ବିଗ ଡିଲ
ସମୀର "ରିଶୁ" ମହାନ୍ତି (ଜନ୍ମ ୧୯୯୨) ଜଣେ ଜାପାନୀ-ଓଡ଼ିଆ ର୍ୟାପର । ସେ ତାଙ୍କର ମଞ୍ଚ ନାମ ବିଗ ଡିଲ ଭାବେ ଜଣାଶୁଣା । ସେ ତାଙ୍କର ଓଡ଼ିଆ ର୍ୟାପ ମୁଁ ହେଲି ଓଡ଼ିଆ, ଓଡ଼ିଶା ସରକାରଙ୍କ ସହଯୋଗରେ ତିଆରି ସ୍କିଲ୍ଡ଼ ଇନ ଓଡ଼ିଶା[୨] ଓ ଜାତିବାଦ ବିରୋଧୀ ଗୀତ ଆର ୟୁ ଇଣ୍ଡିଆନ?"[୩] ପାଇଁ ଜଣାଶୁଣା ।
ବିଗ ଡିଲ | |
---|---|
Background information | |
ଜନ୍ମ ସମୟରେ ନାମ | ସମୀର "ରିଶୁ" ମହାନ୍ତି |
Also known as | ବିଗ ଡିଲ |
ଜନ୍ମ | ପୁରୀ[୧] |
ଶୈଳୀ | |
ପେଷା |
|
ବାଦ୍ୟଯନ୍ତ୍ର | କଣ୍ଠ |
ଲେବଲ |
|
ପ୍ରାରମ୍ଭିକ ଜୀବନ
ସମ୍ପାଦନାଜାପାନୀ ମାତା ଓ ଓଡ଼ିଆ ପିତାଙ୍କଠାରୁ ଜନ୍ମିତ ବିଗ ଡିଲ ପୁରୀରେ ଜନ୍ମିତ, ଦାର୍ଜିଲିଂରେ ଲାଳିତ ପାଳିତ ଓ ବେଙ୍ଗାଳୁରୁରେ ବାସକରନ୍ତି ।[୧]
ବିଗ ଡିଲ ଆମେରିକୀୟ ର୍ୟାପର ଏମିନେମଙ୍କ ଅଭିନୀତ ୮ ମାଇଲଦ୍ୱାରା ଅନୁପ୍ରାଣୀତ ହୋଇ ର୍ୟାପିଂ ଆରମ୍ଭ କରିଥିଲେ । ତାହାର ଦଶ ବର୍ଷ ପରେ ସେ ତାଙ୍କର ପ୍ରଥମ ର୍ୟାପ ଗୀତ "ୱାନ କିଡ଼" ସଂଯୋଜନା କରିଥିଲା । ସେ ଗୀତରେ ନିଜ ଜନ୍ମସ୍ଥାନ ପୁରୀ ଓ ସେଠାରେ ପ୍ରାରମ୍ଭିକ ଶିକ୍ଷା ସମୟରେ ତିକ୍ତ ଅନୁଭୂତି ବର୍ଣ୍ଣନା କରିଥିଲେ । ସେହି ବର୍ଷ ସେ ତାଙ୍କର ପ୍ରଥମ ଓଡ଼ିଆ ର୍ୟାପ ମୁଁ ହେଲି ଓଡ଼ିଆ" ସଂଯୋଜନାକରି ଗାଇଥିଲେ । ଜେ କୋଲ ଓ କେନରିକ ଲାମାରଙ୍କୁ ସେ ନିଜର ସବୁଠୁ ବଡ଼ ପ୍ରେରଣା ବୋଲି ମାନନ୍ତି ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ Tagat, Anurag (17 January 2017). "A big deal". The Hindu (in Indian English). Retrieved 2 April 2019.
- ↑ Rajpal, Seema. "Why everyone should check out Odisha-born rapper Samir Rishu Mohanty aka Big Deal's original songs". The New Indian Express.
- ↑ IWB, Team (14 July 2018). "Rapper Samir Rishu Mohanty's Album 'Are You Indian?' Shames Those Who Doubt His Ethnicity". Indian Women Blog - Stories of Indian Women (in ଇଂରାଜୀ). indianwomenblog. Archived from the original on 2 April 2019. Retrieved 2 April 2019.
- ↑ Manral, Anvisha. "Odia rapper Samir Rishu Mohanty aka Big Deal on how he reclaimed his identity through music". Firstpost. Firstpost. Retrieved 3 April 2019.