ବିନି ଅରୋଡ଼ା
ବିନି ଅରୋଡ଼ା ଧୂପର (ଜନ୍ମ: ୨୮ ଜୁନ ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୨] ସେ କସ୍ତୁରୀ ଧାରାବାହିକ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ସେ କୁଛ୍ ଇଜ୍ ତାରା ଓ ଆଠୱାନ୍ ବଚନରେ ଅଭିନୟ କରିଥିଲେ । ସେ ମାତା ପିତାଃ କେ ଚାରଣୋଁ ମେଁ ସ୍ୱର୍ଗ, ଶୁଭ ବିବାହ ଓ ଇତ୍ନା କରୋ ନା ମୁଝେ ପ୍ୟାର୍ ଭଳି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଲାଡୋ-ବୀରପୁର କି ମର୍ଦାନୀରେ ଜୁହି ସେଠୀ ଭୂମିକାରେ କାମ କରିଥିଲେ ।
ବିନି ଅରୋଡ଼ା | |
---|---|
ଜନ୍ମ | [୧] | ୨୮ ଜୁନ ୧୯୯୧
ଜାତୀୟତା | ଭାରତ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୭ – ଏବେଯାଏଁ |
ପ୍ରସିଦ୍ଧି | ଲାଲ୍ ଇସ୍କ ଲାଡୋ – ବୀରପୁର କି ମର୍ଦାନୀ, ଉଡ଼ାନ୍ |
ବୈବାହିକ-ସାଥୀ | ଧୀର ଧୂପାର (୨୦୧୬ - ଏବେଯାଏଁ) |
ସନ୍ତାନ | ୧ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଅରୋଡ଼ା ୨୦୧୬ ମସିହାର ନଭେମ୍ବର ୧୬ ତାରିଖରେ ଦିଲ୍ଲୀରେ ଅଭିନେତା ଧୀରଜ ଧୂପଙ୍କୁ ବିବାହ କରିଥିଲେ ।[୩] ସେମାନେ ୨୦୦୯ ମସିହାରେ ମାତା ପିତା କେ ଚାରଣୋଁ ମେଁ ସ୍ୱର୍ଗରେ ଏକାଠି କାମ କରିଥିଲେ । ଅପ୍ରେଲ ୨୦୨୨ରେ, ତାଙ୍କର ସନ୍ତାନ ଜନ୍ମ ବିଷୟ ସେମାନେ ଘୋଷଣ କରିଥିଲେ ।[୪][୫] ୧୦ ଅଗଷ୍ଟ ୨୦୨୨ରେ, ଏହି ଦମ୍ପତିଙ୍କର ପୁଅ ଜନ୍ମ ହୋଇଥିଲା ।[୬][୭]
ଅଭିନୟ ଜୀବନ
ସମ୍ପାଦନାସେ ଅଳ୍ପ ବୟସରୁ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୬ ବର୍ଷ ବୟସରେ ସେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍, ସୋନି ଟିଭି, କଲର୍ସ ଟିଭି ଓ ଲାଇଫ୍ ଓକେ ଭଳି ଭଳି ଚେନାଲ୍ରେ କାମ କରିଛନ୍ତି । ବିନ୍ଦାସ୍ ଟିଭିରେ ସେ ୟେ ହୈ ଆଶିକି ଧାରାବାହିକରେ କାମ କରିଥିଲେ । ୨୦୧୬ ମସିହାରେ, ସେ ଧନକ କଥାଚିତ୍ରରେ କାମ କରିଥିଲେ । ସେ ପତି ପତ୍ନୀ ଔର୍ ଓ ୱେବ୍ ସିରିଜ୍ରେ କାମ କରିଥିଲେ ।[୮]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୭ | କସ୍ତୁରୀ | ଦ୍ରାସ୍ତି | |
୨୦୦୮ | କୁଛ୍ ଇଜ୍ ତାରା | ସିମ୍ରନ୍ | |
ଆଥାୱାନ ବଚନ | ଉର୍ମିଳା ଶାସ୍ତ୍ରୀ | ||
୨୦୦୯ | ମାତା ପିତାଃ କେ ଚରଣୋଁ ମେଁ ସ୍ୱର୍ଗ | ଗାୟତ୍ରୀ | |
୨୦୧୧ | କ୍ରାଇମ୍ ପେଟ୍ରୋଲ୍ | ରୋଶନି ପଟେଲ | |
୨୦୧୨ | ଶୁଭ ବିବାହ | ନୀଲୁ ସକ୍ସେନା ନିଗମ | |
ମେଁ ଲକ୍ଷ୍ମୀ ତେରେ ଆଙ୍ଗନ କି | ଗିନ୍ନୁ | ||
୨୦୧୩ | ଫିୟର୍ ଫାଇଲ୍ସ | ନିଧି | |
ରସୋଇ କି ରାଣୀ | ଅତିଥି | ||
ଦୋ ଦିଲ୍ ଏକ୍ ଜାନ୍ | ରୁକ୍ସାନା | ||
