ବିରାଟ ରାମାୟଣ ମନ୍ଦିର

ବିରାଟ ରାମାୟଣ ମନ୍ଦିର ,  ଏକ ନିର୍ମିତ ହେବାକୁ ଯାଉଥିବା ମନ୍ଦିର ପ୍ରକଳ୍ପ । [୧] ଏହା ଭାରତୀୟ ରାଜ୍ୟ ବିହାରର କେସରିଆଠାରେ 500 କୋଟି ଅଟାକଳରେ ନିର୍ମିତ ହେବାକୁ 2012 ମସିହାରୁ ସ୍ଥିରୀକୃତ ହେଇଛି । .[୨]ନିର୍ମାଣ ସମାପ୍ତ ହେଲେ ଏହା ବିଶ୍ୱର ସର୍ବବୃହତ ଧାର୍ମିକ ସ୍ଥଳ ହେବ । [୩] ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ହେଇଥିବା କମ୍ବୋଡିଆର ଅଂକୋର ୱାଟ ମନ୍ଦିର , ଯାହା 215 ଫୁଟ ଉଛ , ତାହାର ଦ୍ୱିଗୁଣ ଉଛ ହେବ ବୋଲି ପରିକଳ୍ପନା ରହିଛି । .[୪] ଏହି ମନ୍ଦିରରେ ଏକ ସଙ୍ଗେ 20,000 ଲୋକଙ୍କ ବସିବା ବ୍ୟବସ୍ଥା ରହିବା । .[୫]କମ୍ବୋଡିଆ ସରକାରଙ୍କ ପ୍ରତିବାଦ ଯୋଗୁ ପ୍ରକଳ୍ପ ଆରମ୍ଭ ହେବାର ବିଳମ୍ବ ଘଟୁଛି । .[୬]

ବିରାଟ ରାମାୟଣ ମନ୍ଦିର
ଫାଇଲ:Viraat Ramayan Mandir.jpg
Plan of Viraat Ramayan Mandir
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictEast Champaran
Location
ସ୍ଥାନKesaria
CountryIndia
Architecture
Mahavir Mandir Trust, Patna
Website
viraatramayanmandir.net


Planning ସମ୍ପାଦନା

ଏହି ମନ୍ଦିରର ପରିକଳ୍ପନା କାମ୍ବୋଡିଆର ଅଂକୋର ୱାଟ ଓ ମୀନାକ୍ଷୀ ମନ୍ଦିରର ସ୍ଥାପତ୍ୟ କଳାର ମିଶ୍ରଣରେ କରାଯାଇଛି । ଏହି ମନ୍ଦିର ପରିସର ମଧ୍ୟରେ 18ଟି ଭିନ୍ନ ଦେବାଦେବୀଙ୍କ ମନ୍ଦିର ରହିବା । ଏଥିପାଇଁ 161 ଏକର ସ୍ଥାନ ଅଧିଗ୍ରହଣ କରାଯାଇଛି । [୭] ଆଚାର୍ଯ୍ୟ କିଶୋର କୁନାଲ କିଶୋର ଏହାର ପରିକଳ୍ପନା ଓ ନିର୍ମାଣ ଦାୟିତ୍ୱରେ ରହିଛନ୍ତି । 

ପ୍ରଥମେ ହାଜିପୁର[୮]ଠାରେ ଏହି ମନ୍ଦିର ପାଇଁ ଯୋଜନା ଥିଲା , କିନ୍ତୁ ପରେ ତାହା ପୂର୍ବ ଚମ୍ପାରନ[୯] ଜିଲ୍ଲାରେ ହେବା ସ୍ଥିର କରାଗଲା ।  

