ବିଦ୍ୟୁତ୍ ଏକ ଭୌତିକ ପରିଘଟଣା ଯାହା ବିଦ୍ୟୁତିକ ଚାର୍ଜ୍‌ର ଉପସ୍ଥିତି ଏବଂ ପ୍ରବାହ ଉପରେ ସମ୍ବନ୍ଧିତ ବିଦ୍ୟୁତ୍ ସହିତ ବିଭିନ୍ନ ପ୍ରକାର ଘଟଣା ଯେପରିକି ବିଜୁଳୀ ଚଡକ , ସ୍ଥିଥିୟ ବିଦ୍ୟୁତ୍, ବିଦ୍ୟୁତିଚୁମ୍ବକିୟା ପ୍ରେରଣ ଏବଂ ବିଦ୍ୟୁତ୍ ପ୍ରବାହ ସ‌ହ ସମ୍ବନ୍ଧିତ. ଏହା ଛଡା ବିଦ୍ୟୁତ୍ଦ୍ୱାରା ବିଦ୍ୟୁତିଚୁମ୍ବକିୟା ବିକିରଣ ଯେପରିକି ରେଡିଓ ତରଙ୍ଗର ଗଠନ ଏବଂ ଗ୍ରହଣ ହୋଇ ପାରିବ।

Lightning is one of the most dramatic effects of electricity

ବିଦ୍ୟୁତ୍ ଚାର୍ଜ୍ ଏକ ବିଦ୍ୟୁତିଚୁମ୍ବକିୟା କ୍ଷେତ୍ର ଗଠନ କରେ ଯାହା ଅନ୍ୟ ଚାର୍ଜ୍‌କୁ ପ୍ରଭାବିତ କରି ପାରେ‌‌‌।