୨୦୧୪ | ୟେ ହୈ ଆଶିକି | ସଚି | |
ସରସ୍ୱତୀଚନ୍ଦ୍ର | ଖୁସି | ||
ହମ୍ ହେ ନା | ସତ୍ୟ | ||
୨୦୧୫ | କୋଡ୍ ରେଡ୍- ମୁଖୋଟା | ଅର୍ପିତା | ଅଧ୍ୟାୟ ୪୮ |
ଇତନା କରୋ ନା ମୁଝେ ପ୍ୟାର୍ | ନିଶି ଖାନ୍ନା | ||
୨୦୧୬ | ଉଡ଼ାନ୍ | ଟିନା ରାଇଚାନ୍ଦ | |
୨୦୧୮ | ଲାଡୋ-ବୀରପୁର କି ମର୍ଦାନୀ | ଜୁହି ସେଠୀ | |
ଜଜ୍ ବାତ୍ | ଅତିଥି | ||
ଲାଲ୍ ଇସ୍କ୍ | ମଧୁ | ଅଧ୍ୟାୟ ୪୫ |
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୬ | ଧନକ | ଆଶା | ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର |
ୱେବ୍ ସିରିଜ୍
ସମ୍ପାଦନାବର୍ଷ | ସିରିଜ୍ | ଭୂମିକା |
---|---|---|
୨୦୨୦ | ପତି ପତ୍ନୀ ଔର ୱ | ସୁରଭୀ |
ଆଧାର
ସମ୍ପାଦନା- ↑ "Dheeraj Dhoopar's wife Vinny Arora gets some extra ticks off with his help before reaching 30; calls him 'best husband ever'". The Times of India (in ଇଂରାଜୀ). 28 June 2021. Retrieved 4 April 2022.
- ↑ "Vinny Arora Dhoopar". Instagram. Retrieved 6 August 2022.
- ↑ "Dheeraj Dhoopar's wifey Vinny Arora has a blast with the cast on the sets of khundai bhagya". Times of India. 9 March 2018. Retrieved 14 July 2018.
- ↑ Khan, Tahira (3 April 2022). "Dheeraj Dhoopar-Vinny Arora expecting their first baby, shares adorable post". Zee News (in ଇଂରାଜୀ). Retrieved 5 April 2022.
- ↑ "Dheeraj Dhoopar-Vinny Arora announce pregnancy: 'We're expecting, a tiny miracle'". The Indian Express. 3 April 2022. Retrieved 5 April 2022.
- ↑ "Dheeraj Dhoopar welcomes baby boy with wife Vinny Dhoopar". DNA India. 10 August 2022. Retrieved 10 August 2022.
- ↑ "Dheeraj Dhoopar, wife Vinny Arora welcome their first child: 'All of God's grace in one tiny face'". Hindustan Times. 10 August 2022. Retrieved 10 August 2022.
- ↑ Maheshwari, Neha (18 June 2020). "Vinny Arora back in action with 'Pati Patni Aur Woh' - Times of India". The Times of India (in ଇଂରାଜୀ). Retrieved 11 September 2020.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିନି ଅରୋଡ଼ା
- ଇନଷ୍ଟାଗ୍ରାମରେ ବିନି ଅରୋଡ଼ା