ବିରାଟ କୋହଲୀ
ବିରାଟ କୋହଲୀ (ଉଚ୍ଚାରଣ (help·info); ଜନ୍ମ ୫ ନଭେମ୍ବର ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ଦକ୍ଷ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ । ସେ ମଧ୍ୟମ ଗତିର କାମଚଳା ବୋଲିଂ ମଧ୍ୟ କରନ୍ତି । ସେ ଭାରତୀୟ ଟେଷ୍ଟ ଦଳ, ଦିନିକିଆ ଦଳ ଓ ଟି୨୦ ଦଳର ଅଧିନାୟକ ଥିଲେ । ସେ ଆଇପିଏଲ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଅଧିନାୟକ ଥିଲେ ।[୧]
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ବିରାଟ କୋହଲୀ | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ଦିଲ୍ଲୀ, ଭାରତ | ୫ ନଭେମ୍ବର ୧୯୮୮|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | ଚୀକୁ | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.75 m (5 ft 9 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣହାତୀ ମିଡିଅମ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟ୍ସମ୍ୟାନ, ଭାରତୀୟ ଟେଷ୍ଟ ଅଧିନାୟକ | |||||||||||||||||||||||||||||||||||||||||||||||||||||||||||||||||
ୱେବସାଇଟ | www.viratkohli.club | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap ୨୬୯) | ୨୦ ଜୁନ ୨୦୧୧ v ୱେଷ୍ଟଇଣ୍ଡିଜ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୨୪ ଜାନୁଆରି ୨୦୧୮ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୧୭୫) | ୧୮ ଅଗଷ୍ଟ ୨୦୦୮ v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୬ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୧୮ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap ୩୧) | ୧୨ ଜୁନ ୨୦୧୦ v ଜିମ୍ବାୱେ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | ୭ ନଭେମ୍ବର ୨୦୧୭ v ନ୍ୟୁଜିଲାଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୨୦୦୬–ବର୍ତ୍ତମାନ | ଦିଲ୍ଲୀ | |||||||||||||||||||||||||||||||||||||||||||||||||||||||||||||||||
୨୦୦୮–ବର୍ତ୍ତମାନ | ରୟାଲ ଚ୍ୟାଲେଞର୍ସ ବାଙ୍ଗାଲୋର | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, ୧୭ ଫେବୃଆରୀ ୨୦୧୮ |
କ୍ୟାରିୟର
ସମ୍ପାଦନାଉନ୍ନତ ପ୍ରଦର୍ଶନଦ୍ୱାରା ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ଓ ସେ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ । କିଛି ମାସ ପରେ ତାଙ୍କୁ ଶ୍ରୀଲଙ୍କା ସହ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନଦ୍ୱାରା ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି ।
ଆଧାର
ସମ୍ପାଦନା- ↑ Worthidea (2023-10-17). "Virat Kohli Net Worth - Salary, Investments, Income in Rupees". Worth Idea (in ଆମେରିକୀୟ ଇଂରାଜୀ). Archived from the original on 2023-11-22. Retrieved 2023-11-22.