ବିମଳାକ୍କା
ଭାରତୀୟ କଣ୍ଠଶିଳ୍ପୀ
ଅରୁଣୋଦୟା ବିମଳା (ଜନ୍ମ: ୧୯୬୪; ବିମଳାକ୍କା ଭାବରେ ଜଣାଶୁଣା) (ତେଲୁଗୁ: విమలక్క) ଜଣେ ଭାରତୀୟ ତେଲୁଗୁ-ଭାଷାଭାଷୀ ବଲ୍ଲାଡ ବାଦ ଏବଂ ସମାଜସେବୀ । ଅରୁଣୋଦୟା ସାଂସ୍କୃତିକ ସମାଖ୍ୟା (ଏସିଏଫ୍) ନାମକ ତାଙ୍କ ଏକ ଲୋକଗୀତ ଦଳ ଅଛି ।[୧] ତେଲେଙ୍ଗାନା ରାଜ୍ୟ ଗଠନ ସମୟରେ ସେ ଏକ ସଂଯୁକ୍ତ କାର୍ଯ୍ୟକାରୀ କମିଟିର ମୁଖ୍ୟ ଥିଲେ ।
ବିମଳାକ୍କା | |
---|---|
ନିର୍ବାଚନ ମଣ୍ଡଳୀ | ଅଲେରୁ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | 1964 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । କୋଳନୁପକା, ଅଲେରୁ, ନାଳଗୋଣ୍ଡା, ତେଲେଙ୍ଗାନା |
ରାଜନୀତିକ ଦଳ | ତେଲେଙ୍ଗାନା ଇଉନାଇଟେଡ୍ ଫ୍ରଣ୍ଟ |
ଜୀବନ ସାଥୀ | ଅମର |
ଘର | ହାଇଦ୍ରାବାଦ, ତେଲେଙ୍ଗାନା |
ପ୍ରାରମ୍ଭିକ ଜୀବନ
ସମ୍ପାଦନାବିମଳାକ୍କା ଅବିଭାଜିତ ଆନ୍ଧ୍ର ପ୍ରଦେଶର ନଳୋଗଣ୍ଡା ଜିଲ୍ଲାର ଅଲେରୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆଙ୍କ ନାମ ନରସମ୍ମା ଏବଂ ବାପାଙ୍କ ନାମ ବନ୍ଦ୍ରୁ ନରସିଂହ୍ମାୟା, ଯିଏକି ତେଲେଙ୍ଗାନା ରାଜ୍ୟ ଗଠନର ଜଣେ ବିପ୍ଳବୀ ଥିଲେ ।
ଜୀବନୀ
ସମ୍ପାଦନାସେ ରାମ ସତ୍ତାଇଆଃଙ୍କ ପ୍ରେରଣାରେ ଅଳ୍ପ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ଯୋଗିନୀ ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ତେଲେଙ୍ଗାନା ରାଜ୍ୟ ଗଠନ ବିଳ୍ପବରେ ସେ ୧୯୯୫ ମସିହାରେ ଯୋଗ ଦେଇଥିଲେ ।[୨] ସେ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା ବୁଲି ବୁଲି ଲୋକଗୀତ ପରିବେଷଣ କରୁଛନ୍ତି ।[୩]
ଆଧାର
ସମ୍ପାଦନା- ↑ Oct 27, TNN |; 2010; Ist, 20:54. "Gaddar unveils TPF flag | Hyderabad News - Times of India". The Times of India (in ଇଂରାଜୀ). Retrieved 2020-03-20.
{{cite web}}
:|last2=
has numeric name (help)CS1 maint: numeric names: authors list (link) - ↑ "Namasthe Telangana e Paper | e Paper ntnews". epaper.ntnews.com. Retrieved 2020-03-20.
- ↑ "Name panel for creation of Telangana, says MLC". The Hindu. 4 February 2010. Retrieved 21 February 2020.