"ଓଡ଼ିଆ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: Reverted ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୨ କ ଧାଡ଼ି:
 
==ଶାସ୍ତ୍ରୀୟ ମାନ୍ୟତା==
୨୦ ଫେବୃଆରୀ ୨୦୧୪ ତାରିଖ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଯାଇଥିଲା ।କରାଯାଇଥିଲା। <ref>{{Cite web |title=Shastriya Odia Bhasa Divas on March 11 |url=https://www.newindianexpress.com/states/odisha/2015/jan/18/Shastriya-Odia-Bhasa-Divas-on-March-11-706434.html |access-date=2024-01-01 |website=The New Indian Express}}</ref> ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା ।ଭାଷା। ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ମିଳିସାରିଛି। କେନ୍ଦ୍ର କ୍ୟାବିନେଟ୍ ଫେବୃଆରୀ ୨୦ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ।ନେଲେ। ୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ। ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡ଼ିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଆଠଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ଏହାଛଡା ଓଡ଼ିଆ ଭାଷା ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ସ୍ଥାପନ କରିବାକୁ ସୁଯୋଗ ମିଳିବ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷାବିତମାନେ ନିଯୁକ୍ତିର ସୁଯୋଗ ପାଇପାରିବେ।<ref>http://www.telegraphindia.com/1140221/jsp/frontpage/story_18004148</ref><ref>{{Cite news|url=https://timesofindia.indiatimes.com/city/bhubaneswar/Milestone-for-state-as-Odia-gets-classical-language-status/articleshow/30779140.cms|title=Milestone for state as Odia gets classical language status|date=2014-02-21|work=The Times of India|access-date=2024-01-01|issn=0971-8257}}</ref> ୨୦୧୪ ମସିହା ମାର୍ଚ୍ଚ ୧୧ତାରିଖ ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତାପାଇଁ ରାଜପତ୍ର ବିଜ୍ଞପ୍ତି ଜାରି କରାଯାଇଥିବାରୁ, ୨୦୧୫ ମସିହାରୁ ଏହି ଦିନଟିକୁ '''ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ''' ରୂପେ ପାଳନ କରିବାପାଇଁ [[ଓଡ଼ିଶା ସରକାର]] ନିଷ୍ପତି ନେଇଛନ୍ତି ।ନେଇଛନ୍ତି।<ref>http://www.dailypioneer.com/state-editions/bhubaneswar/shastriya-odia-bhasha-divas-on-march-11.html</ref><ref>{{cite web|title=Classical_Language_Odia-_BOOK_3|url=https://www.academia.edu/10352866/Classical_Language_Odia-_BOOK_3}}</ref>
 
== ଓଡ଼ିଆ କଥନ ==