ବିକ୍ରମଶିଳା
ବିକ୍ରମଶିଳା (IAST: Vikramaśilā) ପ୍ରାଚୀନ ଭାରତର ବୌଦ୍ଧ ଧର୍ମର ବିସ୍ତାର ସମୟରେ ଦୁଇଟି ମଧ୍ୟରୁ ଅନ୍ୟତମ ଜ୍ଞାନ ବିସ୍ତାର କେନ୍ଦ୍ର ଥିଲା ।ନାଳନ୍ଦା ସହ ଏହା ସେହି ସମୟରେ ପ୍ରସିଦ୍ଧ ବିଦ୍ୟାକେନ୍ଦ୍ର ରହିଥିଲା । ଏହା ରାଜା ଧର୍ମପାଳଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏଠାରେ ଅତିଷ୍ଠ ନାମକ ଜଣେ ବିଦ୍ୱାନ ଦାୟିତ୍ୱରେ ଥିଲେ । 1200 ମସିହା ଆଡକୁ ଏହା ମୂହମ୍ମଦ ବିନ ଖିଲିଜିଙ୍କ ଆକ୍ରମଣଦ୍ୱାରା ସମ୍ପୂର୍ଣ ବିଦ୍ୱଂଶ ହେଇଯାଇଥିଲା । [୧]
Vikramashila विक्रमशिला | |
Ruins of Vikramashila Mahavihara | |
ଅବସ୍ଥାନ | Bihar, India |
---|---|
ଦିଗବାରେଣି | 25°19′29″N 87°17′05″E / 25.32472°N 87.28472°E |
ପ୍ରକାର | Centre of learning |
ଇତିହାସ | |
ସ୍ଥାପିତ | 8th-9th century CE |
ଅବ୍ୟବହୃତ | 13th century CE |
ଘଟଣା | Destroyed by Bakhtiyar Khilji around 1200 CE |
ଭାରତୀୟ ରାଜ୍ୟ ବିହାରର ଭାଗଲପୁର ଜିଲ୍ଲାରେ ଅନତିଚକ ଗ୍ରାମରେ ବିକ୍ରମଶିଳା ଅବସ୍ଥିତ । ଏହା ଭାଗଲପୁରରୁ ପୂର୍ବ ଦିଗରେ 50 କିଲୋମିଟର ଦୁରବର୍ତୀ । କହଲଗାଓ ରେଳ ଷ୍ଟେସନ ଏଠାରୁ 13 କିଲୋମିଟର । ଜାତୀୟ ରାଜପଥ 80ରୁ ଏଠାକୁ ପହଞ୍ଚିବାକୁ ଏକ ଭଲ ସଡକ ରହିଛି ।
ଇତିହାସ
ସମ୍ପାଦନାପାଲ ବଂଶ ଶାସନ ସମୟରେ ଅନେକ ବୌଦ୍ଧ ଉପାସନା ପିଠା ଗଢି ଉଠିଥିଲା । ତିବତର ସୂତ୍ର ଅନୁସାରେ 5ଟି ମହାବିହାର ଉଲ୍ଲେଖନୀୟ ଥିଲା । ସେଗୁଡ଼ିକ ମଧ୍ୟରୁ ନାଳନ୍ଦା ଓ ବିକ୍ରମଶିଳାର ବିଶ୍ୱବିଦ୍ୟାଳୟ , ସୋମାପୁରା , ଅଡଙ୍ଗାଶିଳା ଓ ଜଗଦଦଳା ରହିଥିଲା । [୨]ଏହି ସମସ୍ତ ରାଜ୍ୟର ତଦାରଖରେ ପ୍ରଚଳିତ ଥିଲା ଓ ସମସ୍ତଙ୍କ ମଧ୍ୟରେ ସମନ୍ନ୍ୟୟ ଥିଲା । ସବୁ ଜ୍ଞାନ ପିଠା ମଧ୍ୟରେ ଆଦାନ ପ୍ରଦାନ ରହିଥିଲା। [୩]
ପାଳ ରାଜା ଧର୍ମପାଳଙ୍କଦ୍ୱାରା ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ 4 ଶତକ ପାଇଁ ରହିବା ପରେ ଖିଲିଜିଙ୍କଦ୍ୱାରା ଧ୍ୱଂଶ ପ୍ରାପ୍ତ ହେଲା । .[୪][୫]
16-17 ଶ ଶତାବ୍ଦୀର ତିବବତୀୟ ଧର୍ମଯାଜକ ତାରନାଥଙ୍କ ଲେଖାରୁ ବିକ୍ରମଶିଳା ବିଷୟରେ ଜଣାପଡେ । .[୬]
ଏଠାରେ 100ରୁ ଉର୍ଦ୍ଧ ଶିକ୍ଷୟକ ଓ ସହସ୍ରାଧିକ ଛତ୍ର ଥିବାର ଜଣାଯାଏ । ଏଠାରୁ ଛତ୍ରମାନେ ବିଦେଶକୁ ବୌଦ୍ଧ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ ଯାଉଥିଲେ । ଏଠାରେ ଦର୍ଶନ, ବ୍ୟାକରଣ, ବସ୍ତୁ ବିଦ୍ୟା , ଭାରତୀୟ ତର୍କଶାସ୍ତ୍ର ମୁଖ୍ୟ ପଠନ ବିଷୟ ଥିଲା । ତାନ୍ତ୍ରିକ ବିଦ୍ୟା ମଧ୍ୟ ଏଠାରେ ପଠନ ବିଷୟ ଥିଲା ।
ଖନନ
ସମ୍ପାଦନାସ୍ତୂପ
ସମ୍ପାଦନାଗ୍ୟାଲେରି
ସମ୍ପାଦନା-
The Vikramashila Museum at the entrance of the Excavation site. It holds many exhibits which have been excavated from the ruins, these include monuments, art figures, utensils, coins, weapons and jewellery.
-
The view of the entrance from the Stupa.
-
Pillars at Vikramashila University
-
Landscape of Vikramashila Ruins, the seating and meditation area
-
Vikramashila History on excavation location
-
Maintenance work going on to beautify the place
-
Gardens around the main stupa
-
A stone structure at the ruins
ପୁନଶ୍ଚ ଦେଖଣା
ସମ୍ପାଦନା- Nalanda
- Taxila
- Sharada Peeth
ଆଧାର
ସମ୍ପାଦନା- ↑ Sanderson, Alexis.
- ↑ Vajrayogini: Her Visualization, Rituals, and Forms by Elizabeth English.
- ↑ Buddhist Monks And Monasteries Of India: Their History And Contribution To Indian Culture. by Dutt, Sukumar.
- ↑ [୧][dead link].
- ↑ Scott, David (May 1995). "Buddhism and Islam: Past to Present Encounters and Interfaith Lessons". Numen. 42 (2): 141–155. doi:10.1163/1568527952598657. JSTOR 3270172.
- ↑ "Excavated Remains at Nalanda". UNESCO World Heritage Centre. Retrieved 2012-07-13.
ବାହାର ଲିଙ୍କ
ସମ୍ପାଦନା- Archaeological Survey of India page for Vikramashila
- Bhagalpur travel guide from Wikivoyage