ବିଦ୍ୟା ଦେବୀ ଭଣ୍ଡାରୀ

ବିଦ୍ୟା ଦେବୀ ଭଣ୍ଡାରୀ ଦେଶର ଗଣତାନ୍ତ୍ରିକ ଇତିହାସରେ ଦ୍ୱିତୀୟ ତଥା ନେପାଳର ପ୍ରଥମ ମହିଳା ରାଷ୍ଟ୍ରପତି । [୨][୩][୪][୫] ସେ ନେପାଳର ପୂର୍ବତନ ରାଜନେତା ତଥା ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା ଅଟନ୍ତି । କୁଲ ବାହାଦୂର ଗୁରୁଙ୍ଗଙ୍କୁ ପରାସ୍ତ କରି ୫୪୯ଟି ମଧ୍ୟରୁ ୩୨୭ ଭୋଟ ପାଇ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେ ନେପାଳର ପ୍ରତିରକ୍ଷା ମନ୍ତ୍ରାଳୟରୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ରହିଛନ୍ତି । [୬][୭]

ବିଦ୍ୟା ଦେବୀ ଭଣ୍ଡାରୀ
ନେପାଳର ରାଷ୍ଟ୍ରପତି ରାଷ୍ଟ୍ରପତି
Assumed office
29 ଅକ୍ଟୋବର 2015
ପ୍ରଧାନ ମନ୍ତ୍ରୀଖଡ଼ଗ ପ୍ରସାଦ ଶର୍ମା ଓଲି
Vice Presidentନନ୍ଦ କିଶୋର ପୁନ
ପୂର୍ବ ଅଧିକାରୀରାମବରଣ ଯାଦବ
ରକ୍ଷା ମନ୍ତ୍ରାଳୟ ନେପାଳ
କାର୍ଯ୍ୟକାଳ
25 ମଇ 2009 – 6 ଫେବ୍ରୁଆରୀ 2011
ପ୍ରଧାନ ମନ୍ତ୍ରୀମାଧବ କୁମାର ନେପାଳ
ପୂର୍ବ ଅଧିକାରୀରାମ ବାହାଦୂର ଥାପା
ପର ଅଧିକାରୀବିଜୟ କୁମାର ଗଚ୍ଛଦାର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-06-19) ୧୯ ଜୁନ ୧୯୬୧ (ବୟସ ୬୨)
ଭୋଜପୁର ଜିଲ୍ଲା, ନେପାଳ[୧]
ରାଜନୀତିକ ଦଳନେପାଳ କମ୍ୟୁନିଷ୍ଟ ପାର୍ଟି (ଏମାଲେ)
ଜୀବନ ସାଥୀମଦନ ଭଣ୍ଡାରୀ (1982-1993)
ସନ୍ତାନ2 (ଉଷା କିରଣ ଭଣ୍ଡାରୀ
ନିଶା କୁସୁମ ଭଣ୍ଡାରୀ )
ଶିକ୍ଷାନୁଷ୍ଠାନମହେନ୍ଦ୍ର ମୋରଡ଼ କଲେଜ, ବିରାଟ ନଗର (ବ୍ୟାଚଲର ଅଫ ଆର୍ଟ)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବିଦ୍ୟା ଭଣ୍ଡାରୀଙ୍କ ଜନ୍ମ ୧୯ ଜୁନ ୧୯୬୧ ମସିହାରେ ନେପାଳର ଭୋଜପୁର ଜିଲ୍ଲାରେ ରାମ ବାହାଦୂର ପାଣ୍ଡେ ଏବଂ ମିଥିଳା ପାଣ୍ଡେଙ୍କ ଘରେ ହୋଇଥିଲା । ସେ ଅଳ୍ପ ବୟସରେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ । ସେ ତାଙ୍କ ସମୟର ଜଣେ ଚରିତ୍ରବାଦୀ ତଥା ପ୍ରଭାବଶାଳୀ ନେତା ଭାବରେ ପ୍ରସିଦ୍ଧ କମ୍ୟୁନିଷ୍ଟ ନେତା ମଦନ ଭଣ୍ଡାରୀଙ୍କ ପତ୍ନୀ ଅଟନ୍ତି ।[୮] ତେବେ ୧୯୯୩ ମସିହାରେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀଙ୍କ ଅକାଳ ବିୟୋଗ ପରେ ସେ ଲାଇମଲାଇଟ ହୋଇଥିଲେ ।

