ବିନ୍ଦିୟା କବିର
ବଙ୍ଗଳାଦେଶର ଅଭିନେତ୍ରୀ
ବିନ୍ଦିୟା କବିର ଜଣେ ବାଂଲାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ।[୧] ୨୦୧୪ ମସିହାରେ ସେ ଜି. ସରକାରଙ୍କ ନିର୍ଦ୍ଦେଶିତ କଥାଚିତ୍ର ଜାନ୍ ଜରିଆରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୨] ତାଙ୍କର ପରବର୍ତ୍ତୀ କଥାଚିତ୍ର ଥିଲା, ଦବଙ୍ଗ ଯେଉଁଥିରେ ସେ ଅଭିନେତା ଜୟେଦ ଖାନ୍ଙ୍କ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଜୟେଦଙ୍କ ସହିତ ତାଙ୍କର ଏକ ଅଶ୍ଳୀଳ ଦୃଶ୍ୟ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା ।[୩]
ବିନ୍ଦିୟା କବିର | |
---|---|
বিন্দিয়া কবির | |
ଜନ୍ମ | ବିନ୍ଦୀ |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | କଥାଚିତ୍ର ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୪ - ଏବେଯାଏଁ |
ପିଲାଦିନରୁ ସେ ଉଦୀଚି ଶିଳ୍ପଗୋଷ୍ଠୀ ନାମକ ଏକ ବଙ୍ଗଳାଦେଶୀ ସାଂସ୍କୃତିକ ବିବ୍ୟାଳୟରୁ ନୃତ୍ୟ ଓ ସଙ୍ଗୀତର ତାମିଲ ନେଇଥିଲେ ।[୨]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୪ | ଜାନ୍ | ପ୍ରଥମ କଥାଚିତ୍ର | |
୨୦୧୪ | ଦବଙ୍ଗ | ||
୨୦୧୫ | ମର୍ଡର ୨ | ||
୨୦୧୭ | ମସ୍ତାନ ଓ ପୋଲିସ |
ଆଧାର
ସମ୍ପାଦନା- ↑ "কোনো অশ্লীল দৃশ্যে অভিনয় করিনি : বিন্দিয়া". NTV Online. Retrieved 18 November 2022.
- ↑ ୨.୦ ୨.୧ জনকণ্ঠ, দৈনিক. "এই সময়ে চিত্রনায়িকা বিন্দিয়া কবির". দৈনিক জনকণ্ঠ || Daily Janakantha (in ଇଂରାଜୀ). Retrieved 2022-11-18.
- ↑ "Actress Bindiya biography". bmdb.com (in Bengali). Retrieved 17 January 2018.