ବିଭାଲିରୁଡିନ

ଏହା ଏକ ଔଷଧ ଯାହା ପର୍ଚ୍ୟୁଟାନ୍ସ କରୋନାରୀ ହସ୍ତକ୍ଷେପ (PCI) ସମୟରେ ବ୍ୟବହୃତ ହୁଏ | ଏହାକୁ ହେପାରିନ-ପ୍ରବର୍ତ୍ତୀତ

ବିଭାଲିରୁଡିନ, ବେପାର ନାମ ଆଙ୍ଗିଓମାକ୍ସ ଏବଂ ଆଙ୍ଗିଓକ୍ସ, ହେଉଛି ଏକ ଔଷଧ ଯାହା ପର୍ଚ୍ୟୁଟାନ୍ସ କରୋନାରୀ ହସ୍ତକ୍ଷେପ (PCI) ସମୟରେ ବ୍ୟବହୃତ ହୁଏ | [୧] ଏହାକୁ ହେପାରିନ-ପ୍ରବର୍ତ୍ତୀତ ଥ୍ରୋମ୍ବୋସାଇଟୋପେନିଆ ରୋଗରେ (HIT) ଥିବା ଲୋକଙ୍କଠାରେ ବ୍ୟବହାର କରାଯାଇପାରେ । [୨] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।| [୨]

ବିଭାଲିରୁଡିନ
Clinical data
Trade namesAngiomax, Angiox, others
AHFS/Drugs.commonograph
data
Routes of
administration
Intravenous
Legal status
Legal status
Pharmacokinetic data
BioavailabilityN/A (IV application only)
Metabolismcleared from plasma by a combination of kidneys and proteolytic cleavage
Elimination half-life~25 minutes with normal kidney function
Chemical and physical data
FormulaC98H138N24O33
Molar mass୨,୧୮୦.୩୨ g·mol−1
3D model (JSmol)
  • CC[C@H](C)[C@@H](C(=O)N1CCC[C@H]1C(=O)N[C@@H](CCC(=O)O)C(=O)N[C@@H](CCC(=O)O)C(=O)N[C@@H](CC2=CC=C(C=C2)O)C(=O)N[C@@H](CC(C)C)C(=O)O)NC(=O)[C@H](CCC(=O)O)NC(=O)[C@H](CCC(=O)O)NC(=O)[C@H](CC3=CC=CC=C3)NC(=O)[C@H](CC(=O)O)NC(=O)CNC(=O)[C@H](CC(=O)N)NC(=O)CNC(=O)CNC(=O)CNC(=O)CNC(=O)[C@@H]4CCCN4C(=O)[C@H](CCCNC(=N)N)NC(=O)[C@@H]5CCCN5C(=O)[C@@H](CC6=CC=CC=C6)N
  • InChI=1S/C98H138N24O33/c1-5-52(4)82(96(153)122-39-15-23-70(122)92(149)114-60(30-34-79(134)135)85(142)111-59(29-33-78(132)133)86(143)116-64(43-55-24-26-56(123)27-25-55)89(146)118-67(97(154)155)40-51(2)3)119-87(144)61(31-35-80(136)137)112-84(141)58(28-32-77(130)131)113-88(145)63(42-54-18-10-7-11-19-54)117-90(147)66(45-81(138)139)110-76(129)50-107-83(140)65(44-71(100)124)109-75(128)49-106-73(126)47-104-72(125)46-105-74(127)48-108-91(148)68-21-13-38-121(68)95(152)62(20-12-36-103-98(101)102)115-93(150)69-22-14-37-120(69)94(151)57(99)41-53-16-8-6-9-17-53/h6-11,16-19,24-27,51-52,57-70,82,123H,5,12-15,20-23,28-50,99H2,1-4H3,(H2,100,124)(H,104,125)(H,105,127)(H,106,126)(H,107,140)(H,108,148)(H,109,128)(H,110,129)(H,111,142)(H,112,141)(H,113,145)(H,114,149)(H,115,150)(H,116,143)(H,117,147)(H,118,146)(H,119,144)(H,130,131)(H,132,133)(H,134,135)(H,136,137)(H,138,139)(H,154,155)(H4,101,102,103)/t52-,57+,58-,59-,60-,61-,62-,63-,64-,65-,66-,67-,68-,69-,70-,82-/m0/s1 checkY
  • Key:OIRCOABEOLEUMC-GEJPAHFPSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୨] ଏହା ଏକ ସଳଖ ଥ୍ରୋମ୍ବିନ ଇନହିବିଟର (DTI) ଏବଂ ହିରୁଡିନର ନିର୍ମିତ ସଂସ୍କରଣ । [୨] [୩]

୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବିଭାଲିରୁଡିନ ଅନୁମୋଦିତ ହୋଇଥିଲା । [୧] ୨୦୦୪ ମସିହାରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା। [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୨୫୦ ମିଗ୍ରା ଔଷଧର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୧୫ ଡଲାର ଅଛି । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "DailyMed - BIVALIRUDIN injection". dailymed.nlm.nih.gov. Archived from the original on 11 April 2021. Retrieved 10 January 2022.
  2. ୨.୦ ୨.୧ ୨.୨ ୨.୩ "DailyMed - BIVALIRUDIN injection". dailymed.nlm.nih.gov. Archived from the original on 11 April 2021. Retrieved 10 January 2022.
  3. ୩.୦ ୩.୧ "Bivalirudin Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 11 January 2022.
  4. "Angiox". Archived from the original on 24 March 2021. Retrieved 10 January 2022.
  5. "Bivalirudin Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 January 2022.