ଅଂକୋର ୱାଟ ମନ୍ଦିର[୧୦]ର ଅବିକଳ ନକଲ ହେବ ଭାବି କମ୍ବୋଡିଆ ସରକାର[୧୧]ଏଥିପାଇଁ 2012 ମସିହାରେ ପ୍ରତିବାଦ କରିଥିଲେ । କିନ୍ତୁ ମନ୍ଦିର ଅବିକଳ ନକଲ ନ ହେଇ ଭିନ୍ନ ପ୍ରକାର ହେବ ଓ ଏହାର ମଡେଲ[୧୨]କୁ ବିହାରର ମୁଖ୍ୟ ମନ୍ତ୍ରୀ ନଭେମ୍ବର 2013ରେ ଉନ୍ନମୋଚନ କରିଛନ୍ତି । 

Location ସମ୍ପାଦନା

ପାଟଣାରୁ  120 କିଲୋମିଟର ଦୂର ଓ ବୈଶାଳୀଠାରୁ 60 କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ ହେବ । ଏହା କେସାରିଆ ନିକଟରେ ରହିଛି । ଏହା 200 ଏକର ସମୁଦାଯ ସ୍ଥାନରେ ହେବା ସହ 2800 ଫୁଟ ଦୀର୍ଘ , 1400 ଫୁଟ ପ୍ରସ୍ଥ ଓ 405 ଫୁଟ ଉଛ ହେବ । .[୧୩][୯][୧୪]

ପୁନଶ୍ଚ ଦେଖଣା  ସମ୍ପାଦନା

  • Vrindavan Chandrodaya Mandir

ଆଧାର  ସମ୍ପାଦନା

  1. "BMahavir Temple second highest income earner in north India after Vaishno Devi". Bihartimes.in. Retrieved 2013-10-03.
  2. "Viraat Ramayan Mandir, Bihar". Mahavirmandirpatna.org. 2004-01-01. Retrieved 2013-10-03.
  3. "Ground-breaking of the Ramayan Temple on June 21". PatnaDaily.Com. 2013-09-29. Archived from the original on 2013-10-04. Retrieved 2013-10-03.
  4. "World's largest temple to be built in India – after Muslims donate the land for Hindu shrine". telegraph.co.uk. 22 May 2015. Retrieved 22 May 2015.
  5. "Virat Mandir in Bihar to overtake Angkor Wat as world's largest Hindu temple : North, News - India Today". Indiatoday.intoday.in. 2013-10-02. Retrieved 2014-04-29.
  6. "Cambodian government protested in June". indiatoday.co.in. 2015-05-07. Retrieved 2015-05-07.
  7. TNN Jun 21, 2012, 05.51AM IST (2012-06-21). "'Bhumi pujan' of largest Hindu temple today - Times Of India". Articles.timesofindia.indiatimes.com. Archived from the original on 2013-06-28. Retrieved 2013-10-03.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  8. "Angkor Wat temple 'Bhumi-pujan' today - The Times of India". Timesofindia.indiatimes.com. 2012-03-05. Retrieved 2014-04-29.
  9. ୯.୦ ୯.୧ "Site Plan". Viraat Ramayan Mandir. Retrieved 2014-04-29.
  10. Justine Drennan; Phak Seangly (2012-08-10). "Plans for Indian 'Angkor' tweaked, National, Phnom Penh Post". Phnompenhpost.com. Retrieved 2013-10-03. {{cite web}}: Unknown parameter |lastauthoramp= ignored (|name-list-style= suggested) (help)
  11. "India to build replica of Cambodia's Angkor Wat". Telegraph. Retrieved 2013-10-03.
  12. "Model of world's".
  13. "Work on world's largest Hindu temple to begin by June-end". The Times of India. 18 May 2015. Retrieved 22 May 2015.
  14. "'Donate a sq feet' scheme for Viraat Ramayan Mandir - Times Of India". Articles.timesofindia.indiatimes.com. 2013-05-19. Archived from the original on 2013-06-27. Retrieved 2013-10-03.

ବାହାର ଲିଙ୍କ  ସମ୍ପାଦନା