ରାଜନୈତିକ ଯାତ୍ରା ସମ୍ପାଦନା

୧୯୯୪ ଏବଂ ୧୯୯୯ ମସିହାରେ ବିଧାନ ସଭା ନିର୍ବାଚନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କୃଷ୍ଣ ପ୍ରସାଦ ଭଟ୍ଟରାଇ ଏବଂ ଦାମନାଥ ଧୁଙ୍ଗନଙ୍କୁ ପରାସ୍ତ କରିବା ପରେ ବିଦ୍ୟା ଦୁଇଥର ନିର୍ବାଚିତ ହୋଇଥିଲେ । ତେବେ ୨୦୦୮ ମସିହାରେ ବିଧାନ ସଭା ନିର୍ବାଚନ ସମୟରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ସେ ମାଧବ କୁମାର ନେପାଳଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେ ୨୦୧୩ ମସିହାରେ ଦ୍ୱିତୀୟ ବିଧାନ ସଭା ନିର୍ବାଚନରେ ଆନୁପାତିକ ନିର୍ବାଚନ ବ୍ୟବସ୍ଥା ଅଧୀନରେ ନିର୍ବାଚିତ ହୋଇଥିଲେ ।

ଆଧାର ସମ୍ପାଦନା

  1. "उज्यालो नाईटी". Archived from the original on 4 मार्च 2016. Retrieved 28 अक्तूबर 2015. {{cite web}}: Check date values in: |access-date= and |archive-date= (help)
  2. ଛାଞ୍ଚ:वेब सन्दर्भ
  3. "विद्यादेवी भण्डारी प्रथम महिला राष्ट्रपति". नागरिक न्यूज़ (in नेपाली). Archived from the original on 30 अक्तूबर 2015. Retrieved 28 अक्टूबर 2015. {{cite web}}: Check date values in: |accessdate= and |archive-date= (help)CS1 maint: unrecognized language (link)
  4. "विद्यादेवी भण्डारी नेपालको पहिलो महिला राष्ट्रपति". ताजा खबर (in नेपाली). Archived from the original on 25 दिसंबर 2018. Retrieved 28 अक्टोबर 2015. {{cite web}}: Check date values in: |accessdate= and |archive-date= (help)CS1 maint: unrecognized language (link)
  5. "एमाले नेतृ विद्यादेवी भण्डारी राष्ट्रपतिमा विजयी". विज (in नेपाली). Archived from the original on 30 अक्तूबर 2015. Retrieved 28 अक्टोबर 2015. {{cite web}}: Check date values in: |accessdate= and |archive-date= (help)CS1 maint: unrecognized language (link)
  6. "Nepali Times | The Brief » Blog Archive » Enemies within". nepalitimes.com. Archived from the original on 17 नवंबर 2015. Retrieved 22 मार्च 2014. {{cite web}}: Check date values in: |accessdate= and |archive-date= (help)
  7. "Related News | Bidya Bhandari | ekantipur.com". ekantipur.com. Archived from the original on 20 मार्च 2014. Retrieved 22 मार्च 2014. {{cite web}}: Check date values in: |accessdate= and |archive-date= (help)
  8. "संग्रहीत प्रति". Archived from the original on 30 अक्तूबर 2015. Retrieved 29 अक्तूबर 2015. {{cite web}}: Check date values in: |access-date= and |archive-date= (help)