ବିଭାଲିରୁଡିନ
ଏହା ଏକ ଔଷଧ ଯାହା ପର୍ଚ୍ୟୁଟାନ୍ସ କରୋନାରୀ ହସ୍ତକ୍ଷେପ (PCI) ସମୟରେ ବ୍ୟବହୃତ ହୁଏ | ଏହାକୁ ହେପାରିନ-ପ୍ରବର୍ତ୍ତୀତ
ବିଭାଲିରୁଡିନ, ବେପାର ନାମ ଆଙ୍ଗିଓମାକ୍ସ ଏବଂ ଆଙ୍ଗିଓକ୍ସ, ହେଉଛି ଏକ ଔଷଧ ଯାହା ପର୍ଚ୍ୟୁଟାନ୍ସ କରୋନାରୀ ହସ୍ତକ୍ଷେପ (PCI) ସମୟରେ ବ୍ୟବହୃତ ହୁଏ | [୧] ଏହାକୁ ହେପାରିନ-ପ୍ରବର୍ତ୍ତୀତ ଥ୍ରୋମ୍ବୋସାଇଟୋପେନିଆ ରୋଗରେ (HIT) ଥିବା ଲୋକଙ୍କଠାରେ ବ୍ୟବହାର କରାଯାଇପାରେ । [୨] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।| [୨]
Clinical data | |
---|---|
Trade names | Angiomax, Angiox, others |
AHFS/Drugs.com | monograph |
data | |
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | N/A (IV application only) |
Metabolism | cleared from plasma by a combination of kidneys and proteolytic cleavage |
Elimination half-life | ~25 minutes with normal kidney function |
Chemical and physical data | |
Formula | C98H138N24O33 |
Molar mass | ୨,୧୮୦.୩୨ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୨] ଏହା ଏକ ସଳଖ ଥ୍ରୋମ୍ବିନ ଇନହିବିଟର (DTI) ଏବଂ ହିରୁଡିନର ନିର୍ମିତ ସଂସ୍କରଣ । [୨] [୩]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ବିଭାଲିରୁଡିନ ଅନୁମୋଦିତ ହୋଇଥିଲା । [୧] ୨୦୦୪ ମସିହାରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା। [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୨୫୦ ମିଗ୍ରା ଔଷଧର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୧୫ ଡଲାର ଅଛି । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "DailyMed - BIVALIRUDIN injection". dailymed.nlm.nih.gov. Archived from the original on 11 April 2021. Retrieved 10 January 2022.
- ↑ ୨.୦ ୨.୧ ୨.୨ ୨.୩ "DailyMed - BIVALIRUDIN injection". dailymed.nlm.nih.gov. Archived from the original on 11 April 2021. Retrieved 10 January 2022.
- ↑ ୩.୦ ୩.୧ "Bivalirudin Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 11 January 2022.
- ↑ "Angiox". Archived from the original on 24 March 2021. Retrieved 10 January 2022.
- ↑ "Bivalirudin Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 January 2022.