେଟ ଖେଳାନୀ ବିରାଟ କୋହଲୀଙ୍କୁ ବିବାହ କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==