ବାୟୋସରସ
"ବାୟୋସରସ" ଏକ ଅଜଣା ଡାଇନୋସରକୁ ଦିଆଯାଇଥିବା informal ନାମ ଅଟେ । ଏହି ନାମଟିକୁ ଜୀବାଶ୍ମ ବିଜ୍ଞାନୀ ଯଥା- ରୁଡୋଲ୍ଫ୍ କୋଇରା, ଫିଲିପ୍ କ୍ୟୁରୀ, ଏବଂ ପାଉଲିନା କାରବାଜଲ୍ ୨୦୦୬ ମସିହାରେ ଦେଇଥିଲେ । "ବୟୋସରସ" ବିଷୟରେ ବିଭିନ୍ନ ଅନ-ଲାଇନ ଡାଇନୋସର ତାଲିକାରେ ଲେଖା ରହିଛି । [୧][୨][୩] ଏହା ବୋଧହୁଏ Turonian (Late Cretaceous) ସମୟର ଏକ ଆବେଲିସୁରୋଏଡ଼ (abelisauroid) ଥିଲା । ଏହା ଆର୍ଜେଣ୍ଟିନାର Neuquén ଅଞ୍ଚଳରେ ରହୁଥିଲା ବୋଲି ଅନୁମାନ କରାଯାଏ । ଏହାର ଲମ୍ବ ପାଖାପାଖି ୪ ମି. (୧୩ ଫୁଟ) ଥିଲା ।[୪]
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "polychora.com". Archived from the original on 2011-07-15. Retrieved 2014-03-04.
- ↑ "tellurian.com". Archived from the original on 2011-07-16. Retrieved 2015-10-04.
- ↑ "dinogenera.populus.ch". Archived from the original on 2007-10-13. Retrieved 2015-10-04.
- ↑ "ଆର୍କାଇଭ୍ କପି". Archived from the original on 2007-10-13. Retrieved 2015-10-04.
{{cite web}}
: Cite has empty unknown parameter:|1=
(help)
ବାହାର ଲିଙ୍କ
ସମ୍ପାଦନା- ଜୀବଜନ୍ତୁଙ୍କ ବିବରଣୀ (ଫରାସୀ ଭାଷାରେ ଉପଲବ୍ଧ)
- ଡାଇନୋସର ଜାତି ତାଲିକା Archived 2011-07-16 at the Wayback Machine.
- ଡାଇନୋସର ଜାତି ତାଲିକା-୨ Archived 2011-07-15 at the Wayback Machine.
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |